ଦେଶବିଦେଶ
ରାଜ୍ୟ ଖବର
ଓରେରାର ଅଧ୍ୟକ୍ଷ ଭାବରେ ନିଯୁକ୍ତ ଅସିତ କୁମାର ମହାପାତ୍ର
ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ରାଜ୍ୟ ସରକାର ବୁଧବାର ଅସିତ କୁମାର ମହାପାତ୍ରଙ୍କୁ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (ଓରେରା)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂତନ ନିଯୁକ୍ତି ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ। ଏନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହା ବ୍ୟତୀତ ସରକାର ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାଶଙ୍କୁ ଓରେରାର […]
ଦେଶବିଦେଶ
କର୍ଣ୍ଣେଲ ସୋଫିୟା କୁରେଶିଙ୍କୁ ନେଇ ବିବାଦୀୟ ବୟାନ, ବିଜେପି ମନ୍ତ୍ରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିୟା କୁରେଶିଙ୍କ ମାମଲାରେ ଜବଲପୁର କୋର୍ଟ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଏକ ବିବାଦୀୟ ବୟାନକୁ ନେଇ କୋର୍ଟ ସରକାରଙ୍କୁ ୪ ଘଣ୍ଟା ମଧ୍ୟରେ ଏଫଆଇଆର ଦାୟର କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅତୁଲ ଶ୍ରୀଧର ଏବଂ ଜଷ୍ଟିସ୍ ଅନୁରାଧା ଶୁକ୍ଳା ଖଣ୍ଡପୀଠ ସ୍ୱତଃସତ୍ତ୍ୱେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମୋହନ ସରକାର ମଧ୍ୟ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ […]

-
ଉତ୍କଳ ଗ୍ରାମ ସ୍ୱରାଜ୍ୟ commented on ଉତ୍କଳ ଗ୍ରାମସ୍ଵରାଜ୍ୟ, ଆନୁକୁଲ୍ୟରେ ମହିଳା ସଶକ୍ତିକରଣ ଦିବସ ପାଳନ: ମନୋଜ କୁମାର ଦାସ, ସଭାପତି ଉତ୍କଳ ଗ୍ରାମ ସ୍ୱରାଜ୍ୟ
-
bibhudutta das commented on ପ୍ରଧାନମନ୍ତ୍ରୀଙ୍କ ଘରେ ନୂଆ ଅତିଥି, ନାଁ ଦୀପଜ୍ୟୋତି: This is really a spirit and identity of Hinduism.
-
Abhaya Kumar Banerjee commented on ରୁଷ ଉପରେ ୟୁକ୍ରେନର ଘନ ଘନ ଡ୍ରୋନ ଆକ୍ରମଣ, ୧୬ଟି ଡ୍ରୋନକୁ ଖସାଇଲା ରୁଷ୍: News are very updated.....like see







![]() |