ରାଜ୍ୟ ଖବର

Mohan Majhi Mamta Banarjee

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ମମତାଙ୍କୁ ଚିଠି ଲେଖିଲେ ମୋହନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ମାଝୀ ଚିଠି ଲେଖବାର କାରଣ ହେଲା ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ। ପଶ୍ଚିମବଙ୍ଗ ସରକାର ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରୁହନ୍ତୁ। ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ। ପୁରୀ ଜଗନ୍ନାଥଧାମର ସ୍ଥାନ ସ୍ବତନ୍ତ୍ର ଓ ପବିତ୍ର। ଅନ୍ୟ କୌଣସି […]

ଦେଶବିଦେଶ

Mufti

ଆତଙ୍କୀ ସନ୍ଦେହରେ ଥିବା ଅଟକ ଯୁବକଙ୍କୁ ଛାଡ: ଚିଠି ଲେଖିଲେ ମେହବୁବା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପିଡିପି ମୁଖ୍ୟ ମେହବୁବା ମୁଫତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଚିଠି ଲେଖି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଏଲ୍‌ଜିଙ୍କୁ ଲେଖିଥିବା ଚିଠିରେ ପହଲଗାମ୍‌ ଘଟଣା ପରେ ଅଟକ ଥିବା ଯୁବକଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ପିଡିପି ମୁଖ୍ୟ ନିର୍ଦ୍ଦୋଷ ନାଗରିକଙ୍କ ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ କୌଣସି ଗଣତାନ୍ତ୍ରିକ ଏବଂ ଦାୟିତ୍ୱବାନ ସମାଜ ନିଜ ଲୋକଙ୍କ ପ୍ରତି ଏପରି ବ୍ୟବହାରକୁ […]

Nagar
0257203
Total Visit : 257203