ଝାରକଟା ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କ ଝୁଲନ୍ତା ଶବ ଉଦ୍ଧାର
କଟକ ସଦର : ବୟାଳିଶ ମୌଜା: ସ୍ଥାନୀୟ ବେଣ୍ଟକାର ଅଞ୍ଚଳରୁ ଜଣେ ଯୁବ ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲାର ପ୍ରଶାନ୍ତ ମଲିକ (୨୪)। ଖବର ପାଇ ୪୨-ମୌଜା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ ଗତ ପ୍ରାୟ ତିନି ବର୍ଷ ହେବ ଝାରକଟା ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ ବେଣ୍ଟକାର ପୋଷ୍ଟ ଅଫିସ ବିଲଡ଼ିଂରେ କାର୍ଯ୍ୟରତ ଥିଲେ। ସେ ବେଣ୍ଟକାର ଅଞ୍ଚଳରେ ଏକ […]
ସଂପୂର୍ଣ୍ଣ ପଢନ୍ତୁ