ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲା: ୫ ବିଦ୍ୟାଳୟ କର୍ମଚାରୀ ଗିରଫ, ଶିକ୍ଷୟିତ୍ରୀ ମଧ୍ୟ ସାମିଲ
ରାଜକନିକା: କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ ମାମଲାରେ ୩ଜଣ ଶିକ୍ଷକ ଏବଂ ଜଣେ ପିଅନ ଗିରଫ ହୋଇଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଜଣେ ଶିକ୍ଷୟିତ୍ରୀଙ୍କ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ବ ରଂଜନ ସାହୁ (୩୧), ରଶ୍ମୀରଂଜନ ବିଶ୍ବାଳ (୪୭), ମିନତୀ ବାଈ (୩୪) ଓ ପିଅନ୍ ରଶ୍ମୀରଂଜନ ରଣା (୩୨)। ପୁଲିସ […]
ସଂପୂର୍ଣ୍ଣ ପଢନ୍ତୁ