କରଞ୍ଜିଆରେ ଅବକାରୀ ବିଭାଗର ଚଢ଼ାଉ: ୭୦ ଲିଟର ମହୁଲି ମଦ ସହ ବାଇକ୍ ଜବତ, ୨ ଗିରଫ
କରଞ୍ଜିଆ: କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଇନ୍ସପେକ୍ଟର ଜୟନ୍ତୀ ଆଚାର୍ଯ୍ୟ ଏବଂ ଓଆଇସି (OIC) ରଶ୍ମି ରଞ୍ଜନ ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ପ୍ରଥମେ କେଝରା ଗ୍ରାମର ଦୁଲୁ ହେମ୍ବ୍ରମ୍ଙ୍କ ଉପରେ ଚଢ଼ାଉ କରାଯାଇ ୩୦ ଲିଟର ମହୁଲି ମଦ ସହ ଏକ ହିରୋ ସ୍ପ୍ଲେଣ୍ଡର ମୋଟର […]
ସଂପୂର୍ଣ୍ଣ ପଢନ୍ତୁ