ନିଯୁକ୍ତି ମେଳା ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଦୁର୍ନୀତିଖୋର ସୁଧୁରିଯାଅ
ଭୁବନେଶ୍ବର, ୩୧/୧୨: ଆମ ସରକାର ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳ ନୀତି’ ଆପଣାଇଛନ୍ତି। ତେଣୁ କାର୍ଯ୍ୟର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରନ୍ତୁ ବୋଲି ରେଳ ପ୍ରେକ୍ଷାଳୟରେ ଆଜି ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ୧୧ଟି ବିଭାଗର ୧,୫୪୩ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ‘ସୁଶାସନ’ର ତିନିଟି ମନ୍ତ୍ର ଦେଇ କହିଲେ, କର୍ମ […]
ସଂପୂର୍ଣ୍ଣ ପଢନ୍ତୁ