ବିହାରୀ ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ, ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ

ସୁନ୍ଦରଗଡ଼ : ବିହାରୀ ଠକ ଗ୍ୟାଙ୍ଗ ଗିରଫ ।  ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ ଟଙ୍କା ଓ ଗହଣା। ସୁନ୍ଦରଗଡ଼ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଧରାପଡ଼ିଲା ଗ୍ୟାଙ୍ଗ୍ । ଏମାନଙ୍କ ଠାରୁ ପିତ୍ତଳ ମୂର୍ତ୍ତି, ପୂଜାପାଠ ବହି, ୭ ମୋବାଇଲ ଫୋନ, ବିଭିନ୍ନ ରତ୍ନ ପଥର ଓ ଲୁଟ୍ ସୁନା ଗହଣା ଜବତ କରାଯାଇଛି। ସୁନ୍ଦରଗଡ଼ ସଦର ଥାନା ଲଙ୍କାହୁଡ଼ା ଗାଁରେ ଘଟିଛି ଏଭଳି ଘଟଣା । ଗତକାଲି ପାଞ୍ଚ ଜଣ ଅଜଣା ବ୍ୟକ୍ତି […]

ସଂପୂର୍ଣ୍ଣ ପଢନ୍ତୁ

କ୍ରାସ ନୁହେଁ ଫୋର୍ସ ଲ୍ୟଣ୍ଡିଂ

ରଉଲକେଲା, ୧୦/୧: ରାଉରକେଲା ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଲେ ନିର୍ଦ୍ଦେଶକ । କ୍ରାସ ନୁହେଁ ଫୋର୍ସ ଲ୍ୟଣ୍ଡିଂ ହୋଇଥିବା କହିଲେ ନିର୍ଦ୍ଦେଶକ ।ରାଉରକେଲା ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ ଆହୁରି କହିଛନ୍ତି ଯେ, କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଘଟିଥାଇ ପରେ । ଯେଉଁଥିପାଇଁ ପାଇଲଟ ଫୋର୍ସ ଲ୍ୟଣ୍ଡିଂ କରାଇଛନ୍ତି । ଫୋର୍ସ ଲ୍ୟଣ୍ଡିଂର କିଛି ସମୟ ପୂର୍ବରୁ ପାଇଲଟ ମେ-ଡ଼େ ଘୋଷଣ କରିଥିଲେ । ବିମାନବନ୍ଦରରେ ଅବତରଣ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ

ସୁନ୍ଦରଗଡ, ୨୨/୧୨ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସିଭିଲ୍ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବିନ୍ଦ୍ର କୁମାର ବାରିକଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ, ଗୋପାଳ ଗାଁରେ ଥିବା ଆବାସିକ ୩ ମହଲା କୋଠା, ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ଏବଂ ଜିମ୍, କଲ୍ୟାଣ ମଣ୍ଡପ, ସୁନ୍ଦରଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ଭଡା ଘରେ ବିଭାଗ ରେଡ୍ କରୁଛି। ୩ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା, ୧୨/୧୨ : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଜଣେ ଓଏଏସ୍‌ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଉଥିବାବେଳେ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣକ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ବୋଲି ଜଣାପଡିଛି। ଭିଜିଲାନ୍ସ ସହୟତାରେ ରାଉରକେଲା ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଭିଜିଲାନ୍ସ କେସ୍‌ର ଧମକ ଦେଇ ଏମାନେ ଟଙ୍କା ଆଦାୟ କରୁଥିଲେ। ଅଭିଯୁକ୍ତ ଗଣେଶର ଟ୍ରୁ […]

ସଂପୂର୍ଣ୍ଣ ପଢନ୍ତୁ

୪ବର୍ଷ ହେଲା ଶୌଚାଳୟରେ ବିତୁଛି ଜୀବନ

ରାଉରକେଲା, ୧୧/୧୨: ରାଉରକେଲା ମହାନଗର ନିଗମ ପକ୍ଷରୁ ସର୍ବସାଧାରଣ ତଥା ବସ୍ତିବାସିନ୍ଦାଙ୍କ ବ୍ୟବହାର ପାଇଁ ବିଭିନ୍ନ ଛକସ୍ଥାନମାନଙ୍କ‌ରେ ଶୌଚାଳୟ ନିର୍ମାଣ କରାଯାଇଥିଲା। ଏଭଳି ଏକ ଶୌଚାଳୟ ସେକ୍ଟର-୨୦ ନମ୍ବର ପାଣିଟାଙ୍କି ସାମ୍ନା ହିଲଟିପ ନିକଟସ୍ଥ ରିଙ୍ଗରରୋଡ ପାର୍ଶ୍ବରେ ଅର୍ଥାତ୍‌ ହିଲଟପରୁ ଝିରିପାଣି ଯିବାର ରାସ୍ତାର ବାମପାର୍ଶ୍ବରେ ନିର୍ମାଣ ହୋଇଛି। ହେଲେ ୪ ବର୍ଷ ହେବ ଏହି ଶୌଚାଳୟ ଏକ ବୃଦ୍ଧ ଦମ୍ପତିଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଆଲୋଡ଼ନର ବିଷୟ ହେଲା ଯେ, ଗୋଟେପଟେ ପାର୍କ ନିର୍ମାଣ ପାଇଁ ବସ୍ତିରୁ […]

ସଂପୂର୍ଣ୍ଣ ପଢନ୍ତୁ

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ, ୬/୧୨ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବର୍ଣ୍ଣା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ରୀ ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇନ୍ତି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଆତ୍ମାହୁତି ଉଦ୍ୟମର କାରଣ ଜଣାପଡିନାହିଁ […]

ସଂପୂର୍ଣ୍ଣ ପଢନ୍ତୁ

ଖଣିରେ ଚାଲିଜିବ ୧୪୫ ଗାଁ !

ସୁନ୍ଦରଗଡ଼, ୨୯/୧୧: ସୁନ୍ଦରଗଡ଼ ଜିଲାର ହେମଗିରି ବ୍ଲକ ଆଉ କିଛିଦିନ ପରେ କୋଇଲା ଖଣିରେ ନିଶ୍ଚିହ୍ନ ହୋଇଯିବା ଏହି ବ୍ଲକର ୧୪୫ ଗାଁର ୮୦ ହଜାରରୁ ଅଧିକ ଲୋକ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ। ୭ଟି ପୁରୁଣା ଖଣିରେ ଏହି କ୍ଲବର ଅନେକ ଗାଁ ନିଶ୍ଚିହ୍ନ ହୋଇସାରିଛି। ଅାଉ ୯ଟି ଖଣି ଆସୁଛି। ଯେଉଁ କିଛି ଗାଁ ରହିଯାଇଛି ସେଗୁଡ଼ିକ ମଧ୍ୟ ଏହି ୯ ଖଣିରେ ନିଶ୍ଚିହ୍ନ ହେବାକୁ ଯାଉଛି। ଏହି ୯ ଖଣି ଖୋଳା ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

ଦିନରେ ଶ୍ରମିକ, ରାତିରେ ଡକାୟତି ଗ୍ୟାଙ୍ଗର ଡ୍ରାଇଭର

କୋଇଡ଼ା, ୨୪/୧୧: ପୁଲିସ ଏନ୍‌କାଉଣ୍ଟରବେଳେ ଗିରଫ କେ. ବଲାଙ୍ଗ ରକ୍ସିର ସନିଆ ‌କେର୍କେଟା (୨୨)। ଡକାୟତିରେ ବ୍ୟବହାର ହେଉଥିବା ସ୍କର୍ପିଓ (ଓଡି ୦୨ଟି-୫୪୦୦)ର ମାଲିକ। ରାତାରାତି ଲକ୍ଷପତି ହେବାର ଲୋଭରେ ବଶବର୍ତ୍ତୀ ହୋଇ ସାମିଲ ହୋଇଥିଲା ଅପରାଧୀ ଗ୍ୟାଙ୍ଗରେ। ଦିନରେ ରେଳସାଇଡିଂରେ ଶ୍ରମିକ ଭାବେ କାମ କରୁଥିଲା। ରାତିରେ ଡକାୟତି ଗ୍ୟାଙ୍ଗକୁ ନିଜ ସ୍କର୍ପିଓରେ ବସାଇ ଠିକଣା ଜାଗାରେ ପହଞ୍ଚାଉଥିଲା। ନିର୍ଦ୍ଧାରିତ ଠିକଣାରେ ପହଞ୍ଚିବାର ଭଡ଼ା ମାତ୍ର ଦେଢ଼ ହଜାର ଥିଲେ। ଡକାୟତି ଗ୍ୟାଙ୍ଗଠୁ ଭଡ଼ା ବାବଦରେ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କୁମାରସ୍ବାମୀ

ଭୁବନେଶ୍ୱର, ୧୯/୧୧: କେନ୍ଦ୍ର ଭାରି ଶିଳ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଏଚ୍‌.ଡି କୁମାରସ୍ବାମୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ମଧ୍ୟ ଉପସ୍ଥିତ ଥିଲେ।ଆଲୋଚନାରୁ ଜଣାଯାଇଥିଲା ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ଉଦ୍ୟମ ଜାରି ରହିଛି। ଆଧୁନିକୀକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଜନଜାତୀୟ ଗୌରବ ଦିବସ ଅବସର ରେ ୬୦୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୧୧: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର […]

ସଂପୂର୍ଣ୍ଣ ପଢନ୍ତୁ