ବାଣ ଫୁଟି ପୁଅ ମୃତ, ବାପା ଗୁରୁତର

ଅନୁଗୋଳ ଅପରାଧ ଜିଲା ଖବର ରାଜ୍ୟ
Spread the love

ଅନ୍ନୁଗୁଳ, ୨୧/୧୦:ପାବଳିରେ ଅଘଟଣ । ବାଣ ଫୁଟି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଅନୁଗୁଳ ଜିଲା ସମଲ ଥାନା ସିପୁର ଗାଁରେ । ମୃତ ପୁଅ ହେଲେ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ବାଣ ଫୁଟିବାରୁ ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗଚରୁତର ଅବସ୍ଥାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି । ସରୋଓ ଓ ତାଙ୍କ ଭାଇଙ୍କ ମଧ୍ୟରେ କଳହ ଲାଗୁ ଥିବା ବେଳେ ସରୋଜ ଦେଶୀ ବାଣକୁ ହାତରେ ଧରି ଡରାଉଥିଲେ । ଏହି ସମୟରେ ସରୋଜଙ୍କ ହାତରେ ବାଣ ଫୁଟିଥିଲା ।

Leave a Reply

Your email address will not be published. Required fields are marked *