ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଗିରଫ
ସମ୍ବଲପୁର : ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କରିଛି ବୁର୍ଲା ପୁଲିସ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ପୁଲିସ ଏହି ପଦକ୍ଷେପ ନେଇଛି। ପୁରୁଷ ବନ୍ଧୁଙ୍କୁ ଗିରଫ କରିବା ଦାବିରେ ଚିନ୍ମୟୀଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ୨୦୨୩ ମସିହା ଫେବୃୟାରୀ ୨୮ରେ ଚିନ୍ମୟୀ ସମାବର୍ତ୍ତନ ଉତ୍ସବକୁ ଆସିଥିଲେ। ଏହା ପରଦିନ ଅର୍ଥାତ ମାର୍ଚ୍ଚ ୧ ତାରିଖରେ ପିସି ବ୍ରିଜ ତଳୁ ଚିନ୍ମୟୀଙ୍କ ମୃତଦେହ […]
ସଂପୂର୍ଣ୍ଣ ପଢନ୍ତୁ