ଜୟନାରାୟଣଙ୍କ ବିସ୍ଫୋରକ ବୟାନ, କହିଲେ- ଦଳର ମୁଁ ଜଣେ ତଡ଼ାଖିଆ ନେତା
କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶର ୨୪ ଘଣ୍ଟା ପୂର୍ବରୁ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ବୟାନ। ସମୀର ଦେଙ୍କ ଶୋକ ସଭାରେ ବିଷ ଉଗାରିଲେ ଜୟନାରାୟଣ। କହିଲେ ବିଜେପିରୁ ସାଇଡ୍ ଲାଇନ୍ ହୋଇ ରହିଛି। ଆଉ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭାପତି ମନମୋହନ ସାମଲ। ଜୟନାରାୟଣ କହିଛନ୍ତି, ଏବିଭିପିରୁ ତଡ଼ା ଖାଇଥିଲି, ବିଜେପିରୁ ମଧ୍ୟ ତଡ଼ା ଖାଇଛି। ମୋ ଜଣେ ତଡ଼ାଖିଆ ନେତା ସମୀର ଦେଙ୍କ ଜୀବନରେ […]
ସଂପୂର୍ଣ୍ଣ ପଢନ୍ତୁ