ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି: ଗୌତମ ରାୟ
ଭୁବନେଶ୍ୱର: ଆଜି ବି ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। କିଛି ଦିନ ତଳେ ସେ ନିଜେ ଏହି କଥା ପ୍ରକାଶ କରିଛନ୍ତି ଯେ ସୁଯୋଗ ମିଳିଲେ ହିଁ ଚିନ୍ତା କରିବେ। ତେଣୁ ଏହା ପରିବାରବାଦ ନୁହେଁ ତ ଆଉ କ’ଣ ବୋଲି ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଗତକାଲି ସୁକିନ୍ଦାର ଏକ ମହିଳା ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]
ସଂପୂର୍ଣ୍ଣ ପଢନ୍ତୁ