96ffb5a6 F14f 4609 B1a9 C0ab4af33df8

ଦେଶୀ ମଦ ଭାଟି ସାମନାରେ ଆଣ୍ଠୁଏ ଖାଲ

ରାଜ୍ୟ
Spread the love

୪୨ମୌଜା  : ୪୨ମୌଜା ଦଧିବାମନ ପୁର ଦେଶୀ ମଦ ଭାଟି ସାମନାରେ ଆଣ୍ଠୁଏ ଖାଲ କାହା ସ୍ବାର୍ଥ ପାଇଁ କରାଯାଇଛି? ଲୋକେ ଦୈନିକ ଖାଲରେ ପଡି କ୍ଷତ ବିକ୍ଷତ ହେଉଛନ୍ତି। ମଦ ଦୋକାନ ସାମନା ରେ ମଦୁଆ ମାନେ ଯାତାୟତ ରେ ନିତି ବାଧା ସୃଷ୍ଟି କରୁଛନ୍ତି। ଲଗାମ ଛଡା ଭାବେ ମଦ ଦୋକାନ ରେ ମଦ ବିକ୍ରି କରି ଲୋକ ଙ୍କୁ ଅସୁବିଧାରେ ପକାଉ ଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଆଉ ମଧ୍ଯ ବେଣ୍ଟ କାର ହାଇସ୍କୁଲ ପୂର୍ବ ତରଫ ରେ ଥିବା ଚାଖୁଣ୍ଡା ଗଛ ଉଠି ଗଲା ପରେ ଜେନ ତେନ୍ କାମ କରି ଠିକାଦାର ଚ୍ଛୁ କିନ୍ତୁ ସେ ଯାଗା ଏବେ ପୁଣି ଭିତରୁ ମାଟି ଖସି ରାସ୍ତା ଦବି ବାକୁ ବସିଲାଣି। ଏଥି ପାଇଁ କେହି ବି ଜଣେ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁ ନାହାନ୍ତି।

1 thought on “ଦେଶୀ ମଦ ଭାଟି ସାମନାରେ ଆଣ୍ଠୁଏ ଖାଲ

  1. ଆଜ୍ଞା ନମସ୍କାର, ମୁଁ କୈଳାଶ ଚନ୍ଦ୍ର ସାହୁ ବୟସ 70ବର୍ଷ ସା.: ବନ୍ତୁଣିଆ, ୪୨ମୌଜା ଥାନା, କଟକ ଏ ବିଷୟରେ ସମ୍ବାଦ ର ଚନ୍ଦନ ବାବୁ ଙ୍କ ନିକଟକୁ କିଛି ଦିନ ତଳେ ଫଟୋ ଛାଡି ଥିଲି। ଆପଣ ଏହି ଖବର ପ୍ରକାଶ କରିଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।

Leave a Reply

Your email address will not be published. Required fields are marked *