Nawab

ଦାଉଦ ସହ ସଂପର୍କ ଅଭିଯୋଗ : ନବାବ ମଲ୍ଲିକଙ୍କ ପାଇଁ ପ୍ରଚାର କରିବନି ବିଜେପି

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମେଣ୍ଚଗୁଡ଼ିକ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏନସିପି ନେତା ନବାବ ମଲ୍ଲିକଙ୍କୁ ଟିକେଟ ଦେବା ନେଇ ଏବେ ମହାଯୁତି ମେଣ୍ଟରେ ବଡ଼ ବିବାଦ ଦେଖାଦେଇଛି । ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ସହିତ ନବାବଙ୍କ ସଂପର୍କ ଥିବା କହି ବିଜେପି ତାଙ୍କୁ ଟିକେଟ ଦେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଏପରିକି ତାଙ୍କ ପାଇଁ ପ୍ରଚାର ନ କରିବାକୁ […]

ସଂପୂର୍ଣ୍ଣ ପଢନ୍ତୁ
Kolab

କୋଲାବ ଡ୍ୟାମକୁ ଡେଇଁ ମହିଳା ନିଖୋଜ

କୋରାପୁଟ : କୋଲାବ ଡ୍ୟାମକୁ ଡେଇଁ ମହିଳା ନିଖୋଜ । କୋରାପୁଟରେ କୋଲାବ ଜଳଭଣ୍ଡାରକୁ ଡେଇଁଲେ ମହିଳା । ୨୬ନଂ ଜାତୀୟ ରାଜପଥ ଦୁରୁ ଗୁଡ଼ା ବ୍ରିଜରେ ନିକଟରେ ନିଜ ଜୋତା ଓ ମୋବାଇଲ ରଖି ଜଳଭଣ୍ଡାରକୁ ଡେଇଁଛନ୍ତି । ଘଟଣା ସ୍ଥଳରେ ଟାଉନ ପୋଲିସ ସହ ଅଗ୍ନିଶମ ବିଭାଗ ପଂହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସଂପୂର୍ଣ୍ଣ ପଢନ୍ତୁ
Image 1730370877

ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଦୀପାବଳି ପର୍ବରେ ସାରା ଦେଶରେ ଉତ୍ସବର ମାହୋଲ। ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ଦୀପାବଳି ପାଇଁ ସମସ୍ତେ ଉତ୍ସାହିତ। କିନ୍ତୁ ଏତେ ବଡ଼ ପର୍ବ ଦିନରେ ମଧ୍ୟ ଆମର ଯବାନମାନେ ସୀମାରେ ନିୟୋଜିତ ଅଛନ୍ତି ଏବଂ ଦେଶକୁ ସୁରକ୍ଷା ଦେଇ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଆଜି ଗୁଜରାଟର କଚ୍ଛରେ ପହଞ୍ଚି ବିଏସ୍ଏଫ୍ ଯବାନମାନଙ୍କୁ ମିଠା ଖୁଆଇ […]

ସଂପୂର୍ଣ୍ଣ ପଢନ୍ତୁ
Ps 1 1

ନିଶା ଦେଇ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲା, ୫ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରେ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି  ।  ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା  । ନାବାଳିକାଙ୍କ ସାଙ୍ଗ ତାଙ୍କୁ ଏକ ଅଜଣା ସ୍ଥାନକୁ ଡାକି ନେଇଥିଲେ । ସେଠାରେ ପୂର୍ବ ଯୋଜନା ମୁତାବକ ୪ ଜଣ ଯୁବକ ଥିଲେ । କୋଲଡ ଡ୍ରିଙ୍କ୍ସରେ ନିଶା ଦେଇ ପୀଡ଼ିତାଙ୍କୁ ଗଣ ଦୁଷ୍କର୍ମ […]

ସଂପୂର୍ଣ୍ଣ ପଢନ୍ତୁ
Samb

ସାମ୍ବାଦିକଙ୍କୁ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା

ଜାତୀୟ ନ୍ୟୁଜ ଏଜେନ୍ସି ANI ପାଇଁ କାମ କରୁଥିବା ସାମ୍ବାଦିକ ଦିଲୀପ ସୈନିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କୁ କିଛି ଲୋକ ଘର ଭିତରେ ପଶି ଛୁରୀ ଭୁଷି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଫିତେପୁର ଜିଲ୍ଲାର ଭିତୋର ରୋଡ ନିକଟରେ ଥିବା ବିସାଉଲି ଠାରେ ଏପରି ଘଟଣା ଘଟିଛି। ଘଟଣା ବେଳେ ଦିଲୀପଙ୍କ ପାଖରେ ତାଙ୍କ ବନ୍ଧୁ ତଥା ବିଜେପି ନେତା ଶାହିଦ ଖାନ ଉପସ୍ଥିତି ଥିଲେ। ସେ ମଧ୍ୟ ଛୁରା ମାଡ଼ରେ […]

ସଂପୂର୍ଣ୍ଣ ପଢନ୍ତୁ
Pravati Par

୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାତ ଦିନିଆ ଲଣ୍ଡନ ଗସ୍ତ କରିବେ। ଗସ୍ତର ଉଦ୍ଦେଶ୍ୟ ହେଉଛି ଓଡିଶା ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ଉପମୁଖ୍ୟମନ୍ତ୍ରୀ ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର […]

ସଂପୂର୍ଣ୍ଣ ପଢନ୍ତୁ
Riflgxbgyba8anlqqtoj

ମୁନା-ଜୟନାରାୟଣଙ୍କ ବାକ୍‌ଯୁଦ୍ଧ

ଭୁବନେଶ୍ବର: ଜନସମ୍ପର୍କ ପଦଯାତ୍ରାରେ ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ମୁନା ଖାନ୍‌ଙ୍କ ମନ୍ତବ୍ୟ ରାଜ୍ୟ ରାଜ୍ୟନୀତିକୁ ସରଗରମ କରିଥିବାବ‌େଳେ ବ‌ିଜେପି ପକ୍ଷରୁ ଜୟନାରାୟଣ ମିଶ୍ର ଏହାର ପାଲଟା ଜବାବ ଦେଇଛନ୍ତି। ଜୟନାରାୟଣ କହିଛନ୍ତି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ ଜଣାନାହିଁ। ସାଂସଦ ମୁନାଙ୍କ ସହିତ ସମସ୍ତ ବିଜେଡି ନେତା ନିଜ ନିଜର ଭବିଷ୍ୟତ ନେଇ ସନ୍ଦେହରେ ଅଛନ୍ତି। ଜୟନାରାୟଣ କହିଛନ୍ତି ବିଜେଡିର ଆୟୁଷ କ୍ଷୀଣ। ଦଳର ସ୍ଥିତି ନେଇ ସମସ୍ତ ବିଜେଡି ନେତା ଚିନ୍ତାରେ ଅଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
2946 1663500999

ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ । ଅନୁଗୁଳ ଜିଲ୍ଲା ବଅଁରପାଳ ରେଲୱେ ଷ୍ଟେସନରୁ ୭ ପୁରୁଷ ଓ ୬ ମହିଳାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ  ।  ଅକ୍ଟୋବର ୨୯ ରାତିରେ ରାତିରେ ସୁନ୍ଦରଗଡ଼ ସଦରଥାନା କରମଡିହି ପଞ୍ଚାୟତ ପଡ଼ିଆରେ ଶୋଇଥିବାବେଳେ ମହାରାଷ୍ଟ୍ର ଯାଯାବର ଗୋଷ୍ଠୀ ଉପରେ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ ତାମିଲନାଡୁର ଯାଯାବର ଗୋଷ୍ଠୀ । ଏଥିରେ ୩ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର ଯାଯାବର […]

ସଂପୂର୍ଣ୍ଣ ପଢନ୍ତୁ
Ravi Raja 1730368774

କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ରବି ରାଜା ବିଜେପିରେ ସାମିଲ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନରେ ଏକଦା ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ରବି ରାଜା କଂଗ୍ରେସ ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ସେ କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ଦୀପାବଳି ଅବସରରେ ବିଜେପିରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ମୁମ୍ବାଇ ବିଜେପିର ସଭାପତି ଆଶିଷ ଶେଲାରଙ୍କ ଉପସ୍ଥିତରେ ରାଜା ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ରାଜାଙ୍କ କହିବା […]

ସଂପୂର୍ଣ୍ଣ ପଢନ୍ତୁ
Cm Mo

୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ଗାଁରେ ପାଳିବେ ଦିପାବଳୀ

କେନ୍ଦୁଝର: ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ସ୍ବାଗତ କରାଯାଇଛି । ଗାଁରେ ପରିବାର ଲୋକଙ୍କ ସହ ଆଦିବାସୀ ପରମ୍ପରା ଅନୁଯାୟୀ ପାଳିବେ ଦିପାବଳୀ । ସୋହରାଇ ପୂଜାରେ ହେବେ ସାମିଲ […]

ସଂପୂର୍ଣ୍ଣ ପଢନ୍ତୁ