ପିଏମ ମୋଦୀଙ୍କ ଜନ୍ମଦିନ ପଶ୍ଚିମବଙ୍ଗରେ ‘ଅନ୍ନପୂର୍ଣ୍ଣା ଦିବସ’, ୧.୫୮ କୋଟି ମହିଳାଙ୍କୁ ମିଳିଲା ୩ ହଜାର

କୋଲକାତା: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଏଣିକି ପ୍ରତିବର୍ଷ ‘ଅନ୍ନପୂର୍ଣ୍ଣା ଦିବସ’ ଭାବେ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ମହିଳାମାନଙ୍କ ସଶକ୍ତୀକରଣ ଏବଂ ଆର୍ଥିକ ସହାୟତା ପାଇଁ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ପ୍ରାୟ ୧.୬ କୋଟି ମହିଳାଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନିଶା ନିବାରଣ ଅଭିଯାନରେ ସକ୍ରିୟ ଭୂମିକା […]

ସଂପୂର୍ଣ୍ଣ ପଢନ୍ତୁ

ମେଲୋନୀଙ୍କଠୁ ପୁତିନଙ୍କ ପର୍ଯ୍ୟନ୍ତ ସାରା ବିଶ୍ୱରୁ ଛୁଟିଛି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ଗୁରୁବାର ତାଙ୍କର ୭୬ତମ ଜନ୍ମଦିନ ପାଳନ କରିଛନ୍ତି, ଯାହା ତାଙ୍କ ସାର୍ବଜନିକ ଜୀବନ ଓ ଜନସେବାର ୨୫ ବର୍ଷ ପୂରଣ ହେବାର ଏକ ଐତିହାସିକ ଅବସର ମଧ୍ୟ। ୨୦୦୧ ମସିହାରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ସାମ୍ବିଧାନିକ ପଦବୀ ସମ୍ଭାଳିବାଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ରୂପେ ଲଗାତାର ସେବା ଦେବାର ଏହି ଅବସରରେ ଦେଶ ଓ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ବୈଶ୍ୱିକ ମଞ୍ଚରେ ପ୍ରଧାନମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ସେବା ସଂକଳ୍ପ ଅଭିଯାନ: ମେଗା ରକ୍ତଦାନ ଶିବିରରେ ୬,୫୦୦ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ରକ୍ତଦାନ ମହାନ ମାନବୀୟ ସେବା। ଜଣେ ବ୍ୟକ୍ତି ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରନ୍ତି। ବିଜ୍ଞାନ ଯେତେ ଆଗକୁ ବଢ଼ିଲେ ମଧ୍ୟ ରକ୍ତର ବିକଳ୍ପ ନାହିଁ। ଏହା କୌଣସି କାରଖାନାରେ ତିଆରି ମଧ୍ୟ ହୋଇପାରେ ନାହିଁ। ଏଭଳି ବାର୍ତ୍ତା ଦେଇ ରକ୍ତଦାନ ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ […]

ସଂପୂର୍ଣ୍ଣ ପଢନ୍ତୁ
Odisha Govt 2

ଲୋକସେବା ଭବନ ପରିସର ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷିତ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି ତଥା ତମାଖୁ ବ୍ୟବହାରର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନୋଟିଫିକେସନ୍ ଜାରି କରାଯାଇଛି। ତମାଖୁ ବ୍ୟବହାର କ୍ୟାନ୍ସର, ହୃଦ୍ରୋଗ ଓ ଫୁସଫୁସଜନିତ ରୋଗ ସମେତ ବିଭିନ୍ନ ଅଣସଂକ୍ରାମକ ରୋଗର ଏକ ପ୍ରମୁଖ କାରଣ । […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳାପୀଠରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ୭୬ତମ ଜନ୍ମଦିନ ଉପଲକ୍ଷେ ସମୂହ ଦୀପଦାନ

ଝଙ୍କଡ଼ : ବିକଶିତ ଭାରତ ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜୀ ଙ୍କ 76 ତମ ଜୟନ୍ତୀ ଉପଲକ୍ଷେ ଗତ ବିଶ୍ୱକର୍ମାପୂଜା, କନ୍ୟାସଂକ୍ରାନ୍ତି ଗୁରୁବାର ଦିନ ସନ୍ଧ୍ୟାରେ, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସିଂହଦ୍ୱାର ସମ୍ମୁଖରେ, ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା ପୂର୍ବକ ସମୂହଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ବିଜେପି ର ସଭାପତି ପ୍ରତାପ କୁମାର ମିଶ୍ର ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଅବଦୁଲ ରହିମ ହାଇସ୍କୁଲର ସପ୍ତମଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣର ଦଶଦିନ ପରେ ବି ପୋଲିସକାର୍ଯ୍ୟାନୁଷ୍ଠାନ ଶୂନ

ଝଙ୍କଡ଼ :  ତିର୍ତ୍ତୋଲବ୍ଲକ, ବିରିତୋଳପଞ୍ଚାୟତ ଅଧିନ, ରସୁଲପୁର, ଅବଦୁଲ ରହିମ ସରକାରୀ ଉଚ୍ଚବିଦ୍ୟାଳୟ ର ସପ୍ତମଶ୍ରେଣୀରେ ପାଠପଢ଼ୁଥିବା, ତେରବର୍ଷ ବୟସର ନାଁ ବାଳକ ଶେଖ ନଓ୍ୱାଜଙ୍କୁ ବେଆଇନିଭାବରେ ସ୍କୁଲହତା ଭିତରେ ପଶି ମରଣାନ୍ତକ ମାଡମାରିଥିବା ମହିଳା ଅନୱାରୀ ବେଗମ ଙ୍କ ବିରୁଦ୍ଧରେ ଗତ ନଅତାରିଖରେ ଲିଖିତଅଭିଯୋଗ କରାଯାଇଥିଲେ ମଧ୍ୟ ଏହି ଅମାନବୀୟ ଘଟଣା ର ଦୀର୍ଘ ଦଶଦିନ ବିତିଯାଇଥିଲେ ମଧ୍ୟ ତିର୍ତ୍ତୋଲ ପୋଲିସ ତରଫରୁ ଆଜିପର୍ଯ୍ୟନ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି l […]

ସଂପୂର୍ଣ୍ଣ ପଢନ୍ତୁ

ଗୋବିନ୍ଦପୁର ପାଣିପଞ୍ଚାୟତ ପକ୍ଷରୁ ଜଳସଂଗକ୍ଷଣ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଝଙ୍କଡ଼  : ତିର୍ତ୍ତୋଲବ୍ଲକ, ଗୋବିନ୍ଦପୁର ପାଣି ପଞ୍ଚାୟତ ପକ୍ଷରୁ, ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଉପଲକ୍ଷେ, ଜଳସମ୍ପଦବିଭାଗ ମହାନଦୀ ସାଉଥ ବିଭାଜନ ର ଅଧିକ୍ଷଣଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ତିର୍ତ୍ତୋଲ ମଣିଜଙ୍ଗା ର ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତ୍ୟୁଷ କୁମାର ତରାଇ ଓ ସହକାରୀ ଯନ୍ତ୍ରୀ ଇଂ ତପନ କୁମାର ସ୍ୱାଇଁ ଙ୍କ ମାର୍ଗଦର୍ଶନ ରେ ବାରନମ୍ବର ସାରଳାକେନାଲ ବନ୍ଧରେ ବୃକ୍ଷରୋପଣ, କେନାଲ ର ଉଭୟପାର୍ଶ୍ଵ ସଫେଇ, ଓ ଜଳସଂରକ୍ଷଣ ତଥା ଏହାର ଉପଯୋଗୀତା […]

ସଂପୂର୍ଣ୍ଣ ପଢନ୍ତୁ
Drowning

ଗଣେଶ ବିସର୍ଜନ ବେଳେ ଅଘଟଣ, ୩ ମୃତ, ଜଣେ ନିଖୋଜ

ଜଗତସିଂହପୁର,:ଜଗତସିଂହପୁର ଜିଲ୍ଲା ଏରସମା ଥାନା ପଣ୍ଡୁଆ ଗୋପାଳପୁର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ଓରନାଳ ଗ୍ରାମର କିଛି ଯୁବକ ବୁଧବାର ଅପରାହ୍ଣରେ ଘର ପାଖ ବୃଦ୍ଧା ନଦୀକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ । ବିସର୍ଜନ ସମୟରେ ଅସାବଧାନତା ହେତୁ ୪ ଜଣ ଯୁବକ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତୁରନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ଗଣେଶ ବିସର୍ଜନ ପାଇଁ ବେଙ୍ଗାଲୁରୁରେ ମଦକୁ ନା

ବେଙ୍ଗାଲୁରୁ: ଗଣେଶ ଚତୁର୍ଥୀ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମଦ ବିକ୍ରୟ ଉପରେ ଜାରି ହେଲା କଟକଣା। ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଦ ବିକ୍ରୟ ଉପରେ କଟକଣା ଲାଗୁ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ନିଷେଧାଦେଶ ଲାଗୁ ହେବ।ସୂଚନା ଅନୁଯାୟୀ, CL-୪ (କ୍ଲବ ଲାଇସେନ୍ସ) ଏବଂ CL-୬(A) (ଷ୍ଟାର ହୋଟେଲ ଲାଇସେନ୍ସ) ଅଧୀନରେ ଥିବା ପ୍ରତିଷ୍ଠାନକୁ ବାଦ ଦେଲେ ଅନ୍ୟ ମଦ ଦୋକାନରେ ମଦ ବିକ୍ରୟ ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲରେ ବିଦ୍ୟୁତ୍ କାଟ୍: ବିଜୁଳି ବିଭାଗର ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବ୍ଲକ କଂଗ୍ରେସର ସଭାପତିଙ୍କ ରାତି ଅଧରେ ପ୍ରତିବାଦ

ଝଙ୍କଡ :  ତିର୍ତ୍ତୋଲ ଅଞ୍ଚଳରେ ବାରମ୍ବାର ଓ ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ସାଧାରଣ ଜନତା । ଗ୍ରାମାଞ୍ଚଳରୁ ସହର, ସବୁଠି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏହି ଜନବିରୋଧୀ ନୀତି ଓ ବିଭାଗୀୟ ବେପରୁଆ ମନୋଭାବ ବିରୁଦ୍ଧରେ ପ୍ରତିବାଦ କରିବାକୁ ବାଧ୍ୟ ହୋଇଥିଲେ ଜନସାଧାରଣ। ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ସଫି ଆଜାମଙ୍କ ନେତୃତ୍ୱରେ ଗତ ୧୫ ତାରିଖ ସନ୍ଧ୍ୟାରୁ ପ୍ରାୟ ୩ ରୁ ୪ ଘଣ୍ଟା ଧରି ବିଦ୍ୟୁତ୍ ସେବା ଠପ୍ […]

ସଂପୂର୍ଣ୍ଣ ପଢନ୍ତୁ