ବେଧଡକ ଚାଲିଛି ଲଘୁ ଖଣିଜ ପଦାର୍ଥ ଲୁଟ
ରଣପୁରଗଡ, ୧୯/୧୨: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ବେଧଡ଼କ ଭାବେ ଚାଳିଛି ଲଘୁ ଖଣିଜ ପଦାର୍ଥ ଲୁଟ୍। ଲଘୁଜାତ ଖଣିଜ ପଦାର୍ଥ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗକୁ ଯିବା ପରେ ଚୋରା ଖଣି ବଢିବା ସାଙ୍ଗକୁ ନିଲାମ ଖଣିରୁ ଅନୁମତିଠାରୁ ଅଧିକ ଖନନ ହେଉଛି। ସେଗୁଡ଼ିକୁ ଖେ।ର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳକୁ ପ୍ରତି ଦିନ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ସରକାର ଲଘୁଜାତ ଖଣିଜ ପଦାର୍ଥ ଚୋରା ଚାଲାଣ […]
ସଂପୂର୍ଣ୍ଣ ପଢନ୍ତୁ