କଟକ ବାର୍ ଆସୋସିଏସନ୍‌ର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ: ମୁଖ୍ୟସ୍ରୋତରେ ସାମିଲ ହେଲେ ଗୋବର୍ଦ୍ଧନ ସ୍ୱାଇଁଙ୍କ ନେତୃତ୍ୱାଧୀନ ଟିମ୍

କଟକ  : ରାଜ୍ୟର ସର୍ବପୁରାତନ ତଥା ମର୍ଯ୍ୟାଦାଜନକ କଟକ ବାର୍ ଆସୋସିଏସନ୍‌ର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ମଙ୍ଗଳବାର ଅପରାହ୍ନରେ ସଂଘର ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀମାନଙ୍କ ଏହି ପ୍ରତିଷ୍ଠିତ ସଂଗଠନର ନୂତନ କାର୍ଯ୍ୟକର୍ତ୍ତାମାନେ ଆନୁଷ୍ଠାନିକ ଭାବେ ନିଜ ନିଜ ପଦବୀର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ସଭାପତି ଦାମୋଦର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ କ୍ଷେତ୍ର ମୋହନ ଧଳ ସଂଯୋଜନା କରିଥିଲେ। ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଅଖିଳ ଭାରତୀୟ ଗ୍ରାହକକଲ୍ୟାଣ ପରିଷଦର ଉପସଭାପତି ଙ୍କୁ ସମ୍ବର୍ଦ୍ଧନା

ଝଙ୍କଡ଼ :  ଅଖିଳ ଭାରତୀୟ ଗ୍ରାହକକଲ୍ୟାଣ ପରିଷଦ, ଓଡିଶା ଶାଖାର ଉପସଭାପତି ପଣ୍ଡିତ ଶରତ କୁମାର ଦାଶ ଙ୍କୁ ରାହାମା ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବର ମୁଖ୍ୟସଂଯୋଜକ ତଥା ସମ୍ପାଦକ ଡଃ ସୁନାକର ବେହେରା ଓ କମିଟିର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ନୀଳଚକ୍ର ପ୍ରତିଭା ସମ୍ମାନ ଅର୍ପଣ କରାଯାଇଛି | ଶ୍ରୀ ଦାଶ ଜଣେ ନିସ୍ଵାର୍ଥପର ସମାଜସେବୀ, ଉଚ୍ଚକୋଟିର ଜ୍ୟୋତିର୍ବିତ ଓ ନିରପେକ୍ଷ ସାମ୍ବାଦିକ ଭାବରେ ସୁନାମ ଅର୍ଜ୍ଜନ କରିଥିବା ବେଳେ ବୈଦିକ କର୍ମକାଣ୍ଡ କ୍ଷେତ୍ରରେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର :  ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଆରମ୍ଭ ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପାଇଁ ଜାଗା ନିରୁପଣ, ବିଦ୍ୟାଳୟ ବିଲ୍‌ଡିଂର ଢାଞ୍ଚା ଏବଂ ଏଥିନିମନ୍ତେ ଆବଶ୍ୟକୀୟ ବ୍ୟୟ ଅଟକଳ ବିଷୟରେ ବୈଠକର ଆଲୋଚନା ହୋଇଥିଲା । ଶିଳାନ୍ୟାସ ହୋଇଥିବା ସମସ୍ତ ବିଦ୍ୟାଳୟର ନିର୍ମାଣ […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ଵ ଜଳ ଦିବସ ୨୦୨୬ :  ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ଜେଏସଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ

୩ ଟି ପଞ୍ଚାୟତ ରେ ୭ ଏକର ପୋଖରୀ ପୁନଃ ଉଦ୍ଧାର ଓ ୨୩ ବୋରୱେଲ ଖନନ କରାଯାଇଛି। ପାରାଦୀପ  : ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପ ସ୍ଥାନ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ବିଶ୍ୱ ଜଳ ଦିବସ ପାଳନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୨ ମାର୍ଚ୍ଚରେ ବିଶ୍ୱସ୍ତରୀୟ ଭାବରେ ପାଳିତ ବିଶ୍ୱ ଜଳ ଦିବସ, ପ୍ରତ୍ୟେକଙ୍କ ଜୀବନରେ ଜଳର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ତିହୁଡା ମା ଜାଗୁଳାଇଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ଝଙ୍କଡ :  ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ନାଉଗାଁ ବ୍ଲକ ଅଧିନ ତିହୁଡାଗ୍ରାମ ସ୍ଥିତ, ମା ଜାଗୁଳାଇ ଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଗତ ମାର୍ଚ୍ଚ ଚବିଶତାରିଖ ଠାରୁ ଶ୍ରୀମଦ ଭାଗବତ ପରାୟଣ ପ୍ରବଚନ, ପଞ୍ଚୁଦୋଳ ମେଳଣ, ଓ ମହାମନ୍ତ୍ର ନାମଯଜ୍ଞ ଆଦି ବୈଦିକ ବିଧିବିଧାନ ରେ ଅନୁଷ୍ଠିତ ହୋଇଯାଇଛି l ମା ଜାଗୁଳାଇ ମନ୍ଦିର ପରିଚାଳନା ସମିତି ର ସଭାପତି ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ୱ ଶାନ୍ତି ପାଇଁ ବନଗୁରୀଆରେ ହରିନାମ ସଂକୀର୍ତ୍ତନ: ଶ୍ରଦ୍ଧାଳୁଙ୍କ ଗହଳିରେ କମ୍ପିଲା ବାନା ବଟେଶ୍ୱରଙ୍କ ପୀଠ

ନିଶ୍ଚିନ୍ତକୋଇଲି : ବର୍ତ୍ତମାନ ସମୟରେ ବିଶ୍ୱରେ ଦେଖାଦେଇଥିବା ଯୁଦ୍ଧର ବିଭୀଷିକା ଓ ଅଶାନ୍ତି ମଧ୍ୟରୁ ମାନବ ସମାଜକୁ ଶାନ୍ତି ଓ ମୁକ୍ତିର ମାର୍ଗ ଦେଖାଇବା ପାଇଁ ବନଗୁରୀଆ ଗ୍ରାମରେ ଆୟୋଜିତ ହୋଇଯାଇଛି ଭବ୍ୟ ଅଷ୍ଟପ୍ରହରୀ ନାମଯଜ୍ଞ। ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାନା ବଟେଶ୍ୱରଙ୍କ ପୀଠରେ ଏହି ଆଧ୍ୟାତ୍ମିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ ଜୀବନରେ ଶାନ୍ତି, ମୈତ୍ରୀ, ପ୍ରୀତି ଏବଂ ସଦଭାବନା ବଜାୟ ରଖିବା ପାଇଁ ଏଭଳି ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୁଦ୍ଧିଜୀବୀ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପୀଠରେ ସାରଳାପାଞ୍ଜି ର ସମର୍ପଣ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଆଶୀର୍ବାଦ କୁ ପାଥେୟକରି, ଦୀର୍ଘ ଏଗାରବର୍ଷ ଧରି ଭୁବନେଶ୍ୱର ସ୍ଥିତ ସାରଳାଦାସ ସ୍ମୃତିସାଂସଦ ଆନୁକୂଲ୍ୟରେ ପ୍ରକାଶ ପାଇ ଆସୁଥିବା ସାରଳାପାଞ୍ଜି, ଗତ ରବିବାର ଦିନ ପୂର୍ବାହ୍ନ ରେ ମାଆ ସାରଳା ଙ୍କ ପାଦପଦ୍ମ ତଳେ ସମର୍ପିତ ହୋଇଯାଇଛି | ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ସିଂହାସନ ଉପରେ ଚଳିତବର୍ଷ ର ନୂତନ ପାଞ୍ଜିକୁ ପୂଜାକରି ମାଆଙ୍କୁ ସମର୍ପଣ କରିଥିଲେ | ପରେ […]

ସଂପୂର୍ଣ୍ଣ ପଢନ୍ତୁ

ବନଗୁରିଆରେ ଗୁରୁ ଗଙ୍ଗାଧର ସାହୁଙ୍କ ସ୍ମୁତି ଉତ୍ସବ

ମାହାଙ୍ଗା  : କୁହୁଣ୍ଡା ପଞ୍ଚାୟତ ବନଗୁରୀଆ ଗ୍ରାମର ଶ୍ରୀଶ୍ରୀ ବାନା ବଟେଶ୍ୱରଙ୍କ ପୀଠରେ ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ଗଙ୍ଗାଧର ସାହୁଙ୍କ ତୃତୀୟ ବାର୍ଷିକ ସ୍ମୁତି ଉତ୍ସବ କୁଣ୍ଡି ସେବା ସମବାୟ ସମିତି ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଜଣେ ସଫଳ ମଞ୍ଚ ଅଭିନେତା, ସଂଗୀତ ଓ ସଂକୀର୍ତ୍ତନଗୁରୁ ଭାବେ ମାହାଙ୍ଗା ମାଟିକୁ ସ୍ବର୍ଗତ ଗଙ୍ଗାଧର ସାହୁଙ୍କ ଜୀବନବ୍ୟାପୀ ଅବଦାନଅତୁଳନୀୟ | ଗ୍ରାମ୍ୟ ଜୀବନରେ ସେହି ଧାରାକୁ ଉଜ୍ଜୀବିତ କରିବାକୁ ସଂକଳ୍ପ […]

ସଂପୂର୍ଣ୍ଣ ପଢନ୍ତୁ

ଓଏଏସ୍ ସ୍ତରରେ ବଡ ଅଦଳବଦଳ

ଭୁବନେଶ୍ଵର:ଓଡ଼ିଶା ସରକାରଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରବିବାର ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ଘୋଷଣା କରିଛି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆଠ ଜଣ ଓଏଏସ ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବିଭିନ୍ନ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସେମାନେ ହେଲେ – ୧. ହେମସାଗର ଭୋଇ, କୁଚିଣ୍ଡା, ସମ୍ବଲପୁରଙ୍କୁ ବରଗଡ଼ର ପଦମପୁରର […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ପଞ୍ଝାରେ ମଙ୍ଗରାଜପୁର ଆର୍‌ଆଇ, ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଚୌଦ୍ଵାର: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆର୍‌ଆଇ ରାଜାରାମ ବାନ୍ଦ୍ରା । ଏକ ମ୍ୟୁଟେସନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। କଟକ ଜିଲ୍ଲା-ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ଆରଆଇ ହେଉଛନ୍ତି ଶ୍ରୀ ରାଜାରାମ ବାନ୍ଦ୍ରା। ମିଳିଥିବା ସୂଚନା ଅନୁଯାୟୀ ସେ ଜଣେ ଜମି ମାଲିକଙ୍କଠାରୁ ତାଙ୍କ ପତିତା ଜମିକୁ ହୋମଷ୍ଟେଡ୍ ଜମିରେ ପରିବର୍ତ୍ତନ କରିବା ପାଇଁ ଦାୟର କରାଯାଇଥିବା ଏକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ଦାଖଲ […]

ସଂପୂର୍ଣ୍ଣ ପଢନ୍ତୁ