କାହିଁକି ହେଉଛି ହଠାତ୍ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ
ନୂଆଦିଲ୍ଲୀ, ୧୪/୧୨: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। କମ ବୟସ୍କଙ୍କର ହଠାତ ମୃତ୍ୟୁର ହେବା ଘଟଣା ଚିନ୍ତାଜନକ ହୋଇଛି । ଗତ ବର୍ଷ ହଠାତ୍ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ବୟସ ୪୫ ବର୍ଷରୁ କମ୍ ଥିଲା। ଏହି ଲୋକମାନଙ୍କ ମଧ୍ୟରୁ ଅନେକ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଥିଲେ ଏବଂ ଘରେ କିମ୍ବା କେଉଠାକୁ ଯିବା ବେଳେ ହଠାତ୍ ମୃତ୍ୟୁବରଣ କରିଥିଲେ। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ […]
ସଂପୂର୍ଣ୍ଣ ପଢନ୍ତୁ