ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ୧୭୮ତମ ମଧୁବାବୁଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା :  ସମ୍ବାଦ ସାହିତ୍ୟ ଘର ଓ ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନର ମାହାଙ୍ଗାର ମିଳିତ ସହଯୋଗରେ ଶହୀଦ ଭବନ ମଣିଯୋରୀ ପ୍ରାଙ୍ଗଣରେ ଉତ୍କଳ ଗୌରବ ମଧୁ ସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ପାଳିତ ହୋଇଯାଇଛି । ମାହାଙ୍ଗା ସାହିତ୍ୟ ଘର ସମ୍ପାଦକ ତଥା ମହିମାଧର୍ମର ବିଶିଷ୍ଟ ଗବେଷକ ଡକ୍ଟର ଏକାଦଶୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଭାଷା ଭିତ୍ତିକ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ, ଓଡ଼ିଆ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ଶାରଳା ରୋଡ଼ରେ ମଧୁବାବୁଙ୍କ ଜୟନ୍ତୀ ପାଳନ

ଝଙ୍କଡ :  ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର ତରଫରୁ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କର ୧୨୯ ତମ ଜନ୍ମ ଡୟନ୍ତୀ  ସଂପାଦକ ପଣ୍ଡିତ ବାସବ ନନ୍ଦ ଙ୍କ ଅଧ୍ଯକ୍ଷ ତାରେ ଶାରଳା ରୋଡ୍ ନିକଟସ୍ତ ଶାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ଆଲୋଚନା ସଭାରେ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି, ପ୍ରାଧ୍ୟାପିକା ଡ ବିଷ୍ଣୁପ୍ରିୟ। ଦାସ ମୁଖ୍ୟ ବକ୍ତା , ସସ୍ମିତା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଙ୍କ ନିତ୍ୟସେବକ ନରେନ୍ଦ୍ର ରାଉଳଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ,ନରେନ୍ଦ୍ରନାଥ ରାଉଳ ଙ୍କ ପବିତ୍ର ଏକାଦଶାହ ଉପଲକ୍ଷେ, ତାଙ୍କର କନକପୁର ଦେଉଳି ସ୍ଥିତ ବାସଭବନ ରେ, କନକପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନମିତା ରାଉଳ ଙ୍କ ସଭାପତିତ୍ବ ରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ସନ୍ଧ୍ୟା ରେ ଏହି କାର୍ଯ୍ୟକ୍ରମ ରେ ଦିବଂଗତ ଆତ୍ମାର ସଦଗତି କାମନା ନିମନ୍ତେ ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା । ରୁଦ୍ରପ୍ରସାଦ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳାରୋଡ଼ ରେଲୱେ ପିଏଚରେ ରେଳଯାତ୍ରୀମାନଙ୍କ ପାଇଁ, ନାହଁ କିଛି ସୁବିଧାସୁଯୋଗ

ଝଙ୍କଡ଼ :  ପୂର୍ବତଟ ରେଳବାଇ ଅଧିନ, କଟକ ପାରାଦ୍ୱୀପ ରେଳପଥ ର ମଧ୍ୟବର୍ତ୍ତୀ ସ୍ଥଳ ରେ ଥିବା ଝଙ୍କଡ଼ ସାରଳାରୋଡ଼ ପି ଏଚ ରେ ସର୍ବାଧିକ ରେଳଯାତ୍ରୀ ଏଠାରୁ ପ୍ରତିଦିନ ଯାତାୟାତ କରିଥାନ୍ତି । ବିଶେଷକରି ଏହି ପି ଏଚ ର ମାତ୍ର ଏକ କିଲୋମିଟର ଦକ୍ଷିଣପାର୍ଶ୍ୱରେ ପ୍ରାଚୀନ ତଥା ଶକ୍ତିପୀଠ, ବାଣୀକ୍ଷେତ୍ର ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ଥିବାରୁ ଏଠାକୁ ରାଜ୍ୟ ତଥା ଦେଶବିଦେଶ ରୁ ମଧ୍ୟ ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ, […]

ସଂପୂର୍ଣ୍ଣ ପଢନ୍ତୁ

ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ : ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଲକ୍ଷ୍ନୌ:କୋର୍ଟ କହିଛନ୍ତି,ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଦୀର୍ଘକାଳୀନ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଆହ୍ଲାବାଦ ହାଇକୋର୍ଟ ଏକ ଦୁଷ୍କର୍ମ ମାମଲାର ଜଣେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ମଞ୍ଜୁର କରିବା ସହ କୋର୍ଟ ଏହି ରାୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ବିଚାରପତି ରାଜୀବ ଲୋଚନ ଶୁକ୍ଳାଙ୍କ ଏକକ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରି କହିଛନ୍ତି ଯେ, ସେ […]

ସଂପୂର୍ଣ୍ଣ ପଢନ୍ତୁ

ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ପରେ ବଢୁଛି ଜନାକ୍ରୋଶ

ଏରସମା: ଜଗତସିଂହପୁରଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ ଥିବା ଓଡ଼ିଶା ପ୍ରସିଦ୍ଧ ସିଆଳି ବେଳାଭୂମିରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡ.ଦାମୋଦର ରାଉତଙ୍କ ପ୍ରତିମ୍ରୁତିର ଉନ୍ମୋଚନ ପୂର୍ବରୁ ଜଙ୍ଗଲ ବିଭାଗ ତରଫରୁ ଭାଙ୍ଗି ଦିଆଯିବା ମାମଲାରେ ଜନାକ୍ରୋଶ ଦେଖାଯାଇଛି। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଦାମ ରାଉତଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥାନ୍ତା। କିନ୍ତୁ ଏହାର ଦିନକ ପୂର୍ବରୁ ଅର୍ଥାତ ଏପ୍ରିଲ ୨୪ ତାରିଖରେ ଜଙ୍ଗଲ ବିଭାଗ ଜଙ୍ଗଲ ଜମିରେ ବିନା ଅନୁମତିରେ ମୂର୍ତ୍ତି ନିର୍ମାଣ କରାଯାଉଅଛି ଦର୍ଶାଇ […]

ସଂପୂର୍ଣ୍ଣ ପଢନ୍ତୁ

୨୦୩୬ ସୁଦ୍ଧା ଶୋଧିତ ବ୍ୟବହୃତ ଜଳର ୫୦% ପୁନଃ ବ୍ୟବହାର ହେବ

ଭୁବନେଶ୍ୱର: ମଧୁର ଜଳର ସୁରକ୍ଷା ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ପୁନଃ ବ୍ୟବହାରକ୍ଷମ ଅର୍ଥନୀତି (ସର୍କୁଲାର୍‌ ଇକୋନୋମି)କୁ ପ୍ରୋତ୍ସାହିତ କରାଯିବ। ଏନେଇ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଶୋଧିତ ବ୍ୟବହୃତ ଜଳର ପୁନଃବ୍ୟବାହାର ନୀତି, ୨୦୨୬’ ଅଧିସୂଚିତ କରିଛନ୍ତି। ବ୍ୟବହୃତ ଅପରିଷ୍କାର ଜଳକୁ କେବଳ ଏକ ବର୍ଜ୍ୟବସ୍ତୁ ଭାବେ ନଦେଖି ଏହାକୁ ଏକ ମୂଲ୍ୟବାନ ଅର୍ଥନୈତିକ ସମ୍ବଳରେ ପରିଣତ କରିବା ପାଇଁ ଏହି ନୀତି ଏକ ବ୍ୟବସ୍ଥା ସୃଷ୍ଟି କରିବ। ଏହା ସହିତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ
Heat Wave

ଝାରସୁଗୁଡ଼ାରେ ତାପମାତ୍ରା ୪୫.୩ ଡିଗ୍ରି ପାର କଲା

ଭୁବନେଶ୍ବର: ଏପ୍ରିଲ ମାସ ଶେଷ ସପ୍ତାହରେ ସୂର୍ଯ୍ୟ କିରଣ ଆହୁରି ପ୍ରଖର ହେବାରେ ଲାଗିଛି। ପୂର୍ବ ଓଡ଼ିଶାର ଅନେକ ସ୍ଥାନରେ ପାଗ କୋହଳା ଥିଲା ବେଳେ ପଶ୍ଚିମ ଓଡ଼ିଶାର ଏକାଧିକ ସହର ଜଳିଛି। ତାପମାତ୍ରାରେ ସବୁଠାରୁ ଅଧିକ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି ଝାରସୁଗୁଡ଼ାବାସୀ। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୫.୩ ଡିଗ୍ରି ରେକର୍ଡ କରାଯାଇଛି। ଏହା ଚଳିତ ବର୍ଷ ରାଜ୍ୟର ସର୍ବାଧିକ ତାପମାତ୍ରା। ଭୁବନେଶ୍ବରରେ ତାପମାତ୍ରା ୩୫.୪ ଡିଗ୍ରି ଥିଲା ବେଳେ ରାଜ୍ୟର […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦୁଝର ହେବ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର: ୧୬୪୭ କୋଟି ଟଙ୍କାର ଗ୍ରୀଡ୍ ସବଷ୍ଟେସନ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଉପହାର ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ବିଲ ଅଞ୍ଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରି […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାପୀଠ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବର ଦ୍ୱିତୀୟ ଓ ତୃତୀୟ ସନ୍ଧ୍ୟା

ଝଙ୍କଡ଼ :  ଶ୍ରୀମଦ ଭାଗବତ ର ଶ୍ରବଣ, ପଠନ ଓ ଅନୁଶୀଳନ ଦ୍ୱାରା ବ୍ୟକ୍ତି ଓ ସମାଜରେ ଆଧ୍ୟାତ୍ମିକ ଭକ୍ତିଭାବ ବିକଶିତ ହୋଇଥାଏ, ବୋଲି, ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ଗତ ପଚିଶତାରିଖ ଠାରୁ ଆରମ୍ଭ ହୋଇଥିବା ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ର ଦ୍ୱିତୀୟ ଓ ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି । ଧାରାବାହିକ ପ୍ରବକ୍ତା ବାବାଜୀ ନୀଳାଚଳ ଦାସ ମହାରାଜ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ