2 184 1731833504029

ବିମାନ ବନ୍ଦରରେ ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧନା; ସ୍ବପ୍ନ ସାକାର ହେଲା କହିଲେ ହକି ଇଣ୍ଡିଆ ସଭାପତି

ଭୁବନେଶ୍ବର: ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପରେ ଓଡ଼ିଶାର ଐତିହାସିକ ବିଜୟ  । ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ପ୍ରଥମ ଥର ଟାଇଟଲ୍ ଜିତି ସ୍ବର୍ଣ୍ଣପଦକ ହାସଲ କରିଛି ଓଡ଼ିଶା ହକି ସଂଘ । ବିଜୟ ପରେ ରବିବାର ଓଡ଼ିଶା ଫେରିଛି ଦଳ । ଭୁବନେଶ୍ବର ବିମାନବନ୍ଦରରେ ଟିମ୍ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଓଡ଼ିଶା ତରଫରୁ ଆକାଶ ତିର୍କି ଓ ପ୍ରତାପ ଲାକ୍ରା ଗୋଟିଏ ଲେଖାଏଁ […]

ସଂପୂର୍ଣ୍ଣ ପଢନ୍ତୁ
Image 1731825260

ସରକାର ଦେଉଛନ୍ତି ୟୁନିଫର୍ମ ଓ ଜୋତା; ପିଲାଙ୍କୁ ମିଳୁନି, ଡମ୍ପିଂୟାର୍ଡକୁ ଯାଉଛି

କୋରାପୁଟ : ଛୋଟ ଛୋଟ ପିଲାଙ୍କୁ ସ୍କୁଲମୁହାଁ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାଠୁ ଆରମ୍ଭ କରି ୟୁନିଫର୍ମ ଡ୍ରେସ ଓ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍‌ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଯାଉଛି ଡମ୍ପିଂୟାର୍ଡ । ଏପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ବୈପାରିଗୁଡାରୁ ୨ କିମି […]

ସଂପୂର୍ଣ୍ଣ ପଢନ୍ତୁ
Accident 1731851949 (1)

ଓଲଟି ପଡ଼ିଲା ଯାତ୍ରାପାର୍ଟି ଗାଡ଼ି

କେନ୍ଦୁଝର : ଏକ ଯାତ୍ରା ପାର୍ଟି ଗାଡ଼ି ଓଲଟି ପଡ଼ିବାରୁ ୪ ଜଣ କଳାକାର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ମାଛଗୋଡ଼ ଗ୍ରାମ ନିକଟରେ ଘଟିଛି ଏହି ଘଟଣା। ଆଜି ରାଜନନ୍ଦିନୀ ଯାତ୍ରା ପାର୍ଟିର କିଛି କଳାକାର ଏକ କାର ଯୋଗେ ଗୋରାସ ଗ୍ରାମକୁ ଯାଉଥିଲେ। ସେଠାରେ ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ ଥିବାରୁ ସେମାନେ ଯାଉଥିଲେ। ହେଲେ ଅପରାହ୍ନ ପ୍ରାୟ ୫ଟା ବେଳେ ଗୋରାସ ଗାଁଠାରୁ ପ୍ରାୟ ୩ କିମି ଦୂର ମାଛଗୋଡ଼ ନିକଟରେ ସେମାନଙ୍କ କାରଟି […]

ସଂପୂର୍ଣ୍ଣ ପଢନ୍ତୁ
777 1 750x430

ଖୁବ୍ ଶୀଘ୍ର ବଡ ଡାକ୍ତରଖାନାରେ ହୃତ୍‌ପିଣ୍ଡ ପ୍ରତିରୋପଣ

କଟକ :କଟକ ବଡ଼ ଡାକ୍ତରଖାନାରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ହୃତ୍‌ପିଣ୍ଡ ପ୍ରତିରୋପଣ। ଏଥିପାଇଁ ଶନିବାର ଚେନ୍ନଇର ମହାତ୍ମା ଗାନ୍ଧୀ ହେଲ୍‌ଥ କେୟାର ଇନଷ୍ଟିଚ୍ୟୁଟର (ଏମଜିଏମ )ଡାକ୍ତରୀ ଦଳ ଏସ୍‌ସିବି ମେଡ଼ିକାଲରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ସିଟିଭିଏସ୍ ବହିର୍ବିଭାଗରେ ଚାରି ଜଣ ରୋଗୀଙ୍କ ସ୍କ୍ରିନିଂ କରାଯାଇଛି। ପୂର୍ବରୁ ପ୍ରତିରୋପଣ ମେଡ଼ିକାଲ ପକ୍ଷରୁ ଦୁଇ ଜଣ ରୋଗୀଙ୍କୁ ଚୟନ କରାଯାଇଥିବାବେଳେ ଆଉ ଚାରି ଜଣଙ୍କ ସ୍କ୍ରିନିଂ କରାଯାଇଛି। ଏପରିକି ଆଗାମୀ ତିନି ମାସ ମଧ୍ୟରେ ହୃତପିଣ୍ଡ ପ୍ରତିରୋପଣ […]

ସଂପୂର୍ଣ୍ଣ ପଢନ୍ତୁ
Argusnews Harichandan Ratna Bhandar 955005ce F046 4226 8bd4 8b3e85fbc9a2 750x430

ବେଆଇନ ଭାବେ ଜମି ବିକ୍ରି ହୋଇଥିଲେ କଡା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ କଡା ଆକ୍ସନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ବାସେଳୀ ସାହି ଜମି ଜାଲିଆତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ହେବ । ମନ୍ଦିର ପ୍ରଶାସନର ଯାହା ଦାୟିତ୍ଵ ତାକୁ ନିର୍ବାହ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ […]

ସଂପୂର୍ଣ୍ଣ ପଢନ୍ତୁ
Image 1731817192

ଛାଡ଼ଖାଇ ଲାଗଚି ଆମିଷ ବିଜାରରେ ପ୍ରବଳ ଭିଡ଼

ଭୁବନେଶ୍ବର : ଜମିଲା ଛାଡ଼ଖାଇ ବଜାର । କାର୍ତ୍ତିକ ପୂର୍ଣ୍ଣିମା ପରେ ଗତକାଲି ସଂକ୍ରାନ୍ତି ଯୋଗୁଁ ଫିକା ପଡ଼ିଥିଲା ଆମିଷ ବଜାର। ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। କାର୍ତ୍ତିକରେ ମାସରେ ହବିଷ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ […]

ସଂପୂର୍ଣ୍ଣ ପଢନ୍ତୁ
Image 1731827890

ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ

ଭୁବନେଶ୍ବର :ନାବାଳକଙ୍କୁ ଦିଆଗଲା ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା । କଳକୀ ଅବତାର କହି ପୂଜା କରାଗଲା। ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି ହେଲା। ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସଙ୍ଗଠନ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ […]

ସଂପୂର୍ଣ୍ଣ ପଢନ୍ତୁ
Baba 1731840656

ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ

ଭୁବନେଶ୍ବର : ଦୁଇ ଦିନ ପରେ ମୁହଁ ଖୋଲିଲେ ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ନାବାଳକ ବାବାଙ୍କ ବାପା। ଭିଡିଓ ଜାରି କରି କହିଛନ୍ତି, ମୋ ପୁଅ ଠାକୁର ବୋଲି କେବେ କହିନାହିଁ। ମୋ ପୁଅ ଠାକୁର ନୁହେଁ ବୋଲି ନାବାଳକ ବାବାଙ୍କ ପୁଅ ପଣ୍ଡିତ କାଶୀନାଥ ମିଶ୍ର । ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Image 1731847804

ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ

ଭୁବନେଶ୍ବର : ପୁଣିଥରେ ଓଡ଼ିଶାର ଥାନାକୁ ମିଳିଛି ଦେଶରେ ଶ୍ରେଷ୍ଠ ଥାନା ପୁରସ୍କାର। ୨୦୨୪ ପାଇଁ ଦେଶର ତିନୋଟି ସର୍ବୋତ୍ତମ ଥାନା ଚୟନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ନଭେମ୍ବର ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଟ୍ରଫି ପାଟପୁର ଥାନାଧିକାରୀଙ୍କୁ ଦେବେ। […]

ସଂପୂର୍ଣ୍ଣ ପଢନ୍ତୁ
Bjd 1731849260

ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ

ଭୁବନେଶ୍ବର : ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ଆମେ କୋର୍ଟକୁ ଯିବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ। ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଅଭିନେତା ମନୋଜ ମିଶ୍ର। ଗୌତମବୁଦ୍ଧ ଦାସ କହିଛନ୍ତି, ନିକଟରେ ଅଭିନେତା ମନୋଜ ମିଶ୍ର ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକୀରମୋହନ […]

ସଂପୂର୍ଣ୍ଣ ପଢନ୍ତୁ