ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୯୦୦ ଟପିଲା: ନିଖୋଜଙ୍କ ସଂଖ୍ୟା ୪ ହଜାର ଟପିଲାଣି
କାଠମାଣ୍ଡୁ: ନେପାଳଓ ତିବ୍ବତରେ ବ୍ୟାପକ ଧ୍ୱଂସଲୀଳା ଘଟାଇଥିବା ବନ୍ୟା ମୃତ୍ୟୁସଂଖ୍ୟା ୯୦୩ରେ ପହଞ୍ଚିଛି। ନିଖୋଜଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୪,୨୪୭ରେ ପହଞ୍ଚିଛି। ସମସ୍ତ ପ୍ରଭାବିତ ୮ ଜିଲ୍ଲାରୁ ଉଦ୍ଧାର ଅପରେସନ୍ ଜାରି ରହିଥିବାବେଳେ ଜୀବିତଙ୍କ ସନ୍ଧାନ ପାଇଁ ଜୋରଦାର ପ୍ରୟାସ କରାଯାଉଛି। ନିଖୋଜଙ୍କୁ ଖୋଜିବାପାଇଁ ଉଦ୍ଧାରକାରୀ ଦଳ ସମସ୍ତ ଉଦ୍ୟମ ଲଗାଇ ଦେଇଛନ୍ତି। ବନ୍ୟାରେ ଏଯାବତ୍ ୯୦୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ନେପାଳର ଏନ୍ଡିଆର୍ଆର୍ଏମ୍ଏ (ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷ) […]
ସଂପୂର୍ଣ୍ଣ ପଢନ୍ତୁ