ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୧୦ ଗୁରୁତର

ଅନୁଗୋଳ ରାଜ୍ୟ
Spread the love

ଅନୁଗୁଳ, ୨୬/୧୧: ଅନୁଗୁଳ ଏନଏଚ-୫୫ ଜେରେଙ୍ଗ ଦେହୁରୀସାହି ନିକଟରେ ଦୁର୍ଘଟଣା ଘଟିଛି । ଆଠମଲ୍ଲିକରୁ ଅନୁଗୁଳ ଯାଉଥିବା ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ୧୦ଜଣଙ୍କୁ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଡିରେ ୫୦ଜଣ ଯାତ୍ରୀ ଥିଲେ । ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *