Screenshot 2024 11 13 101017 750x430

ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭଦ୍ରକ: ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଭଦ୍ରକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ। ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅମ୍ୱରୋଲି ସମବାୟ ସମିତିର ସଭାପତି ଥିଲେ ବିଜେଡି ନେତା ଚିତ୍ତ ରଞ୍ଜନ ରାଉତ। ଗତକାଲି ରାତିରେ ଗାଁରେ ଆୟୋଜିତ ଏକ ଅଷ୍ଟପ୍ରହରୀ ଦେଖିବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରିନଥିଲେ। ଘରଲୋକେ ତାଙ୍କୁ ଫୋନ୍ କରିଥିଲେ ବି କିଛି ଖବର ମିଳିନଥିଲା। […]

ସଂପୂର୍ଣ୍ଣ ପଢନ୍ତୁ
Image 1731469567

ଘନ କୁହୁଡ଼ି କବଳରେ ରାଜଧାନୀ, ଭୟଙ୍କର ପ୍ରଦୂଷଣ

ବଦଳୁଛି ପାଗର ମିଜାଜ। ଖସୁଛି ପାରଦ, ବଢ଼ି ଚାଲିଛି ଥଣ୍ଡା। ତା’ସହ ତାଳ ଦେଇ ବଢ଼ି ଚାଲିଛି ପ୍ରଦୂଷଣ। ଚାରିଆଡେ ଧୂଆଁ ଧୂଆଁ। କିଛି ବି ହେଉନି ଦୃଶ୍ୟମାନ। ଗ୍ୟାସ୍‌ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଆଜି ସକାଳୁ ଏଭଳି କିଛି ରହିଛି ଦିଲ୍ଲୀର ହାଲ୍‌। ସକାଳୁ ଦିଲ୍ଲୀ-ଏନ୍‌ସିଆର୍‌, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ
Image 25

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ ସହାୟକ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ। ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡିବାସିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ, ଜଣେ ଶିକ୍ଷୟିତ୍ରୀ ୨୦୧୮ ମସିହାରୁ ଅବସର ନେଇଛନ୍ତି । ତାଙ୍କର ଅବସରକାଳୀନ ପ୍ରାପ୍ୟ ବାବଦକୁ ୫ ଲକ୍ଷ ୬୬ ହଜାର ଟଙ୍କାର ବକେୟା ବିଲ […]

ସଂପୂର୍ଣ୍ଣ ପଢନ୍ତୁ
Rayagada Je

ପୁଣି ଗିରଫ ହେଲେ ପୂର୍ବତନ କାଶୀପୁର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ

ରାୟଗଡ଼ା: ପୁଣି ଗିରଫ ହେଲେ ପୂର୍ବତନ କାଶୀପୁର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ୧ କୋଟି ୭୩ ଲକ୍ଷରୁ ଊର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ରିମାଣ୍ଡରେ ନେବାକୁ ଭିଜିଲାନ୍ସକୁ ଅନୁମତି ଦେଇଛି କୋର୍ଟ । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁରର ପୂର୍ବତନ […]

ସଂପୂର୍ଣ୍ଣ ପଢନ୍ତୁ

କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ

ସମ୍ବଲପୁର: କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ଟିକେଟ ଦେଇ ଫେରାଇ ନେବାକୁ ନେଇ ଅସନ୍ତୁଷ୍ଟ ଥିବା ଦୁଲାଲ ଚନ୍ଦ୍ର ପ୍ରଧାନ ଦଳ ଛାଡ଼ିଛନ୍ତି। ସ‌େ ନିଜର ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଗତକାଲି ଭାରତୀୟ ଜାତୀୟ କଂଗ୍ରେସ ରବିବାର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟାନର ଝୁଲାଇ ନିର୍ବାଚନକୁ ବହିଷ୍କାର ପାଇଁ ନକ୍ସଲଙ୍କ ଆହ୍ବାନ; କଂଗ୍ରେସ ନେତା ଓ ସରପଞ୍ଚଙ୍କୁ ମୃତ୍ୟୁ ଦଣ୍ଡ ନେଇ ଚେତାବନୀ ଦେଲେ

ମାଲକାନଗିରି: ସୀମାନ୍ତରେ ପୁଣି ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଛି। ସୁକମା ଜିଲ୍ଲାର ଦୁର୍ଗମ ଅଂଚଳରେ ନକ୍ସଲ ପୋଷ୍ଟର ମାରିବା ସହ ବ୍ୟାନରରେ ୨୮ତମ ଲୋକସଭା ନିର୍ବାଚନକୁ ବହିଷ୍କାର ରିବାକୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କୁ ମାରି ଭଗାନ୍ତୁ ବୋଲି କହିଛନ୍ତି। ପୁଲିସର ଗୁଣ୍ଡାଗିରି ଏବଂ କୋରପରେଟର, ଖଣି ମାଫିଆ ଆମର ଶତ୍ରୁ ବୋଲି ନକ୍ସଲ ବ୍ୟାନରରେ ଦର୍ଶାଇଛନ୍ତି। କଂଗ୍ରେସ ନେତା ଜମିତ ଭଦ୍ରା ଏବଂ ସରପଞ୍ଚ ବିସେଲ ନାଗଙ୍କୁ ପ୍ରଜାକୋର୍ଟରେ […]

ସଂପୂର୍ଣ୍ଣ ପଢନ୍ତୁ

ସୋଲାର ଯୋଜନାକୁ କ୍ୟାବିନେଟ ଅନୁମତି, ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

ନୂଆଦିଲ୍ଲୀ : ନବୀକରଣ ଯୋଗ୍ୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି। ଏହି ଯୋଜନା ଅଧୀନରେ ଛାତ ଉପରେ ସୋଲାର ସିଷ୍ଟମ ବ୍ୟବସ୍ଥା ପାଇଁ ୧ କୋଟି ପରିବାରକୁ ୭୮ ହଜାର ଟଙ୍କା ଯାଏ ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ମାସିକ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ପାଇପାରିବେ। କ୍ୟାବିନେଟ […]

ସଂପୂର୍ଣ୍ଣ ପଢନ୍ତୁ

ନବୀନ-ଶାହ ରୁଦ୍ଧଦ୍ବାର ବୈଠକ : ୩୦ ମିନିଟ୍ ଧରି ଅଲୋଚନା କଲେ ଦୁଇ ନେତା

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା ଅମିତ ଶାହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ଅଧଘଣ୍ଟା ରୁଦ୍ଧ ଦ୍ବାର ବୈଠକ କରିଛନ୍ତି। ଏହି ଦୁଇ ନେତାଙ୍କ ବୈଠକବେଳେ କୌଣସି ନେତା କି ଅଧିକାରୀ ଉପସ୍ଥିତ ନଥିବା କୁହାଯାଉଛି। ସଂସଦରେ ଏନ୍‌ଡିଏ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ ବୋଲି ଘୋଷଣା କରିବା ପରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ବିଭିନ୍ନ ରାଜନୈତିକ ଦଳ ମନ୍ତବ୍ୟ ଦେଉଛନ୍ତି। ଆଉ ବିଜେଡିର ବିଜେପିକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆନନ୍ଦ ବଜାରରେ ବାହାର ବ୍ୟକ୍ତି ବିକ୍ରି କରିପାରିବେନି ମହାପ୍ରସାଦ ଓ ସୁଖିଲା ଭୋଗ

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପ୍ରସଙ୍ଗ । ଏଣିକି ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ ବାହାର ବ୍ୟକ୍ତି । ନିୟମ ଉଲଂଘନ କରାଗଲେ ଥାନାରେ ଏତଲା ଦିଆଯିବା ସହ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ସୁଆର, ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସପି, ଜିଲ୍ଲାପାଳ ଓ ସୁରକ୍ଷା ପ୍ରଶାସକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣା: ବିହାରରୁ ଜଣେ ଡକାୟତ ଗିରଫ

ଯାଜପୁର : ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣାରେ ପୋଲିସକୁ ସଫଳତା। ବିହାରରୁ ଜଣେ ଡକାୟତକୁ ଗିରଫ କଲା ପୋଲିସ। ଗିରଫ ଡକାୟତ ବିହାର ବୈଶାଳୀ ଜିଲ୍ଲାର ରୂପେଶ କୁମାର ବୋଲି ଯାଜପୁର ଏସପି ଭିନିତ ଅଗ୍ରୱାଲ କହିଛନ୍ତି। ମେ ୧୫ତାରିଖରେ ୬ଜଣ ସଶସ୍ତ୍ର ଡକାୟତ ଯାଜପୁର ରୋଡସ୍ଥିତ ସେନକୋ ସୁନା ଏବଂ ହୀରା ଗହଣା ଦୋକାନରୁ ସୁନା, ରୂପା ଏବଂ ହୀରା ଅଳଙ୍କାର ଲୁଟ କରିଥିଲେ। ଡକାୟତି କରିବା ପରେ ୩ଟି ମୋଟର ସାଇକେଲରେ […]

ସଂପୂର୍ଣ୍ଣ ପଢନ୍ତୁ