ବାତ୍ୟା କାର୍ଯ୍ୟରେ ନିୟୋଜିତ ଯୋଗାଣ ସହାୟକଙ୍କ ଆକସ୍ମିକ ମୃତ୍ୟୁ

ଗଜପତି, ୨୮/୧୦ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୋତାର ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କର ଅଚାନକ ଭାବେ ମୃତ୍ୟୁ ଘଟିଛି। ମୃତକ ରାୟଗଡ ବ୍ଲକ ପୋତ୍ତାର ପଞ୍ଚାୟତର ୩୫ ବର୍ଷୀୟ ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗ ବୋଲି ଜଣାପଡିଛି। ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ସେ ଆଶ୍ରୟ ସ୍ଥଳୀର ଦାଇତ୍ବରେ ଥିବାରୁ ଆଜି ସକାଳୁ ସକାଳୁ ଜଣେ ସ୍ଥାନୀୟ ବାସିନ୍ଦାଙ୍କ କାରରେ […]

ସଂପୂର୍ଣ୍ଣ ପଢନ୍ତୁ

ବିଲକୁ ଯାଉଥିବା ବେଳେ ଉପରେ ପଡ଼ିଲା ଶୁଖିଲା ଗଛର ଗଣ୍ଡି, ଚାଲିଗଲା ଜୀବନ…

ମୋହାନା, ୨୩/୧୦: ମନୁଷ୍ୟ ଜୀବନ ପାଣି ଫୋଟକା ଭଳି, ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସେଭଳି ଏକ ଦୁଃଖଦ ଘଟଣା କ୍ରମରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଗଜପତି ଜିଲା ରା. ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଗ୍ରାମ ପାତ୍ରସାହିର ସୁମନ ପାଇକ( ୧୯)।ସୂଚନା ମୁତାବକ, ବୁଧବାର ସକାଳ ୧୧ଟା ସମୟ ରେ ୫ ଜଣ ସାଙ୍ଗ ବାଟମାଙ୍ଗଳା ନିକଟରେ ଥିବା ବିଲକୁ ଯାଉଥିଲେ। ଏହି ସମୟରେ ମନ୍ଦିର […]

ସଂପୂର୍ଣ୍ଣ ପଢନ୍ତୁ

ମୋହନାରେ ବନ୍ଧୁକ ତିଆରି କାରଖାନା ଠାବ

ମୋହନା,୨୨/୧୦ : ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ୧୨ ଦେଶୀ ବନ୍ଧୁକ ସହ ଦୁଇ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡ଼ା ପଞ୍ଚାୟତର ଗୋଲାପାଜୁ ଗ୍ରାମରେ। ଗ୍ରାମର ଘନଶ୍ୟାମ ପ୍ରଧାନ ଦୀର୍ଘବର୍ଷ ଧରି ଗ୍ରାମଠାରୁ ଏକ ପାହାଡ଼ରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା କରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ବିକ୍ରି କରୁଥିଲା। ଖବର ପାଇ ମୋହନା ଓ ଅଡ଼ବା ପୋଲିସ ମିଳିତରେ ଚଢ଼ାଉ […]

ସଂପୂର୍ଣ୍ଣ ପଢନ୍ତୁ

ମହେନ୍ଦ୍ରଗିରିରେ ଫସି ରହିଥିବା ପର୍ଯ୍ୟଟଙ୍କୁ ଉଦ୍ଧାର ପରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା

ପାରଳାଖେମୁଣ୍ଡି,୩/୧୦: ଲଘୁଚାପ ଜନିତ ବର୍ଷା ଫଳରେ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହେବା ସହ ରାସ୍ତାଘାଟ ପୋଲ ଧୋଇ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ବର୍ଷାପାଣି ପଶି ଅନେକ ଧନ ଜୀବନ ନଷ୍ଟ ହୋଇଛି। ଜିଲ୍ଲାର ରାୟଗଡ଼ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ଼ ଧସି ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ଅଛନ୍ତି। ଗତକାଲି ରାତିରେ ଅନ୍ଧକାର କାରଣରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବଳ ବର୍ଷାରେ ବେହାଲ ଭାସିଲା ବୋଲେରା ଗାଡି

ମୋହନା, ୨/୨୫: କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ପବଳ ବର୍ଷା ଯୋଗୁ ଗଜପତି ଜିଲାର ଆର.ଉଦୟଗିରି ଗ୍ରାମ୍ୟ ପରିମଳ ବିଭାଗୀୟ ଉପଖଣ୍ଡ କାର୍ଯ୍ୟାଳୟର ପରିସରରେ ଏକ ବୋଲେରା ଗାଡିଟି ବୁଡି ଯାଇଛି। ଉଦୟଗିରି ଠାରୁ ରାମଗିରିକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟକାୟ ଗଛ ପଡିବା ସହ ପାହାଡ଼ରୁ ଅତଡ଼ା ଖସିଛି। ଖଜୁରୀପଦା ୩୨୬ ଜାତୀୟ ରାଜପଥରେ ୨ ଫୁଟ୍‌ର ପାଣି , ଛେଳିଗଡ଼ ପଞ୍ଚାୟତର […]

ସଂପୂର୍ଣ୍ଣ ପଢନ୍ତୁ