ରାଜ୍ୟ ଖବର

ସେବା ସଂକଳ୍ପ ଅଭିଯାନ: ମେଗା ରକ୍ତଦାନ ଶିବିରରେ ୬,୫୦୦ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ରକ୍ତଦାନ ମହାନ ମାନବୀୟ ସେବା। ଜଣେ ବ୍ୟକ୍ତି ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରନ୍ତି। ବିଜ୍ଞାନ ଯେତେ ଆଗକୁ ବଢ଼ିଲେ ମଧ୍ୟ ରକ୍ତର ବିକଳ୍ପ ନାହିଁ। ଏହା କୌଣସି କାରଖାନାରେ ତିଆରି ମଧ୍ୟ ହୋଇପାରେ ନାହିଁ। ଏଭଳି ବାର୍ତ୍ତା ଦେଇ ରକ୍ତଦାନ ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ […]

ଦେଶବିଦେଶ

ପିଏମ ମୋଦୀଙ୍କ ଜନ୍ମଦିନ ପଶ୍ଚିମବଙ୍ଗରେ ‘ଅନ୍ନପୂର୍ଣ୍ଣା ଦିବସ’, ୧.୫୮ କୋଟି ମହିଳାଙ୍କୁ ମିଳିଲା ୩ ହଜାର

କୋଲକାତା: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଏଣିକି ପ୍ରତିବର୍ଷ ‘ଅନ୍ନପୂର୍ଣ୍ଣା ଦିବସ’ ଭାବେ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ମହିଳାମାନଙ୍କ ସଶକ୍ତୀକରଣ ଏବଂ ଆର୍ଥିକ ସହାୟତା ପାଇଁ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ପ୍ରାୟ ୧.୬ କୋଟି ମହିଳାଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନିଶା ନିବାରଣ ଅଭିଯାନରେ ସକ୍ରିୟ ଭୂମିକା […]