ଝଙ୍କଡ଼ ସାରଳା ପୀଠରେ ଶୁଭାରମ୍ଭ ହେଲା ୨୧ ଦିନ ବ୍ୟାପି ଚନ୍ଦନ ଯାତ୍ରା
ଜଗତସିଂହପୁର/ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଚନ୍ଦନ ଯାତ୍ରା ଗତ ପବିତ୍ର ଅକ୍ଷୟ ତୃତୀୟା ବୁଧବାର ଠାରୁ ଶୁଭାରମ୍ଭ ହୋଇଛି । ଏହି ଦୀର୍ଘକାଳୀନ ରମଣୀୟ ଓ ଆକର୍ଷଣୀୟ ଚନ୍ଦନ ଯାତ୍ରା ରେ ପ୍ରତିଦିନ ଦିବାରାତ୍ର ଚାପଖେଳ ହେବାର ଏକ ସ୍ବତନ୍ତ୍ର ପରମ୍ପରା ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି। ମଧ୍ୟାହ୍ନ ରେ ମାଆଙ୍କୁ ଚନ୍ଦନ ଲାଗି କରାଯିବା ସମୟରେ ବଡ଼ପଣ୍ଡା ଙ୍କ ଦ୍ଵାରା ଏହି ନୀତି […]
ସଂପୂର୍ଣ୍ଣ ପଢନ୍ତୁ