ମମତାର ମହୋତ୍ସବ: ଢେଙ୍କାନାଳ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ସେବା ଓ ଆତ୍ମୀୟତାର ଅପୂର୍ବ ମିଳନ

ଢେଙ୍କାନାଳ (ପ୍ରଦୀପ ଦାସ)  : ଏକ ମାତୃପ୍ରତିମ ଅନୁରାଗ, ଆତ୍ମୀୟତା ଆଉ ଆପଣପଣର ସ୍ପନ୍ଦନରେ ମୁଖର ହୋଇଉଠିଥିଲା ପରିବେଶ। ଢେଙ୍କାନାଳ ଜିଲ୍ଲା ସଦର ମହକୁମା ମହୁଲିପଡ଼ାସ୍ଥିତ ‘ବିଶ୍ୱ କୁନ୍ତଳ ଶିଶୁ ଗୃହ’ ପରିସରରେ ଅନୁଷ୍ଠିତ ହୋଇଯାଇଛି ‘ମମତାର ମହୋତ୍ସବ’। ଜୀବନ ଯନ୍ତ୍ରଣାର ବନ୍ଧୁର ରାସ୍ତାରେ ନିଜକୁ ଜଣେ ନିଃସଙ୍ଗ ପଦାତିକ ସଜାଇଥିବା ଏହି ଅନୁଷ୍ଠାନର ପରିଚାଳିକା ‘ମାମା ଅପା’, ନିଜର ସଂସାର ନଥାଇ ମଧ୍ୟ ପାଖାପାଖି ୫୦ ଜଣ ଶିଶୁ କିଶୋରଙ୍କୁ ନେଇ ଗଢ଼ିଛନ୍ତି ଏକ ବିରାଟ […]

ସଂପୂର୍ଣ୍ଣ ପଢନ୍ତୁ

ହାଇୱା-କାର୍‌ ମୁହାଁମୁହିଁ ଧକ୍କା

ଢେଙ୍କାନାଳ, ୧୪/୧୨: ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ନିକଟରେ ହାଇୱା-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। କାର୍‌ ଚଳାଉଥିବା ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ପତ୍ନୀ ଇତିଶ୍ରୀ ପଟ୍ଟନାୟକ ଗୁରୁତର ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ସାମ୍ବାଦିକ ଦେବବ୍ରତଙ୍କ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଇଛି। ପତ୍ନୀ ଇତିଶ୍ରୀଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗିଯାଇଛି। ଢେଙ୍କାନାଳ ସଦର ଥାନା […]

ସଂପୂର୍ଣ୍ଣ ପଢନ୍ତୁ

ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ଟଙ୍କା ଆତ୍ମସାତ ଘଟଣାରେ କିରାଣି ଶରୀଫ

ଢେଙ୍କାନାଳ, ୨୨/୧୧: ଢେଙ୍କାନାଳ ଜିଲାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଟଙ୍କା ଆତ୍ମସାତ କରି ଗିରଫ ହୋଇଛନ୍ତି ବରିଷ୍ଠ କିରାଣୀ ମନୋରଂଜନ ସାହୁ । ସେ ହିନ୍ଦୋଳ ସବ ଟ୍ରେଜେରୀ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ସମୟରେ ଟଙ୍କା ନାମରେ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ସେ ଦୀର୍ଘ ଦୁଇ ବର୍ଷ ଧରି ଫେରାର ଥିଲେ । ମନୋରଂଜନ ୬୮ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆସିଥିଲା । ଗତକାଲି ରାତିରେ ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ସଫଳ

ଢେଙ୍କାନାଳ, ୧୭/୧୧: ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଟିପିସିଓଡିଏଲର ମନମୁଖୀ କାର୍ଯ୍ୟ ଓ ସ୍ମାର୍ଟ ମିଟର ବିରୋଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ଠପ୍ ହୋଇଯାଇଛି। ଏପରିକି ସରକାରୀ ଓ ବେସରକାରୀ ଅଫିସ ଗୁଡିକ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ପୁତ୍ରସନ୍ତାନ ଜନ୍ମ ନ ହେବାରୁ ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ଵାମୀ

ଭୁବନ, ୧୬/୧୧: ଏବେ ବି ରହିଛି ତୁଛ ମାନସିକତା। ଅଲୋଡ଼ା ହୋଇଯାଉଛି କନ୍ୟାସନ୍ତାନ। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳର ଜଣେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ସ୍ବାମୀ ମାଡ଼ମାରି ଘରୁ ତଡ଼ି ଦେଇଛନ୍ତି। ମହିଳା ଜଣକ ନିଜର ୫ଝିଅ ସହ ଭୁବନ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଥିବା ଦେଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ କୋଳରେ ୪୦ ଦିନର ଶିଶୁକନ୍ୟା ସମେତ ୫ ଜଣ କନ୍ୟାସନ୍ତାନଙ୍କୁ ଧରି ସୁଲୋଚନା ନାୟକ (୩୨ବର୍ଷ) ଭୁବନ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ବସ୍ ଓ ଟ୍ରକ୍ ମୁହାଁମୁହିଁ: ୩ ଗୁରୁତର

କାମାକ୍ଷାନଗର, ୮/୧୧: ଢେଙ୍କାନାଳଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ଦୁଇମୁହାଁଣି ନିକଟରେ OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା l ଏହାଫଳରେ ତିନି ବସ ଯାତ୍ରୀ ଗୁରୁତର ଥିବାବେଳେ ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିବାର ଜଣାଯାଇଛି l ସୂଚନା ଅନୁସାରେ, ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ OSRTC ବସ ଆଜି ରାତି ପ୍ରାୟ ତିନିଟା ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ଦୁଇମୁହାଁଣି ଦେଇ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଭିନ୍ନକ୍ଷମ ପତ୍ନୀକୁ ପୋଡି ମାରିବାକୁ ଉଦ୍ୟମ

ପର୍ଜଙ୍ଗ, ୨୧/୧୦: ପ୍ରେମ ବିବାହ କରି ହଟହଟା ହେଉଛନ୍ତି ଭିନ୍ନକ୍ଷମ ପତ୍ନୀ l ଅଧିକାର ପାଇଁ ମାସ ମାସ ଧରି ସଂଘର୍ଷ କରୁଛନ୍ତି ପତ୍ନୀ l ଶାଶୂଘର ଲୋକଙ୍କ ନାଁରେ ମାମଲା ରୁଜୁ କରି ଦୋଷ ଛଡାଇ ଦେଇଛି ପୁଲିସ l ଶାଶୂଘର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ବେଳେ, ଚାଳ ଘରେ ଏକା ରୋଷେଇ କରି ସ୍ୱାମୀ ଅପେକ୍ଷାରେ ରହୁଥିଲେ ଭିନ୍ନ ଜାତିର ଭିନ୍ନକ୍ଷମ ବୋହୂ ଲକ୍ଷ୍ମୀପ୍ରିୟା ବେହେରା (୨୦) l ଗତକାଲି […]

ସଂପୂର୍ଣ୍ଣ ପଢନ୍ତୁ

ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟିପିଟି ମାରିଦେଲେ ବାପା

କାମାକ୍ଷାନଗର, ୨୦/୧୦: ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଝିଅକୁ ଅସଦାଚରଣ ଅଭିଯୋଗରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ମୃତ ଯୁବକ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ୧ ନଂ କଲୋନୀର ବାସିନ୍ଦା ଥିବା ବେଳେ ଅଭିଯୁକ୍ତ ହତ୍ୟାକାରୀ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁରେ ରୁହନ୍ତି। ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ୧୦ ଜଣଙ୍କ ଏକ ଦଳ ମିଶି ସଂଘବଦ୍ଧ ଭାବେ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ହାତୀ ଆକ୍ରମଣରେ ଯୁବକ ମୃତ: ରାସ୍ତା ରୋକ ପ୍ରତିବାଦ

ଢେଙ୍କାନାଳ, ୧୨/୧୦ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଖଜୁରିଆକଟା ସେକ୍ସନ ବାଲିମୀ ଗାଁର ନରୋତ୍ତମ ବେହେରା ବୋଲି ଜଣାପଡିଛି । ଆଜି ଭୋର୍ ସମୟରେ ଦୁଇ ଜଣ ଶୌଚ ହୋଇ ଫେରୁଥିବାବେଳେ ନୂଆ ବନ୍ଧ ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଜଣେ ପ୍ରାଣ ବିକଳରେ ଖସି ପଳାଇଆସିଥିବାବେଳେ ନରୋତ୍ତମଙ୍କୁ ଘୋଷାଡି ନେଇ ମାରି ଦେଇଥିଲା । ବାରମ୍ବାର ଅଞ୍ଚଳରେ ଏଭଳି ଘଟଣା […]

ସଂପୂର୍ଣ୍ଣ ପଢନ୍ତୁ

ଢେଙ୍କାନାଳର ଅମୃତଭଣ୍ଡା ସହ ସାରୁ ଆୟରଲ୍ୟାଣ୍ଡକୁ ରପ୍ତାନୀ

ଢେଙ୍କାନାଳ, ୨୪/୯: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆଗରୁ ବିଦେଶୀ ଜିନିଷ ଆମଦାନୀ ହେଉଥିବା ବେଳେ ଏବେ ଓଡ଼ିଶାର ପନିପରିବା ବିଦେଶକୁ ରପ୍ତାନୀ ହେଉଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ଖୁବ୍ ରହୁଛି । ଢେଙ୍କାନାଳ ମାଟିରୁ ୧୦୦ କିଲୋ ସାରୁ ଏବଂ ୩୨୦ କିଲୋ ସବୁଜ ଅମୃତଭଣ୍ଡା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କଲିକତା ଦେଇ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ ହୋଇଛି । କୃଷି ଓ […]

ସଂପୂର୍ଣ୍ଣ ପଢନ୍ତୁ