ସେଣ୍ଟ ଯୋସେଫ ସ୍କୁଲରେ ଗଣକବି ଜୟନ୍ତୀ
ବାଲିଚନ୍ଦ୍ରପୁର : ଓଡ଼ିଆ ସାହିତ୍ୟର ପ୍ରଥିତଯଶା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉତ୍ସବ ଓ ପାଣି ସାହିତ୍ୟ ଆଲୋଚନା ଚକ୍ର ନଳୀପୁର ସ୍ଥିତ ସେଣ୍ଟ ଯୋଶେଫ ସ୍କୁଲ ସମୁହ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବକୁ ସେଣ୍ଟ ଯୋସେଫ ସ୍କୁଲ ସମୁହର ଚେୟାରମ୍ୟାନ ସମାଜସେବୀ ଅଭିମନ୍ୟୁ ମଲ୍ଲିକ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ, […]
ସଂପୂର୍ଣ୍ଣ ପଢନ୍ତୁ