ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜାଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ: ଶିକ୍ଷାବିତ ପଣ୍ଡିତ ଭାସ୍କର ଶତପଥୀଙ୍କୁ ‘ସାରସ୍ୱତ ସମ୍ମାନ’
ଝଙ୍କଡ଼, ୦୧/୦୬ (ନି.ପ୍ର): ସାରଦା ଏକାଡେମୀ, କନକପୁରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ କୃତି ଶିକ୍ଷକ ତଥା ବିଶିଷ୍ଟ ସାରସ୍ୱତ ସାଧକ ସ୍ୱର୍ଗତ ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜାଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଆଦିକବି ଶୂଦ୍ରମୁନି ସାରଳାଦାସଙ୍କ ସମାଧିପୀଠ, ମୁନିଗୋସାଇଁ ମଠ ଓ ଆଦିକବି ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ଡଃ […]
ସଂପୂର୍ଣ୍ଣ ପଢନ୍ତୁ