ରାଜ୍ୟସ୍ତରୀୟ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର :  ଆଜି ଭୁବନେଶ୍ୱରସ୍ଥିତ ଓଏସଏପି ୭ମ ବାଟାଲିୟନ ପରିସରରେ ରାଜ୍ୟସ୍ତରୀୟ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉତ୍ସବକୁ ଗୌରବମଣ୍ଡିତ କରିଥିଲେ। ଉକ୍ତ ଉତ୍ସବ ଅବସରରେ ରାଜ୍ୟ ପୋଲିସର ବିଭିନ୍ନ ଜିଲ୍ଲା ଓ ବାଟାଲିୟନରୁ ଆସିଥିବା ବ୍ୟାଣ୍ଡ ବାଦକ ମାନେ ଚିତ୍ତାକର୍ଷକ ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରାରମ୍ଭରେ […]

ସଂପୂର୍ଣ୍ଣ ପଢନ୍ତୁ

ଆଦର୍ଶ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମାଲଣ୍ଡ ଗ୍ରାମସ୍ଥିତ ଭାରତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଝୁଲରାମ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ଦାସ ଏବଂ ମୁଖ୍ୟ ବକ୍ତା ଭାବେ ଗବେଷକ ତଥା ଶିକ୍ଷାବିତ୍ ମହେନ୍ଦ୍ର କୁମାର […]

ସଂପୂର୍ଣ୍ଣ ପଢନ୍ତୁ

କଲ୍ୟାଣପୁରରେ ଗାନ୍ଧିଜୀଙ୍କ ୭୮ ତମ ବଳିଦାନ ଦିବସ ପାଳିତ

ମାହାଙ୍ଗା  : ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କଲ୍ୟାଣପୁର ଗାନ୍ଧୀ ଛକରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୮ ତମ ବଳିଦାନ ଦିବସରେ ଏକ ସ୍ମୁତି ଉତ୍ସବ ସ୍ଥାନୀୟ ବଜାର କମିଟି ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଦେଶପାଇଁ ପ୍ରାଣବଳୀ ଦେଇଥିବା ଗାନ୍ଧିଜୀଙ୍କ ଅହିଂସା ନୀତିକୁ ଅନୁସରଣ ପାଇଁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ l ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର, ସାହିତ୍ୟିକ ପ୍ରଶାନ୍ତ କୁମାର କର, ଶିକ୍ଷାବିତ ଅଲେଖ […]

ସଂପୂର୍ଣ୍ଣ ପଢନ୍ତୁ

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୭୮ତମ ଶ୍ରାଦ୍ଧଉତ୍ସବ ପାଳିତ

ଝଙ୍କଡ଼ : ଗାନ୍ଧୀ ଏକ ନାମ ନୁହେଁ ଏକ ବିଚାର l ସତ୍ୟ ଓ ଅହିଂସା ଗାନ୍ଧୀଦର୍ଶନ ର ମୂଳମନ୍ତ୍ର l ଏହାକୁ ପାଥେୟ କରି ସବୁସମସ୍ୟାର ସମାଧାନ କରାଯାଇ ପାରେ ବୋଲି, ଗତ ଶୁକ୍ରବାରଦିନ, ତିର୍ତ୍ତୋଲବ୍ଲକ, ମୂଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଗାନ୍ଧୀଜୀଙ୍କ 78 ତମ ତିରୋଧାନ ଦିବସ ପାଳନ ଅବସରରେ ବହୁବିଶିଷ୍ଟବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି l ଅଧ୍ୟାପକ ତଥା ବାଗ୍ମୀ ହିମାଂଶୁ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ କେଶବଚନ୍ଦ୍ର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଝଙ୍କଡ଼  :  ତିର୍ତ୍ତୋଲ ଅଞ୍ଚଳର ଜଣାଶୁଣା ବିଶିଷ୍ଟ ସମାଜସେବୀ ସ୍ବର୍ଗତ କେଶବଚନ୍ଦ୍ର ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା, ତାଙ୍କର ଜଗନ୍ନାଥପୁର ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି ।  ଜଗନ୍ନାଥ ଖଣ୍ଡୁଆଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜନନେତା ତଥା ଆଇନୀଜୀବି ରାଜକିଶୋର ବେହେରା, ସୁଶ୍ରୀ ଶୁଭଶ୍ରୀ ର ସମ୍ପାଦିକା ବସନ୍ତମଞ୍ଜରୀ ଦାସ, ପୂର୍ବତନ ଜିଲ୍ଲାପରିଷଦ ହେମନ୍ତ କୁମାର ନାୟକ, ଉପସଭାପତି ନାଗୁଚରଣ ଦେବତା,ବାଲିଘର ର ସମ୍ପାଦକ କୈଳାଶ […]

ସଂପୂର୍ଣ୍ଣ ପଢନ୍ତୁ

ବରୁଣପଡାରେ ଭଗବତଗୀତା ମାହାତ୍ମ୍ୟ ପରାୟଣ ଓ ପ୍ରବଚନ

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ର ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମର ଗୋପୀନାଥ ଙ୍କ ପୀଠସ୍ଥଳିରେ ଗତ ଗୁରୁବାର ଦିନ ଶ୍ରୀମଦ ଭଗବତଗୀତା ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଯୁବସମାଜସେବୀ ନିହାର କୁମାର ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି ।  ଗୀତା ବିଶ୍ୱବିଦ୍ୟାଳୟ ର ମଣ୍ଡଳାଧୀଶ ପଣ୍ଡିତ ସଂଗ୍ରାମକିଶୋର ନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୀତାସେବୀ ଗଦାଧର ମହାରଣା, ସଂଗ୍ରାମକେଶରୀ ପଟ୍ଟନାୟକ, ହେମନ୍ତ କୁମାର ମହାନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ମମତାର ମହୋତ୍ସବ: ଢେଙ୍କାନାଳ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ସେବା ଓ ଆତ୍ମୀୟତାର ଅପୂର୍ବ ମିଳନ

ଢେଙ୍କାନାଳ (ପ୍ରଦୀପ ଦାସ)  : ଏକ ମାତୃପ୍ରତିମ ଅନୁରାଗ, ଆତ୍ମୀୟତା ଆଉ ଆପଣପଣର ସ୍ପନ୍ଦନରେ ମୁଖର ହୋଇଉଠିଥିଲା ପରିବେଶ। ଢେଙ୍କାନାଳ ଜିଲ୍ଲା ସଦର ମହକୁମା ମହୁଲିପଡ଼ାସ୍ଥିତ ‘ବିଶ୍ୱ କୁନ୍ତଳ ଶିଶୁ ଗୃହ’ ପରିସରରେ ଅନୁଷ୍ଠିତ ହୋଇଯାଇଛି ‘ମମତାର ମହୋତ୍ସବ’। ଜୀବନ ଯନ୍ତ୍ରଣାର ବନ୍ଧୁର ରାସ୍ତାରେ ନିଜକୁ ଜଣେ ନିଃସଙ୍ଗ ପଦାତିକ ସଜାଇଥିବା ଏହି ଅନୁଷ୍ଠାନର ପରିଚାଳିକା ‘ମାମା ଅପା’, ନିଜର ସଂସାର ନଥାଇ ମଧ୍ୟ ପାଖାପାଖି ୫୦ ଜଣ ଶିଶୁ କିଶୋରଙ୍କୁ ନେଇ ଗଢ଼ିଛନ୍ତି ଏକ ବିରାଟ […]

ସଂପୂର୍ଣ୍ଣ ପଢନ୍ତୁ

ବାବାଜୀ ଚରଣ ରାଉଳଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଠାରେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ସ୍ବର୍ଗତ ବାବାଜୀ ଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ବୁଧବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।  ନିମନ୍ତ୍ରିତ ଅତିଥି ମାନେ ତାଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ଦିବଂ ଗତ ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

କଲ୍ୟାଣପୁରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜାତୀୟ ପତାକା ଉତ୍ତୋଳନ

ମାହାଙ୍ଗା  :  ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।  ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶତାୟୁ ସଂଗୀତ ନିର୍ଦ୍ଦେଶକ ବିଶ୍ୱନାଥ ପଲେଇ […]

ସଂପୂର୍ଣ୍ଣ ପଢନ୍ତୁ

ବିଏସଏଫ ଯବାନଙ୍କ ହୃଦଘାତରେ ମୃତ୍ୟୁ, ସେନା ବାହିନୀ ପକ୍ଷରୁ ତୋପ ସାଲାମୀ

ମାହାଙ୍ଗା  : ପଶ୍ଚିମବଙ୍ଗର ସିଲିଗୁଡ଼ି ଅଂଚଳରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ବୀର ଯବାନ ସୀତାକାନ୍ତ ଦାସଙ୍କ ଦେହାନ୍ତରେ ଶୋକରଛାୟା ଖେଳିଯାଇଛି ।  ଏହି ଯବାନ ନିଜ ଜନ୍ମମାଟି ଗୁଣୁପୁରକୁ ଆସିଥିବା ବେଳେ, ହୃଦଘାତର ଶୀକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ତେବେ ବଡ଼ଚଣା ମୁଖ୍ୟ ଡାକ୍ତରଖାନା ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।  ଯବାନ ସୀତାକାନ୍ତ ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ସେ ଅତ୍ୟନ୍ତ ନିଷ୍ଠାର […]

ସଂପୂର୍ଣ୍ଣ ପଢନ୍ତୁ