ମଇଦାନକେଲରେ ‘ହିଂସା ବିରୋଧୀ ଏକତା ଅଭିଯାନ’ ଅନୁଷ୍ଠିତ: ମହିଳା ସୁରକ୍ଷା ଓ ସଚେତନତା ପାଇଁ ଗର୍ଜିଲେ ନାରୀଶକ୍ତି

କେନ୍ଦୁଝର (ନି.ପ୍ର) : କେନ୍ଦୁଝର ଜିଲ୍ଲା ମଇଦାନକେଲ ହାଟପଡ଼ିଆ ଠାରେ ଶୁକ୍ରବାର ଦିନ ଏକ ବିଶାଳ “ହିଂସା ବିରୋଧୀ ଏକତା ଅଭିଯାନ” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଗ୍ରାହକ କଲ୍ୟାଣ ଓ ଆଇନଗତ ଅନୁପାଳନ କମିଶନ (CWLCC) ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ବଢୁଥିବା ହିଂସା ବିରୋଧରେ ଏକତା ବଜାୟ ରଖିବା ପାଇଁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ହରିଚନ୍ଦନପୁରର ଦୁର୍ଗମ ନୁଲୁ ଗ୍ରାମରେ ସେବା ଓ ସ୍ନେହର ମହାମିଳନ: ସାଧାରଣତନ୍ତ୍ର ଦିବସରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ

କେନ୍ଦୁଝର (ପ୍ରଦୀପ ଦାସ)   : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାଳ ପଞ୍ଚାୟତର ଅପହଞ୍ଚ ତଥା ଦୁର୍ଗମ ପାହାଡ଼ିଆ ଅଞ୍ଚଳ ନୁଲୁ ଗ୍ରାମଠାରେ ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣୀ ଫାଉଣ୍ଡେସନର ବରିଷ୍ଠ ସମାଜସେବୀ ଓମ୍ ଭାଇ, ଅଭିମନ୍ୟୁ ସାହୁ ଓ ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ସଦସ୍ୟ ଭକ୍ତ ବତ୍ସଳ ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ମାନବିକ ସେବା […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ଘଟଣାରେ ଯାତ୍ରା କଳାକାରଙ୍କ ମୃତ୍ୟୁ

ହାଟଡ଼ିହି, ୯/୧: ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଧୀନ ବେତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଯାତ୍ରା କଳାକାରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଡ଼ରମ୍ପାସ ଗ୍ରାମର ସ୍ବର୍ଗତଃ ବିମ୍ବାଧର ସ୍ବାଇଁଙ୍କ ପୁଅ କାହ୍ନୁ ଚରଣ ସ୍ବାଇଁ(୫୦) ତାଙ୍କର ଜଣେ ସାଙ୍ଗ ସହ ଭଦ୍ରକରୁ ଘରକୁ ଫେରିବା ବେଳେ ବେଡିରା ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉଦ୍ଧାର […]

ସଂପୂର୍ଣ୍ଣ ପଢନ୍ତୁ

ବଞ୍ଚୋ ଗ୍ରାମର ବିକାଶଙ୍କୁ ସର୍ବୋତ୍ତମ ଶାରୀରିକ ପ୍ରଶିକ୍ଷକ ପୁରସ୍କାର

ହାଟଡିହି, ୯/୧: ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ପୁଅ ବିକାଶ ଧଳ ଜାତୀୟସ୍ତରରେ ଗ୍ରାମ ଓ ଅଞ୍ଚଳର ସମ୍ମାନ ବଢ଼ାଇଛନ୍ତି। ସିଆରପିଏଫର ଆରଟିସି ଆଭାଡି (ତାମିଲନାଡୁ) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇ ଜି, ସିଆରପିଏଫ୍ ଙ୍କ ହାତରୁ ‘ଶ୍ରେଷ୍ଠ ଶାରୀରିକ ପ୍ରଶିକ୍ଷକ ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି। ବିକାଶ ଢାଲଙ୍କ ଏହି ସଫଳତାରେ ବଞ୍ଚୋ ଗ୍ରାମ ସହ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏହି ଉପଲକ୍ଷେ ବରିଷ୍ଠ ରାଜନେତା ମାର୍କଣ୍ଡ ଓଝା, ସାମାଜିକ କର୍ମୀ […]

ସଂପୂର୍ଣ୍ଣ ପଢନ୍ତୁ

ପୁଅକୁ କୁରାଢୀରେ ହାଣିଦେଲା ବାପା

ଠାକୁରମୁଣ୍ଡା, ୯/୧: ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିଆ ଗ୍ରାମରେ । ସେହି ଗ୍ରାମର ଅନାମ ବାଉଁଶିଆ ନିଜ ବଡପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ।ସୂଚନାଥାଉକି ଗତକାଲି ସନ୍ଧ୍ୟା ୯ଘଟିକା ସମୟରେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପାକୁ ପାର୍ଟିତୁଣ୍ଡ […]

ସଂପୂର୍ଣ୍ଣ ପଢନ୍ତୁ

ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ

ଆନନ୍ଦପୁର, ୭/୧ : ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ ନିଜ ଗାଡିରେ ଆଣି ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ଜିଲା ଘଷିପୁରା ଥାନା ଶୌଲଙ୍ଗ ଗାଁର ମାମାଲି ସାହୁ ବୁଧବାର ସ୍କୁଟିରେ ସାନଭାଇକୁ ବସାଇ କୌଣସି କାର୍ଯ୍ୟରେ ଯାଉଥିଲେ । ଏହି ସମୟରେ ବଳରାମପୁର ହମ୍ସ ନିକଟରେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟି ରାସ୍ତା କଡରେ ପଡିଯାଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେଇ ଯୁବକ ଗିରଫ

ଖୋର୍ଦ୍ଧା, ୨୮/୧୨: ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳି ଦେଇଥିବା ଜଣେ ଯୁବକଙ୍କୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍। ସେ ପିତା ସନାୱାଲ୍ଲାଙ୍କ ସହ ଗତ ୫ ବର୍ଷ ହେବ ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦରେ ଭଡାରେ ରହୁଥିଲା। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଆଇଆଇସି ଉମେଶ ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ସଦର ଥାନା ଅଞ୍ଚଳରେ ବିପ୍ଲବୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ସିରିଜ ଦୁର୍ଘଟଣାରେ ୨୦ ଗୁରୁତର

ଭୂବନେଶ୍ଵର, ୧୮/୧୨: ସିରିଜ ଦୁର୍ଘଟଣାରେ ୨୦ ଗୁରୁତର ଆହତ। କେନ୍ଦୁଝର ଜିଲା କୋଳିମାଟି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଘଟିଛି ଏହି ଦୁର୍ଘଟଣା। ଏକ ଟୁରିଷ୍ଟ ବସ ଏବଂ କାରକୁ ଗୋଟିଏ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ଏହି ସିରିଜ ଦୁର୍ଘଟଣା ଘଟିଥିଲା।ସୂଚନା ଅନୁସାରେ, ପୁରୁ ରାମଚଣ୍ଡୀ ଅଞ୍ଚଳରୁ ଏକ ଟୁରିଷ୍ଟ ବସ ଘଟଗାଁ ଯାଉଥିଲା। କୋଳିମାଟି ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଉକ୍ତ ଟୁରିଷ୍ଟ ବସ ଏବଂ ଅନ୍ୟ ଏକ […]

ସଂପୂର୍ଣ୍ଣ ପଢନ୍ତୁ

କିସ୍‌ରେ ଛାତ୍ର ମୃତ୍ୟୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ପରିବାର

କେନ୍ଦୁଝର, ୧୩/୧୨: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ମୃତଦେହ ରଖି ପରିବାର ଲୋକେ ଏଵଂ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି। ମୃତକ କେନ୍ଦୁଝର ଟାଉନ ଥାନା ଟିକର ଗୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା ବୋଲି ଜଣାପଡିଛି। ଛାତ୍ର ଜଣଙ୍କ କିସ ରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୭/୧୨: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମା’ ତାରିଣୀ ପୀଠର ବିକାଶ ପାଇଁ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମା’ ତାରିଣୀ ପରିକ୍ରମା ସମନ୍ବିତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ […]

ସଂପୂର୍ଣ୍ଣ ପଢନ୍ତୁ