ମିନାକ୍ଷୀ ପାତ୍ରଙ୍କ ପରଲୋକରେ ସବୁରି ଆଖିରେ ଲୁହ

ଝଙ୍କଡ଼ : “ଜନମ ମରଣ ବରଷା,କହି ନପାରନ୍ତି ପୁରୁଷା “ଉକ୍ତିର ଯଥାର୍ଥତା ନିଶ୍ଚୟ ଭାବେ ଅପ୍ରିୟ ସତ୍ୟ ! ତା ନହେଇଥିଲେ ଅସମୟରେ ଶୋକ ସାଗରରେ ଭସାଇଦେଇ ସମସ୍ତଙ୍କୁ ପରକରି କଣ ଏମିତି ଆରପାରିକୁ ଚାଲିଯାଇଥାନ୍ତେ ? ଧରାବତରଣ ହୋଇଥିଲେ ୧୫/୦୨/୧୯୫୭ ମସିହାରେ ସ୍ଵର୍ଗାରୋହଣ କଲେ ୨୯/୧୦/୨୦୨୩ ମସିହାରେ | ପ୍ରିୟଜନଙ୍କୁ ଚକିତ କରି ଲୀନ ହେଇଗଲେ ପଞ୍ଚଭୁତରେ | ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳର ଗୋରେଖନାଥ ପୀଠ ନିକଟସ୍ଥ ଗାନାଇଲୋ ଗ୍ରାମ ନିବାସୀ ହୋଇଥିଲେ ମଧ୍ୟ,କଟକ […]

ସଂପୂର୍ଣ୍ଣ ପଢନ୍ତୁ

ନେହେରୁ ବଜାର ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ ତିର୍ତ୍ତୋଲ ବିଧାୟକ

ଝଙ୍କଡ଼ (୩୧/୧୦) : ତିର୍ତ୍ତୋଲ ନେହେରୁ ବଜାର ଗଜଲକ୍ଷ୍ମୀ ପୂଜା ମହୋତ୍ସବ ର ୫୪ ତମ ଉପଲକ୍ଷେ ଆୟୋଜିତ ସାରସ୍ଵତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ  ଏହି ଗଜଲକ୍ଷ୍ମୀ ପୂଜା ମହୋତ୍ସବ ତିର୍ତ୍ତୋଲ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିବା ସହିତ ବେପାର ବଣିଜ କ୍ଷେତ୍ରରେ ସମ୍ପୃକ୍ତ ବଜାରର ବ୍ୟବସାୟୀ ମାନଙ୍କୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରି ଆସୁଅଛି ବୋଲି କହିଥିଲେ। ଅନୁଷ୍ଠାନର ମାର୍ଗ ଦର୍ଶକ […]

ସଂପୂର୍ଣ୍ଣ ପଢନ୍ତୁ

ନେହେରୁ ବଜାର ଗଜଲକ୍ଷ୍ମୀ ପୂଜାର ତୃତୀୟ ସନ୍ଧ୍ୟା

ଝଙ୍କଡ଼ (୩୦/୧୦) :  ତିର୍ତ୍ତୋଲ ନେହେରୁ ବଜାର ରେ ୫୪ ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ର ତୃତୀୟ ସନ୍ଧ୍ୟା ର ଆଧ୍ୟାତ୍ମିକ ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଲକ୍ଷେ ଗତ ସୋମବାର ଦିନ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା କହିଲେଯେ, ସଂସ୍କୃତି ଆମ ଭିତରେ ଭାଇଚାରା କୁ ସୁଦୃଢ଼ କରେ । ଆଜି ଏହି ୫୪ ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବ,ଆମ ଅଞ୍ଚଳରେ ଆଉ ଏକ ବାଲିଯାତ୍ରା […]

ସଂପୂର୍ଣ୍ଣ ପଢନ୍ତୁ

ରହସ୍ୟରେ ଲିଭ୍‌ ଇନ୍‌ ପାର୍ଟନରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀନଗର ମୁସଲିମ୍‌ ବସ୍ତିର ଏକ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଲିଭ୍‌ ଇନ୍‌ ପାର୍ଟନରଙ୍କ ମୃତଦେହକୁ ସୋମବାର ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ପୋଲିସ ଜବତ କରିଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଶୁଭସ୍ମିତା ନାୟକ (୨୦) ଓ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗ ଅଞ୍ଚଳର ପିଣ୍ଟୁ ନାଥ (୩୦)ଙ୍କ ମୃତଦେହକୁ ପୋଲିସ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହକୁ ପରିବାର ଲୋକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାୟୁସେନା ଅଧିକାରୀ ଭୁବନେଶ୍ୱର ପୋକ୍‌ସୋ କୋର୍ଟରେ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ଇଣ୍ଡିଆନ୍‌ ଏୟାରଫୋର୍ସର ଗ୍ରୁପ୍‌ କ୍ୟାପଟେନ୍‌ ଥିବା ବିଶାଖାପାଟଣାର କୋରିମିଲ୍ଲି ଭେଙ୍କଟ ଶ୍ରୀନିବାସ (୫୧)। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ଶ୍ରୀନିବାସଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି। ତେବେ ଦୁଇଦିନ ମଧ୍ୟରେ ଶ୍ରୀନିବାସଙ୍କୁ ରିମାଣ୍ଡରେ ଆଣି ମାମଲା ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ପକ୍ଷରୁ ଯୋଜନା […]

ସଂପୂର୍ଣ୍ଣ ପଢନ୍ତୁ

୧୧ ଜଣଙ୍କୁ କାମୁଡ଼ିଲା ପାଗଳ ବିଲୁଆ

ବାଲେଶ୍ବର : ଏକ ପାଗଳ ବିଲୁଆ ଗାଁ ଭିତରକୁ ଚାଲି ଆସି ୧୧ ଜଣଙ୍କ କାମୁଡ଼ି ଦେଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସିଆଁରୀ ଓ ବେଲଦା ଗାଁରେ ।ଆହତଙ୍କ ମଧ୍ୟରେ ଅଛନ୍ତି ଚୈତନ୍ୟ ପାତ୍ର (୬୫), ଗଜେନ୍ଦ୍ର ଜେନା (୮୫), କବିତା ପାତ୍ର (୪୦), ପଣ୍ଡରୀ ମିଶ୍ର (୪୨), ଶାନ୍ତିଲତା ପ୍ରଧାନ (୭୫), ସୁଲୋଚନା ପ୍ରଧାନ (୩୫) ଓ ବାସନ୍ତୀ ପାତ୍ର (୪୦)।ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି: ମିଳିତ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗୀର: ସୋମବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ କୋଶଲ ରାଏଜ୍‌ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକମାନେ ଦୁଇବର୍ଷ ବାସନ୍ଦ କରିବାକୁ ଘଟଣାକୁ ତୀବ୍ର ନିନ୍ଦା କରିବା ସହ କୋଶଳାଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେବଳ କୋଶଳ ରାଜ୍ୟ ଗଠନ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ। କୋଶଲାଞ୍ଚଳର ବିଭିନ୍ନ ଦାବି ନେଇ ଆସନ୍ତା ନଭେମ୍ବର ୧୫ ତାରିଖ କୋଶଲ ମହାବନ୍ଦ କରାଯିବା […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଖୋର୍ଦ୍ଧାର ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ୧୦ କୋଟି

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟକୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଆଜି ଏନେଇ ରୁରାଲ୍‌ ୱାର୍କସ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ବେଗୁନିଆ ବ୍ଲକର ତିନିଟି ମହାବିଦ୍ୟାଳୟକୁ ୧କୋଟି ୭୫ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଏହା ମଧ୍ୟରୁ ବେଗୁନିଆ ସ୍ନାତକ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହଗୁଡ଼ିକର ସ୍ମାର୍ଟ ଶ୍ରେଣୀଗୃହକୁ ଉନ୍ନୀତ, ପାନୀୟ ଜଳ ସୁବିଧା […]

ସଂପୂର୍ଣ୍ଣ ପଢନ୍ତୁ

‘ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିରେ କାମ କରିବା ମୋର ସୌଭାଗ୍ୟ’

ପୁରୀ/ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। ମୁଁ ଭାଗ୍ୟବାନ ଯେ ମୋତେ ଜଗତର ପିତା ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ଲୋକଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଶ୍ରୀଜଗନ୍ନାଥ ଗରିବଙ୍କ ଦେବତା। ଏତିକି ମାଗିଛି, ଓଡ଼ିଶାରେ ଯେଉଁ ଗରିବ, ଶୋଷିତ, ନିଷ୍ପେସିତ […]

ସଂପୂର୍ଣ୍ଣ ପଢନ୍ତୁ

ଗାଁରୁ ସହର ସବୁଠି ସଚେତନ କରାଯିବ

ଭୁବନେଶ୍ବର: ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ପ୍ରଥମେ ଡିଜିଟାଲ୍‌ ଜାଲିଆତିକୁ ଚିହ୍ନଟ କର। ଚିହ୍ନଟ କରିବା ପାଇଁ କ୍ଷମତାକୁ ମଜ୍‌ଭୁତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ‘ଦୁର୍ନୀତିକୁ ନା କୁହ; ଜାତି ପ୍ରତି ପ୍ରତିଶ୍ରୁତି ଦିଅ’ ବାର୍ତ୍ତା ଦେଇଛନ୍ତି। ଏଥିପାଇଁ ଗ୍ରାମାଞ୍ଚଳରୁ […]

ସଂପୂର୍ଣ୍ଣ ପଢନ୍ତୁ