ଶ୍ବାସରୁଦ୍ଧ ହେବାରୁ ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ!
କଟକ-ମହନଦୀବିହାର: ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରୁ ଜଣାଯାଇଛି ଯେ ଶ୍ବାସରୁଦ୍ଧ ହେବା କାରଣରୁ ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କଟକ କମିସନରେଟ୍ ପୁଲିସ ବିଉଟିଙ୍କ ମୋବାଇଲ୍ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ଭୁବନେଶ୍ବର କମିସନରେଟ୍ ପୁଲିସ ଅଧୀନ ଏକ ଥାନାର ଏଏସ୍ଆଇଙ୍କୁ କଟକ କମିସନରେଟ୍ ପୁଲିସର ଅଧିକାରୀମାନେ ମାରାଥନ୍ ଜେରା କରିଛନ୍ତି। ବିଉଟିଙ୍କ ମୋବାଇଲ୍ କଲ୍ ରେକର୍ଡରୁ ସଂପୃକ୍ତ ଏଏସ୍ଆଇଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। […]
ସଂପୂର୍ଣ୍ଣ ପଢନ୍ତୁ