ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କଳା କଂଗ୍ରେସ

ଅନୁଗୋଳ : ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛି କଂଗ୍ରେସ। ଅନୁଗୋଳ ଜିଲ୍ଲା ମହୋତ୍ସବରେ ଅତିଥି ଭାବେ ଯୋଗଦେବାକୁ ଯାଉଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ କଳା ପତାକା ପ୍ରଦର୍ଶନ କରିଛି। ଅନୁଗୋଳର ଜିଲ୍ଲା ମହୋତ୍ସବ ଉତ୍ସବ ଆରମ୍ଭ ହେଉଥିବା ବେଳେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବା ପାଇଁ ପହଞ୍ଚିଥିଲେ। ହେଲିକେପ୍ଟର ଯୋଗେ ସ୍ଥାନୀୟ ଜିନ୍ଦଲ ଏୟାର ଷ୍ଟ୍ରିପରେ ଓଲ୍ହାଇବା ପରେ ସ୍ୱତନ୍ତ୍ର କାର୍କେଟରେ ସର୍କିଟ ହାଉସକୁ […]

ସଂପୂର୍ଣ୍ଣ ପଢନ୍ତୁ

ଖାଦ୍ୟ ବିଷକ୍ରିୟା : ପରିବାରର ୩ ମୃତ

ଅନୁଗୋଳ, ୨୨/୧୨: ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ । ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଗତକାଲି ରାତିରେ ମା ଗୋଲାପ ସାହୁ ,(୫୦) ବଡ଼ ପୁଅ ଭାରତ ସାହୁ(୩୦) ଓ ସାନ ପୁଅ ଲିଟୁ ସାହୁ(୨୧) ଚିକେନ୍ ଭାତ […]

ସଂପୂର୍ଣ୍ଣ ପଢନ୍ତୁ

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୧୦ ଗୁରୁତର

ଅନୁଗୁଳ, ୨୬/୧୧: ଅନୁଗୁଳ ଏନଏଚ-୫୫ ଜେରେଙ୍ଗ ଦେହୁରୀସାହି ନିକଟରେ ଦୁର୍ଘଟଣା ଘଟିଛି । ଆଠମଲ୍ଲିକରୁ ଅନୁଗୁଳ ଯାଉଥିବା ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ୧୦ଜଣଙ୍କୁ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଡିରେ ୫୦ଜଣ ଯାତ୍ରୀ ଥିଲେ । ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସଂପୂର୍ଣ୍ଣ ପଢନ୍ତୁ

ଡକାୟତି ଯୋଜନା ପଣ୍ଡ କରି ୩ ଜଣକୁ କାବୁ କଲା ପୁଲିସ

ଅନୁଗୁଳ, ୨୫/୧୧: ଖୋର୍ଦ୍ଧାରୁ ଆସି ଅନୁଗୁଳରେ ଚଳାଇଥିଲେ ଡକାୟତି ଯୋଜନା। ଖବର ପାଇ ମାଡ଼ି ବସିଲା ଅନୁଗୁଳ ଥାନା ପୁଲିସ। ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ପଡ଼ିଆ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ରେଡ୍ କରିଥିଲା ପୁଲିସ। ୩ ଜଣକୁ କାବୁ କରିଛି ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ପ୍ରାୟ ୩୦ ଗ୍ରାମ ଡ୍ରଗସ ଜବତ ହୋଇଛି। ଏହାଛଡ଼ା ସେମାନଙ୍କ ନିକଟରୁ ଗୋଟେ ଚାପଡ, ୩ଟି ମଦ ବୋତଲ , ଏକ କାର, […]

ସଂପୂର୍ଣ୍ଣ ପଢନ୍ତୁ

ବାଣ ଫୁଟି ପୁଅ ମୃତ, ବାପା ଗୁରୁତର

ଅନ୍ନୁଗୁଳ, ୨୧/୧୦:ପାବଳିରେ ଅଘଟଣ । ବାଣ ଫୁଟି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଅନୁଗୁଳ ଜିଲା ସମଲ ଥାନା ସିପୁର ଗାଁରେ । ମୃତ ପୁଅ ହେଲେ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ବାଣ ଫୁଟିବାରୁ ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗଚରୁତର ଅବସ୍ଥାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି । ସରୋଓ ଓ ତାଙ୍କ ଭାଇଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇ ବାଇକ୍ ମୁହଁମୁହିଁ ଧକ୍କ। ଜଣଙ୍କର ମୃତ୍ୟୁ

ଅନୁଗୋଳ, ୯/୧୦: ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପିଟିସ୍ ପୋଲିସ ଟ୍ରେନିଂ କଲେଜ ସମ୍ମୁଖ ରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁଚନା ମୁତାବକ ଆଠମଲ୍ଲିକ ଅଞ୍ଚଳର ବଳଭଦ୍ର ବେହେରା ଙ୍କ ପୁଅ ପ୍ରଦୀପ ବେହେରା ଏକ ବାଇକ୍ ରେ ଅନୁଗୋଳ ରୁ ନାଲକୋ […]

ସଂପୂର୍ଣ୍ଣ ପଢନ୍ତୁ

ସର୍ଭାଇଭର୍ ନେଟୱର୍କ କର୍ମଶାଳା

ଅନୁଗୋଳ,୧୯/୯:  ବିଶ୍ଵ ଯୁବ କେନ୍ଦ୍ର, ବଣୀନାଳି ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ମାଧ୍ୟମରେ ବିଶ୍ଵ ଯୁବ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ କିଶୋରନଗର ,ଛେଣ୍ଡିପଦା, ଆଠମଲ୍ଲିକ ବ୍ଲକ ର କିଶୋର କିଶୋରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ନେଇକି ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି। ଏଥିରେ ବାଲ୍ୟ ବିବାହ ,ଶିଶୁ ଯୌନ ନିର୍ଯାତନା, ଶିଶୁ ଚାଲାଣ ର  ଶିକାର ହୋଇଥିବା ଶିଶୁମାନେ ଯୋଗ  ଦେଇ ଥିଲେ। ପିଲା ମାନଙ୍କୁ ତାଙ୍କର ବାଲ୍ୟ ବିବାହ ଯୋଗୁ ହେଇଥିବା […]

ସଂପୂର୍ଣ୍ଣ ପଢନ୍ତୁ