ଶୋଇଥିବା ବେଳେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ

ଉମରକୋଟ, ୨୮/୧୦: ଜନ୍ମକଲା ପୁଅ ଭୁଲିଗଲା ମାନବିକତା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ବାପା ଶୋଇଥିବାବେଳେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ପୁଅ। ମୃତକ ସାଧୁ ରଜଗଣ୍ଡ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁର ସାଧୁ ରାଜଗଣ୍ଡ (୮୦ବର୍ଷ) ଘରେ ଶୋଇଥିବାବେଳେ ପୁଅ ବିଶ୍ଵନାଥ ରାଜଗଣ୍ଡ ଏକ ମାରଣାସ୍ତ୍ରରେ ସାଧୁ ରାଜଗଣ୍ଡଙ୍କ ଛାତି, ହାତ ଓ ଜଙ୍ଘରେ […]

ସଂପୂର୍ଣ୍ଣ ପଢନ୍ତୁ

୫ ବର୍ଷର ଶିଶୁକୁ ହତ୍ୟା କରିଛି ୧୪ ବର୍ଷୀୟ ନାବାଳକ

ନବରଙ୍ଗପୁର, ୧୮/୧୦: ୫ ବର୍ଷର ଶିଶୁକୁ ହତ୍ୟା କରିଛି ଜଣେ ୧୪ ବର୍ଷୀୟ ନାବାଳକ। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଗୁଡ଼ା ଗ୍ରାମରେ। ପୁଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।ଅଭିଯୁକ୍ତ ନାବାଳକ ଜଣକ ଉକ୍ତ ଗ୍ରାମର ଜରେ ୫ ବର୍ଷର ଶିଶୁକୁ ତଣ୍ଟିଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ଏକ ପରିତ୍ୟକ୍ତ ଘରେ ଭର୍ତ୍ତି କରି କବାଟ ଦେଇ ବାହାରେ ଜଗି ରହିଥିଲେ। ଲୋକଙ୍କ ସନ୍ଦେହ ହେବାରୁ ଉକ୍ତ ଘର ଖୋଲି ଦେଖିବା […]

ସଂପୂର୍ଣ୍ଣ ପଢନ୍ତୁ

ଦୀପ ତଳ ଅନ୍ଧାର,ଖୋଦ ଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ୨୪୫ଛତ୍ରୀ ଙ୍କୁ ୨ଜଣ ଶିକ୍ଷକ?

ନବରଙ୍ଗପୁର, ୧୯/୯: ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ଯୋଗୁଁ ଛାତ୍ରୀମାନଙ୍କ ପାଠପଢାରେ ସମସ୍ୟା ଦେଖା ଦେଉଥିବା ଘଟଣା ସାମ୍ନାକୁ ଆସିଛି |ପ୍ରଶାସନକୁ ବାରମ୍ବାର ଏହି ସମସ୍ୟାର ସମାଧାନ ପାଇଁ ଜଣେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି|ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଣୁଆଗୁଡ଼ା ପଂଚାୟତ ଅନ୍ତର୍ଗତ ପଲସଗାଁ ସ୍ଥିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଅଭିଯୋଗ|ସୂଚନା ପ୍ରକାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ