୪୨ ହଜାର ଦର୍ଶକ ଦେଖିବେ ବାରବାଟୀ ମ୍ୟାଚ

କଟକ, ୩୦/୧୧: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ମ୍ୟାଚର ସଫଳ ଆୟୋଜନ ନେଇ ଓସିଏ, ରାଜ୍ୟ ସରକାର ଓ କମିଶନରେଟ ପୁଲିସ ପକ୍ଷରୁ ବ୍ୟାକପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରୁଟିଶୂନ୍ୟ ମ୍ୟାଚ ଆୟୋଜନ ନେଇ ଆମେ ପ୍ରସ୍ତୁତ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା […]

ସଂପୂର୍ଣ୍ଣ ପଢନ୍ତୁ

ସ୍ମିତା ପଟ୍ଟନାୟକ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି

ଝଙ୍କଡ଼, ୩୦/୧୧: ଝଙ୍କଡ଼ ସାରଳା ପୀଠ, କନକ ପୁର ପଞ୍ଚାୟତ ଅଧୀନ ବଡ଼ସାରୋଳ ଗ୍ରାମର ତିର୍ତ୍ତୋଲ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ, ଆଦିକବି ସାରଳାଦାସ କଲେଜର ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ଘନିଷ୍ଠ ସହଯୋଗୀ ସ୍ବର୍ଗତ ଡଃ ହରିଚରଣ ଦାସ ଙ୍କ ପୁତ୍ରବଧୂ ଓ ଅଭୟ ପଟ୍ଟନାୟକ ଙ୍କ କନ୍ୟା ସ୍ମିତା ପଟ୍ଟନାୟକ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ମୋଦୀଙ୍କ ମନ କି ବାତ : ‘ ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ ‘

ନୂଆଦିଲ୍ଲୀ, ୩୦/୧୧: ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ’ର ୧୨୮ତମ ସଂସ୍କରଣକୁ ସମ୍ବୋଧିତ କରିଥିଲେ । ମୋଦୀ ଆଜିର ଅଧ୍ୟାୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ । ନଭେମ୍ବର ୭ତାରିଖରେ ଦେଶାତ୍ମବୋଧକ ଗୀତ “ବନ୍ଦେ ମାତରମ୍”ର ୧୫୦ତମ ବାର୍ଷିକୀ ବିଷୟରେ କହିଥିଲେ । କିଛି ଦିନ ପୂର୍ବରୁ ସ୍କାଏରୁଟ୍‌ର ଇନଫିନିଟି କ୍ୟାମ୍ପସରେ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଥିବା କଥା ମାନେ ପକାଇଥିଲେ । ଏହାର ଗୁରୁତ୍ୱ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ

ଦିନିକିଆରେ କୋହଲିଙ୍କ ୫୨ତମ ଶତକ

ରାଞ୍ଚି, ୩୦/୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଫର୍ମକୁ ଫେରିଛନ୍ତି କିଙ୍ଗ୍‌ କୋହଲି। ଏହି ମ୍ୟାଚରେ ସେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି। ଏହା ତାଙ୍କର ୫୨ତମ ଶତକ। ପ୍ରାୟ ୨ ବର୍ଷ ପରେ ତାଙ୍କ ବ୍ୟାଟରୁ ଶତକୀୟ ଇନିଂସ ଦେଖିବାକୁ ମିଳିଛି। ୨୦୨୩ ବିଶ୍ଵକପ ସମୟରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ।ରବିବାର ରାଞ୍ଚିରେ ଖେଳାଯାଉଥିବା ମ୍ୟାଚରେ ସେ ୧୦୨ ବଲରୁ ୧୦୦ ରନ ପୂରଣ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନିମାପଡ଼ା ଏନଏସି ଅମିନ

ନିମାପଡ଼ା, ୩୦/୧୧: କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ନିମାପଡ଼ା ଏନଏସିର ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟ। ସେ ଜଣେ ଆବେଦନକାରୀଙ୍କଠାରୁ ୧୭ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଶନିବାର ତାଙ୍କୁ ଧରିଛନ୍ତି।ଫାଇଲ ଟ୍ରାନ୍ସଫର କରିବା ଲାଗି ବିଜୟ ଆବେଦନକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ଦୁଇଟି କିସ୍ତିରେ ୧୩ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷ ପୂର୍ବରୁ ଗଢିବ ନୂଆ ଆମ୍ବୁଲାନ୍ସ

ଭୁବନେଶ୍ବର, ୩୦/୧୧: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ। ଏହି ଗାଡ଼ି ଆସି ସାରିଥିବା ବେଳେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ବି ଦଦରା ଗାଡ଼ି ରାସ୍ତାରେ ଗଡ଼ୁଛି। ବିଶେଷ କରି ବ୍ୟାକଅପ୍‌ ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ମାଗଣା ରୋଗୀସେବାକୁ ନେଇ ପୂର୍ବ ସରକାରଙ୍କ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଏହା ବେଶ ଆଦୃତ ହୋଇଥିଲା। ପର୍ଯ୍ୟାୟ କ୍ରମେ ଏଥିରେ ବୃଦ୍ଧି କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ନନ୍ଦନକାନନ, ୩୦/୧୧: ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ କ‌ଥାବାର୍ତ୍ତା ସରିଛି। ଆବଶ୍ୟକ କାଗଜପତ୍ର କାମ ମଧ୍ୟ ସରିଥିବାବେଳେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ମଞ୍ଜୁର ଦେଇସାରିଛନ୍ତି। ନିଷ୍ପତ୍ତି ମୁତାବକ, ନନ୍ଦନକାନନରୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ପଠାଯିବ। ସେଗୁଡ଼ିକ ମଧ୍ୟରେ ହଳେ ସାଧାରଣ […]

ସଂପୂର୍ଣ୍ଣ ପଢନ୍ତୁ

ସରକାରଙ୍କ ବଡ ତାଗିଦ୍‌ ସମ୍ପତି ତାଲିକା ନଦେଲେ ପ୍ରମୋସନ ବନ୍ଧ

ଭୁବନେଶ୍ଵର, ୩୦/୧୧: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ, ଏଣିକି ସରକାରୀ କର୍ମଚାରୀଙ୍କ ପ୍ରମୋସନ ବନ୍ଦ। ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକାକୁ ନେଇ କଠୋର ହୋଇଛନ୍ତି। ସମ୍ପତ୍ତି ତାଲିକା ନଦେଲେ ସରକାରୀ କର୍ମଚାରୀ ମାନଙ୍କର ପଦୋନ୍ନତି ହେବ ନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଚିଠି ଜାରି ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଜାନୁଆରୀ ମାସ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ହୋଇଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ଶିକ୍ଷାବିତ ଭୂତ ପୂର୍ବ ସରପଞ୍ଚ ସ୍ବର୍ଗତ ଶ୍ରୀଧର ପତି ଙ୍କ 22 ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ।

କଟକ, ୨୯/୧୧: ୪୨ମୌଜା ସ୍ଥିତ କଳପଡା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ, ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଧର ପତିଙ୍କ ୨୨ତ୍ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରୀଧର ପତି ସ୍ମୃତି କମିଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା କଳପଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ସଭାର ଆବାହକ ଥିଲେ ସମାଜସେବୀ ସନ୍ତୋଷ କୁମାର ପତି। ଉକ୍ତ ସଭାରେ ସମାଜସେବୀ ଅଭୟ କୁମାର ମହାପାତ୍ର, ବିଭୁତିଭୂଷଣ […]

ସଂପୂର୍ଣ୍ଣ ପଢନ୍ତୁ

କନ୍ଧମାଳର ତପୋବନ ଶାନ୍ତି ଆଶ୍ରମରେ ଆଧ୍ୟାତ୍ମିକ ପରିବେଶ

କନ୍ଧମାଳ, ୨୯/୧୧: ପ୍ରକୃତିର ନୈସର୍ଗିକ ଶୋଭାରାଜି ମଧ୍ୟରେ ଅବସ୍ଥିତ କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ବେଦବିଦ୍ଯା ଆର୍ଷଗୁରୁକୁଳମ୍, ତପୋବନ ଶାନ୍ତି ଆଶ୍ରମରେ ଏକ ଭକ୍ତିମୟ ତଥା ଦିବ୍ୟ ବାତାବରଣ ଦେଖିବାକୁ ମିଳିଛି। ନଗର ଖବର ପରିବାର ଓ ବେଦବିଦ୍ଯା ଆର୍ଷଗୁରୁକୁଳମ୍ ତପେବନ ଶାନ୍ତି ଆଶ୍ରମ ସୌଜନ୍ୟରୁ ଏଠାରେ ଏକ ଭବ୍ୟ ‘ଘୃତ ଯଜ୍ଞ’ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଆଧ୍ୟାତ୍ମିକ ଚେତନାର ଜାଗରଣ ହୋଇଥିଲା। ଏହି ମାଙ୍ଗଳିକ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରାତଃକାଳର ବ୍ରାହ୍ମମୁହୂର୍ତ୍ତରୁ […]

ସଂପୂର୍ଣ୍ଣ ପଢନ୍ତୁ