ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

କେନ୍ଦ୍ରାପଡ଼ା ରାଜ୍ୟ
Spread the love

କେନ୍ଦ୍ରାପଡା, ୧୩/୧୨: କେନ୍ଦ୍ରାପଡା କୁଦାନଗିରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ବାହାରିଥିବା ଦେଖିବାକୁ ମିଳିଛି। ଗଣିତ ସାର୍‌ ଯାଞ୍ଚ କରିବାବେଳେ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ବାହାରିଛି। ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୁଲିସ୍‌ ବନ୍ଧୁକ ଜବତ କରିଛି। ଏବଂ ଜବତ ବନ୍ଧୁକକୁ ଫରେନସିକ୍ ଟେଷ୍ଟ ପାଇଁ ପଠାଇଛି। ଛାତ୍ରକୁ ସୁଧାର ଗୃହରେ ରଖି ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *