ରାୟଗଡ଼ାରେ ସ୍ଥାପନା ହେବ ଏରୋସ୍ପେସ ଆଣ୍ଡ ଡିଫେନ୍ସ ମେନୁଫକ୍ଟରିଙ୍ଗ ଫାସିଲିଟି
ରାୟଗଡ଼ା, ୨୧/୧୨: ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା ମେଗା ରୋଡ ସୋ ଓଡ଼ିଶା ନିବେଶକ ସମ୍ମିଳନୀରେ ରାୟଗଡ଼ା ଠାରେ ଏରୋସ୍ପେସ ଆଣ୍ଡ ଡିଫେନ୍ସ ମେନୁଫକ୍ଟରିଙ୍ଗ ଫାସିଲିଟି ସ୍ଥାପନା ହୋଇଥିବା ନେଇ ଚୁକ୍ତି ହୋଇଥିବା ଜଣାପଡିଛି। ଏହି ଚୁକ୍ତି ସମୟରେ ପ୍ରିମିୟର ଏକ୍ସପ୍ଲୋଜିଭ ଲିମିଟେଡର ପରିଚାଳନା ନିର୍ଦେଶକ ଟି ଭି ଚୌଧୁରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏନେଇ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁ […]
ସଂପୂର୍ଣ୍ଣ ପଢନ୍ତୁ