ଚନ୍ଦନଯାତ୍ରା ମହୋତ୍ସବର ଅଷ୍ଟମସନ୍ଧ୍ୟାରେ ସୁଧାସାର ଭଜନ ମଞ୍ଚ

ଝଙ୍କଡ଼ :  ଗତ ମେ ଦୁଇତାରିଖ ରୁ ଆରମ୍ଭ ହୋଇଥିବା ଚନ୍ଦନଯାତ୍ରା ମହୋତ୍ସବ, 2026 ର ଅଷ୍ଟମସନ୍ଧ୍ୟାରେ, ସାର୍ଥକଭକ୍ତି, ଜୟ ଜଗନ୍ନାଥ ଓ ସାର୍ଥକ ଟିଭି ର ଖ୍ୟାତନାମା କଳାକାର ମାନଙ୍କୁ ନେଇ ସୁଧାସାର ଭଜନ ସନ୍ଧ୍ୟା, ପରିବେଷଣ କରିଥିଲେ ବହୁ ମନଛୁଆଁ ଭକ୍ତିସଙ୍ଗୀତ ଉପସ୍ଥାପନ କରିଥିଲେ l ସଙ୍ଗୀତନିର୍ଦ୍ଦେଶକ ତଥା ପ୍ରଯୋଜକ ଶିବପ୍ରସାଦ ଦାଶ (ଶିବନନା ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ରଶ୍ମିରଞ୍ଜନ, ନିରଞ୍ଜନ, ପ୍ରିୟଙ୍କା, ଓ […]

ସଂପୂର୍ଣ୍ଣ ପଢନ୍ତୁ

ଚିଲିକାର ହେବ ପୁନରୁଦ୍ଧାର

ଭୂବନେଶ୍ଵର, ୩/୧: ଚିଲିକା ହ୍ରଦର ହେବ ପୁନରୁଦ୍ଧାର । ଏନେଇ ଡ଼ିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜୈବ ବିବିଧତା ଓ ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ।ଚିଲିକା ହ୍ରଦକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଶେଷକରି ଜୈବ ବିବିଧତା ଓ ହ୍ରଦର ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଚିଲିକା ହ୍ରଦର ପୁନରୁଦ୍ଧାର ନିଷ୍ପତ୍ତି ନିଆଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ସିନେମା ହଲରେ ମୁକ୍ତିଲାଭ କଲା ‘ଇକ୍କିସ୍’

ମୁମ୍ବାଇ, ୨/୧ : ନବବର୍ଷ ଅବସରରେ ବଲିଉଡ ଫିଲ୍ମ ‘ଇକ୍କିସ୍’ ସିନେମା ହଲରେ ମୁକ୍ତିଲାଭ କରିଛି । ଅଗସ୍ତ୍ୟା ନନ୍ଦା, ସିମର ଭାଟ୍ଟିଆ, ଧର୍ମେନ୍ଦ୍ର ଏବଂ ଜୟଦୀପ ଅହଲାୱତ ଅଭିନୀତ ‘ଇକ୍କିସ୍’ ସେହି ସମୟରେ ମୁକ୍ତିଲାଭ କଲା ଯେତେବେଳେ ରଣଭୀର ସିଂହଙ୍କ ‘ଧୁରନ୍ଧର’ ବକ୍ସ ଅଫିସରେ ଧମାକା କରୁଛି । ରିଲିଜର ପ୍ରଥମ ଦିନରେ “ଇକ୍କିସ୍” ଭଲ କଲେକ୍ସନ କରିଛି । ରିପୋର୍ଟ ଅନୁଯାୟୀ, ଅଗସ୍ତ୍ୟା ନନ୍ଦା ଏବଂ ସିମର ଭାଟ୍ଟିଆଙ୍କ ନୂଆ ଯୋଡ଼ି ଅଭିନୀତ ‘ଇକ୍କିସ’ […]

ସଂପୂର୍ଣ୍ଣ ପଢନ୍ତୁ

୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ; ରାଜସ୍ବ ଆୟ ୨୫ କୋଟି

ଭୁବନେଶ୍ୱର, ୧/୧: ୨୦୨୫ ମସିହାରେ ଭୁବନେଶ୍ୱରରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥିବା ନେଇ ରେକର୍ଡ କରାଯାଇଛି।ତେବେ ୨୦୨୪ ମସିହାରେ ମୋଟ ୩୭,୯୯,୬୩୨ ପର୍ଯ୍ୟଟକ ନନ୍ଦନକାନନ ଆସିଥିବା ବେଳେ ୨୦୨୫ ମସିହା ମଧ୍ୟରେ ମୋଟ ୪୦,୨୦,୫୩୯ ଜଣ ଲୋକ ଆସିଥିବା ନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ଗୁରୁବାର ଦିନ କହିଛନ୍ତି।ଏଥିସହିତ ଏହି ସମସ୍ତ ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ୱ ୨୩.୨୩ କୋଟି ଟଙ୍କାରୁ ଅଧିକ ଥିଲା। ଯାହା ୨୦୨୪ ତୁଳନାରେ ପ୍ରାୟ ୧.୦୬ କୋଟି […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟାଟେଲ ଅଫ୍‌ ଗଲୱାନ’କୁ ନେଇ ଚୀନର ତୀବ୍ର ପ୍ରତିକ୍ରିୟା

ବେଜିଂ, ୩୧/୧୨: ସଲମାନ ଖାନ୍‌ଙ୍କ ଦ୍ବାରା ପ୍ରଯୋଜିତ ଏବଂ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ୍‌ ଗଲୱାନ’ ଆସନ୍ତା ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଉପରେ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ପର୍ଯ୍ୟବସିତ। ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲଜ୍‌ ହୋଇଥିବାବେଳେ ଚୀନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି ବୋଲି ଚୀନ୍‌ ସମ୍ବାଦପତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ବାଘୁଣୀ ଜୟଶ୍ରୀର ୩ ଶାବକଙ୍କ ମଧ୍ୟରୁ ଗୋଟିଏ ଜୀବିତ

ଭୁବନେଶ୍ୱର, ୨୮/୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୟଶ୍ରୀ ନାମକ ଏକ ତିନି ବର୍ଷ ବୟସ୍କା ବାଘୁଣୀଶନିବାର ତିନୋଟି ଶାବକଙ୍କୁ ଜନ୍ମ ଦେଇଥିଲା, କିନ୍ତୁ ଶାବକଙ୍କ ମଧ୍ୟରୁ କେବଳ ଗୋଟିଏ ବଞ୍ଚିଛି ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ରବିବାର ସୂଚନା ପ୍ରଦାନ କରିଛନ୍ତି। ୧୦୧ ଦିନର ଗର୍ଭଧାରଣ ପରେ ଏହି ଜନ୍ମ ଜୟଶ୍ରୀଙ୍କ ପ୍ରଥମ ଶାବକ। ଜୟଶ୍ରୀ ସେପ୍ଟେମ୍ବର ୧୫ ରୁ ୧୭, ୨୦୨୫ ମଧ୍ୟରେ ବାଘ ଅମିତ ସହିତ ମିଳନ କରିଥିଲା। ପ୍ରଥମ ପ୍ରସବ ହୋଇଥିବାରୁ, ବାଘୁଣୀ ପାଖରେ […]

ସଂପୂର୍ଣ୍ଣ ପଢନ୍ତୁ

କୋରାପୁଟ ଜିଲ୍ଲାର ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ” ପରବ-୨୦୨୫” ର ଶୁଭାରମ୍ଭ

କୋରାପୁଟ,୧୯/୧୨: କୋରାପୁଟ ଜିଲ୍ଲାର ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ -୨୦୨୫ ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ୧୯୯୬ ମସିହା ଠାରୁ ପ୍ରତିବର୍ଷ ପାଳିତ ହୋଇଆସୁଛି ପରବ।୧୯୯୬ ଠାରୁ ସଫଳତାର ପାହାଚ ଅତିକ୍ରମ କରି ପରବ ଏବେ ୨୮ ବର୍ଷରେ ପଦାର୍ପଣ କରିଛି।”ପରବ”କୈାଣସି ଗୋଷ୍ଠୀ ,ଜାତି, ଧର୍ମର ଏକ ପର୍ବ ନୁହେଁ।ଏହା ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ଲୋକ ମହୋତ୍ସବ ସହ ବର୍ତ୍ତମାନ ଜାତୀୟ ସ୍ତରୀୟ ‘ପରବ ‘ ଭାବେ ପରିଚିତ।ଜାତୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସଙ୍କ ଭିଡ଼

ଗଞ୍ଜାମ, ୮/୧୨: ଶୀତର ଆଗମନରେ ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ ଅତିଥି ପକ୍ଷୀ ଧ୍ରୂବ ହଂସଙ୍କୁ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ବର୍ତ୍ତମାନ ବହୁ ସଂଖ୍ୟାରେ ଧ୍ରୂବହଂସ ହୁମ୍ମା ଅଞ୍ଚଳରେ ମଧ୍ୟ ଲୁଣାଜମିରେ ରହିଥିବା ଜଳାଶୟରେ ଜଳକ୍ରୀଡା କରିବା ସହ ଖାଦ୍ୟ ଆହାର କରୁଥିବା ଦେଖାଯାଇଛି। ନଭେମ୍ବର ମାସରେ ପ୍ରବଳ ଥଣ୍ଡା ସହି ନ ପାରି ମାଙ୍ଗୋଲିଆ, ଚୀନ, ପାକିସ୍ତାନ, ବାଂଲାଦେଶ, ମ୍ୟାନମାର, ସାଲିମାର ପ୍ରମୁଖ ଅଞ୍ଚଳରୁ […]

ସଂପୂର୍ଣ୍ଣ ପଢନ୍ତୁ

ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ପର୍ଯ୍ୟଟକ ଙ୍କ ପାଇଁ ନାହିଁ, ଆବଶ୍ୟକୀୟ ସୁବିଧା ସୁଯୋଗ !!

ଝଙ୍କଡ଼, ୭/୧୨: ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ, ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନଲାଭ ଓ ପୀଠ ପରିଭ୍ରମଣ ନିମନ୍ତେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ମାତ୍ରେ ବିପୁଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠେ ମାଆଙ୍କର ପୀଠସ୍ଥଳି l କଟକ ପାରାଦ୍ୱୀପ ରାଜପଥ ର ଠିକ ମଧ୍ୟବର୍ତ୍ତୀ ସ୍ଥାନ ସାରଳାରୋଡ଼ ( ଦୋସଡିକ […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର, ୬/୧୨: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ପ୍ରଥମ ସମ୍ୱଲପୁରୀ ସିନେମା ‘ସୁଟ ଆଉଟ ଇନ ସୋନପୁର’ର ଶୁଭ ମହୁରତ୍‌ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମର ପ୍ରଯୋଜକ ଡଃ ପ୍ରଭାସ ରଞ୍ଜନ ବାବୁ ଏହା ଜରିଆରେ ସିନେମା ଜଗତରେ ପାଦ ରଖିଛନ୍ତି। ଯୁବ ତଥା ପ୍ରତିଷ୍ଠିତ ନିର୍ଦ୍ଦେଶକ ଡି ଚନ୍ଦନକୁମାରଙ୍କ ନିର୍ଦ୍ଦେଶନାରେ ଏହି ସିନେମାରେ ନାୟକ ଭୂମିକାରେ ଅଭିନେତା ରାକେଶ ଦେଓ, ଖଳନାୟକ ଭୂମିକାରେ ଅଭିନୟ କରିବେ ପ୍ରମୋଦ […]

ସଂପୂର୍ଣ୍ଣ ପଢନ୍ତୁ