ପାଶ୍ଚ୍ୟତ୍ୟ ସଭ୍ୟତାର ଗ୍ରାସରୁ ଜାତୀୟ ପରମ୍ପରାକୁ ବଜାୟ ରଖିବା ଆବଶ୍ୟକ : କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ୱର ଟୁଡୁ
ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଗତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ଝଙ୍କଡ଼ ବୋଇତ ବନ୍ଦାଣ ଉତ୍ସବ ର ଉଦଯାପନୀ ସନ୍ଧ୍ୟାରେ , ମୂଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ କହିଲେଯେ, ସମ୍ପ୍ରତି ପା ଶ୍ଚ୍ୟାତ ସଭ୍ୟତା ର ଗ୍ରାସରୁ , ଆମେ ଆମର ଜାତୀୟ ପରମ୍ପରା କୁ ବଜାୟ ରଖିବା ଆବଶ୍ୟକ। ମାନ୍ୟବର […]
ସଂପୂର୍ଣ୍ଣ ପଢନ୍ତୁ