ସିଆରଆରଆଇ ଥାନାର ହାବିଲଦାରଙ୍କୁ ଅବସରକଳୀନ ସମ୍ବର୍ଦ୍ଧନା
କଟକ ସଦର : କଟକ କମିଶନରେଟ୍ ଅର୍ନ୍ତଗତ ସିଆରଆରଆଇ ଥାନାର କାର୍ଯ୍ୟରତ ହାବିଲଦାର ବିଜୟ କୁମାର ମଲ୍ଲିକଙ୍କ ଅବସରଗ୍ରହଣ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ଆଜି ଅର୍ଥାତ ବୁଧବାର ରାତିରେ ଗତିରାଉତ ପାଟଣା ପୃଷ୍ଟି ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଅତିରିକ୍ତ ଏସ୍ପି ଅନିଲ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଅନ୍ୟତମ ଅତିରିକ୍ତ ଡିସିପି ସେକ୍ ସରିବଉଦ୍ଦିନ୍, ଜୋନ୍ ୫ ଏସିପି କୃଷ୍ଣଚନ୍ଦ୍ର ସେଠୀ, ଆଇଆଇସି କୃପାସିନ୍ଧୁ ବରାଡ଼ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ […]
ସଂପୂର୍ଣ୍ଣ ପଢନ୍ତୁ