ପୁଣି ଥରେ ଭାରତ ଜିତିଲା ଟି-ଟ୍ବେଣ୍ଟି ବିଶ୍ବକପ୍, ସମଗ୍ର ଦେଶରେ ଖୁସିର ଲହର

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ ଗାଁଠାରୁ ସହର ପର୍ଯ୍ୟନ୍ତ ରହୁଥିବା ଲୋକେ ସେତିକି ଗର୍ବ ଅନୁଭବ କରିଛନ୍ତି। କ୍ରିକେଟ୍‌ପ୍ରେମୀମାନେ ରବିବାର ରାତିରେ ଭାରତୀୟ ଟିମ୍‌ର ବିଜୟକୁ ଦୀପାବଳି ଭଳି ପାଳନ କରିଛନ୍ତି। ଭାରତୀୟ ସହରଗୁଡ଼ିକରେ ବାଣ […]

ସଂପୂର୍ଣ୍ଣ ପଢନ୍ତୁ

ବର୍ଷା ସାଜିଲା ବାଧକ, ପଏଣ୍ଟ ଭାଗ କଲେ ପାକିସ୍ତାନ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ବର୍ଷାରେ ଧୋଇଗଲା ଟି-୨୦ ବିଶ୍ବକପର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ। ଶ୍ରୀଲଙ୍କାର କଲମ୍ବୋରେ ହେବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁ ରଦ୍ଦ କରାଯାଇଛି । ଫଳରେ ଦୁଇ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି । ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ଆସନ୍ତାକାଲି ଅର୍ଥାତ ରବିବାର ହେବ ସୁପର ଫାଇଟ । ଅର୍ଥାତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ସୁପର-୮ ର ଦ୍ବିତୀୟ ମ୍ୟାଚ […]

ସଂପୂର୍ଣ୍ଣ ପଢନ୍ତୁ

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି। ଅଷ୍ଟ୍ରେଲିଆ ଭଳି ଟିମ୍‌ ସୁପର ୮ ରାଉଣ୍ଡରେ ପ୍ରବେଶ କରିନପାରିବା ସତରେ ଲଜ୍ଜାଜନକ । ଭାଗ୍ୟ ମଧ୍ୟ ଅଷ୍ଟ୍ରେଲିଆ ଦଳର ସାତ୍‌ ଦେଇନାହିଁ। ଆଜି ବର୍ଷା ଯୋଗୁଁ ଆୟରଲ୍ୟାଣ୍ଡ-ଜିମ୍ବାୱେ ମ୍ୟାଚ୍ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି । ଜିମ୍ବାୱେ ଏବେ ତିନୋଟି ମ୍ୟାଚ୍ ରୁ ପାଞ୍ଚ ପଏଣ୍ଟ ପାଇଛି, ଯଦିଓ ଅଷ୍ଟ୍ରେଲିଆ ପରବର୍ତ୍ତୀ ମ୍ୟାଚ୍ ଜିତିଯାଏ, ତଥାପି ଏହାର […]

ସଂପୂର୍ଣ୍ଣ ପଢନ୍ତୁ

ଟି-୨୦ ବିଶ୍ବକପ୍‌: ପାକିସ୍ତାନ ଚିତ୍‌ପଟାଙ୍ଗ୍‌; ୬୧ ରନ୍‌ରେ ଭାରତ ବିଜୟୀ

ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ। ଆଜିର ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ୬୧ରନରେ ହରାଇଲା ଭାରତ। ୨୦୨୬ ଟି-୨୦ ବିଶ୍ୱକପର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ଦୁଇ ପାରମ୍ପରିକ କ୍ରିକେଟ ପ୍ରତିଯୋଗୀ ଭାରତ ଓ ପାକିସ୍ତାନ ପରସ୍ପରକୁ ସାମ୍ନା କରିଛନ୍ତି। ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଛି। ଏହାସହ ଭାରତ ଲଗାତାର ୩ଟି ମ୍ୟାଚ ଜିତି ବିଜୟ ଧାରା ଆଗକୁ ନେଇଛି। ପ୍ରଥମ ଇନିଂସରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ […]

ସଂପୂର୍ଣ୍ଣ ପଢନ୍ତୁ

ମରିଚିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୩ୟ ଦିବସ

ବାରଙ୍ଗ : ବାରଙ୍ଗ ନିକଟବର୍ତୀ ମରିଚିଆ ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ସର୍ବଭାରତୀୟ ମରିଚିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ୩ଟି ମ୍ୟାଚ ଖେଳାଯାଇଛି। ପ୍ରଥମ ଲିଗ ମ୍ୟାଚ ବନ ମହାବୀର ଜୟପୁର ଓ ମଦନମୋହନ ସୋଟିଂ ଉଷୁମା ମଧ୍ୟରେ ଖେଳା ଯାଇ ଥିଲା।ବାନ ମହାବୀର କ୍ଲବ୍ ଜୟପୁର ଦଳ ୧/୦ ଗୋଲରେ ମଦନ ମୋହନ ସ୍ପୋଟିଂ କ୍ଲବ୍ ଉଷୁମାକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ଼ ମହାବୀର କ୍ଲବ୍ ନରଣପୁର ସହିତ ଟାରଜନ କ୍ଲବ୍ ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

ଟି୨୦ ବିଶ୍ବକପ୍‌ ପାଇଁ ଭାରତ ଆସିବାକୁ ମନାକଲା ବାଂଲାଦେଶ

ନୂଆଦିଲ୍ଲୀ ୫/୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ବିଦା ପରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଫଳରେ ବାଂଲାଦେଶ ଟି୨୦ ବିଶ୍ବକପ-୨୦୨୬ର ଭାରତରେ ମ୍ୟାଚ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛି। ଭାରତକୁ ଦଳ ନପଠାଇବାକୁ ବିସିବି ନିଷ୍ପତ୍ତି ନେଇଛି। ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ବିଦା ପରେ ଟି୨୦ ବିଶ୍ୱକପ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବାଂଲାଦେଶ କ୍ରିକେଟ ବୋର୍ଡର ରବିବାର ଏକ ଜରୁରୀକାଳୀନ ବୈଠକ ବସିଥିଲା। ବୈଠକରେ ବିଶ୍ବକପ […]

ସଂପୂର୍ଣ୍ଣ ପଢନ୍ତୁ

ମନାଲିରେ ଅନୁଷ୍ଠିତ ଆନ୍ତଃରାଜ୍ୟ କ୍ରୀଡ଼ାରେ ଓଡ଼ିଆ କ୍ରୀଡ଼ାବିତଙ୍କ ସଫଳତା

ଫୁଲବାଣୀ, ୨୯/୧୨: ରାଜ୍ୟ ଦୁଃସାହସିକ ସଂଘ ଫୁଲବାଣୀ ଓ ୟୁଥ୍‌ ଆଡ଼ଭେଞ୍ଚର ଏବଂ ମାଉଣ୍ଟେନିୟରିଂ ଆସୋସିଏସନ୍‌, ହରିୟାଣାର ମିଳିତ ଆନୁକୂଲ୍ୟରେ ଏକ ଆନ୍ତଃରାଜ୍ୟ ଦୁଃସାହାସିକ କ୍ରୀଡ଼ା ଉତ୍ସବ ହିମାଚଳ ପ୍ରଦେଶର ମନାଲିଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଦୁଃସାହସିକ ସଂଘ, ଫୁଲବାଣୀ ତରଫରୁ ୬୨ ଜଣ କ୍ରୀଡ଼ାବିତ୍‌ ଏଥିରେ ଯୋଗଦାନ କରିଥିଲେ। ଉକ୍ତ ଆନ୍ତଃରାଜ୍ୟ ଦୁଃସାହିକ କ୍ରୀଡ଼ା ଉତ୍ସବରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଦୁଃସାହସିକ କ୍ରୀଡ଼ା ଯଥା ପର୍ବତାରୋହଣ, କମାଣ୍ଡେ ଅବଷ୍ଟ୍ରାକଲ୍‌, ରକ୍‌କ୍ଲାଇଂମ୍ବିଂ ରେପଲିଂ, ମଙ୍କିକ୍ରାଉଲିଂ, ଜିପ୍‌ଲାଇନ୍‌ ଇତ୍ୟାଦିରେ […]

ସଂପୂର୍ଣ୍ଣ ପଢନ୍ତୁ

କୁନି କୁସ୍ତି ଖେଳାଳିଙ୍କୁ ଅଣଦେଖା

ଭୁବନେଶ୍ଵର, ୨୨/୧୨: ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା […]

ସଂପୂର୍ଣ୍ଣ ପଢନ୍ତୁ

ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧/୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ ପରାସ୍ତ କରିଛି। ଟାଇଟଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସମୀର ମିନହାସଙ୍କ ଏକ ଧମାକାଦାର ଶତକ ଯୋଗୁଁ ପାକିସ୍ତାନ ୩୪୭ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ସୂର୍ୟ୍ୟବଂଶୀ ଏବଂ ଆୟୁଷ ମହାତ୍ରେଙ୍କ ସମେତ ସମସ୍ତ ଷ୍ଟାର ଖେଳାଳି କୌଣସି ପ୍ରଭାବ […]

ସଂପୂର୍ଣ୍ଣ ପଢନ୍ତୁ

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ଆଉଟ୍‌

ଭୁବନେଶ୍ଵର, ୨୦/୧୨: ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ । ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ଅଲରାଉଣ୍ଡର ଅକ୍ଷର ପଟେଲ ନୂଆ ଉପଅଧିନାୟକ ହୋଇଛନ୍ତି । ତାଲିକାରେ ସଞ୍ଜୁ ସାମସନ ଓ ଈଶାନ କିଶନ ଦୁଇ ୱିକେଟ କିପର ଭାବେ ଘୋଷଣା ହୋଇଛନ୍ତି । ଟିମରେ ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, […]

ସଂପୂର୍ଣ୍ଣ ପଢନ୍ତୁ