Nib

ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ଵର: ଗିରଫ ହେଲେ ଖୋର୍ଦ୍ଧା ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି । ନିବେଦିତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ନିବେଦିତା ମହାନ୍ତି । ସୂଚନା ଅନୁସାରେ, ଜଣେ ଠିକାଦାରଙ୍କ ଠାରୁ ପୁରୁଣା ବିଲ୍‌ ପାସ୍‌ କରାଇଦେବାକୁ ବାଳକାଟି ମଟନ, ପାରାଦୀପ ଇଲିସି, ଚିଙ୍ଗୁଡି ସହ ନଗଦ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ନିବେଦିତା । ଭିଜିଲାନ୍ସରେ ଅଭିଯୋଗ ପରେ […]

ସଂପୂର୍ଣ୍ଣ ପଢନ୍ତୁ
G

ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୨୦୦ ପାର

କେରଳର ୱାୟନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୨୦୦ ପାର କରିଛି। ୱାୟନାଡର ମୁଣ୍ଡାକ୍କାଇ ଓ ଚୋରାରମାଲାରେ ଭୂସ୍ଖଳନ ପରେ ନଦୀ ଜଳ ଗାଁ ଭିତରେ ପଶି ମୃତ୍ୟୁର ତାଣ୍ଡବ ରଚିଛି। ବର୍ତ୍ତମାନ ସୁଦ୍ଧା ୱାୟନାଡରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୨୦୫ ଛୁଇଁଥିବା ରିପୋର୍ଟ ପ୍ରକାଶ ପାଇଛି। ଏବେ ବି ୨୦୦ରୁ ଅଧିକ ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସେନା ବାହିନୀର ଯବାନଙ୍କ ଠାରୁ ଆରମ୍ଭ କରି […]

ସଂପୂର୍ଣ୍ଣ ପଢନ୍ତୁ
Puri Temple

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

ପୁରୀ: ଏଇ ଅଗଷ୍ଟ ମାସରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହେଉଛି। ଏଣୁ ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର କରାଯିବା ନେଇ ଆଇନ ବିଭାଗ ପକ୍ଷରୁ କୁହାଯାଇଛି। ନୂଆ ପରିଚାଳନାରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦିଆଯିବ। ମହାପ୍ରଭୁଙ୍କ ସେବା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାରସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା […]

ସଂପୂର୍ଣ୍ଣ ପଢନ୍ତୁ
Hq720

କେନ୍ଦ୍ରର ବଡ଼ ଦାବି: ଭୂସ୍ଖଳନ ସମ୍ପର୍କରେ କେରଳକୁ ଆଗୁଆ କରାଯାଇଥିଲା ସତର୍କ

କେରଳର ୱାୟନାଡର ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟ ୧୫୦ରୁ ଅଧିକ ଜୀବନ ନେଇ ସାରିଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏକାଧିକ ଗାଁ ଅଚାନକ ବନ୍ୟା ପାଣି ଯିବାରୁ କ୍ଷତିଗ୍ରସ୍ତ ହୋଇଛି। କିଛି ଅଞ୍ଚଳ ମଧ୍ୟ ପାଣିର ପ୍ରଖର ସ୍ରୋତରେ ପୂରା ନିଚ୍ଛିନ୍ନ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ମାଟି ତଳୁ ଜୀବନର ସନ୍ଧାନ […]

ସଂପୂର୍ଣ୍ଣ ପଢନ୍ତୁ
Amit

ବିପର୍ଯ୍ୟୟ ପରିଚାଳନା ପାଇଁ ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନବୀନଙ୍କୁ ପୁଣି ପ୍ରଶଂସା ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି ।  ଆଜି ରାଜ୍ୟସଭାରେ କେରଳ ୱାୟନାଡ ବିପର୍ଯ୍ୟୟ ଘଟଣାରେ ଆଲୋଚନା ବେଳେ ନବୀନ ବାବୁଙ୍କ ସରକାର କଥା ଉଦାହରଣ ଦେଇଥିଲେ ।  କେରଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ହେବ ବୋଲି ଗତ ୨୩ ତାରିଖରେ କେରଳ ସରକାରଙ୍କୁ ଆଗୁଆ ସୂଚନା ଦେଇଥିଲେ କେନ୍ଦ୍ର ସରକାର । ବାତ୍ୟା […]

ସଂପୂର୍ଣ୍ଣ ପଢନ୍ତୁ
Odisha Assembly E1722238210135

୫-ଟି ସ୍କୁଲ ରୂପାନ୍ତିକରଣରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର: ବିଜେଡି ଶାସନ ସମୟରେ 5T ଯୋଜନା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓଡିଶା ସରକାର। ଯୋଜନାରେ ଯଦି କୌଣସି ଦୁର୍ନୀତି ଜଣାପଡ଼େ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ । ବିଧାନସଭାରେ କେନ୍ଦୁଝରରୁ ଆସିଥିବା ରିପୋର୍ଟ ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, କେନ୍ଦୁଝରରେ 5T ସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମରେ ଅନିୟମିତତା ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ାରେ ୩୫୪ 5T […]

ସଂପୂର୍ଣ୍ଣ ପଢନ୍ତୁ
Ewa

ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟଲୋକେ ବଖାଣିଲେ ଲୋମଟାଙ୍କୁରା ଘଟଣା

ୱାୟନାଡ଼: କେରଳର ୱାୟନାଡ଼ରେ ହୋଇଥିବା ଶକ୍ତିଶାଳୀ ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ଖବର ଲେଖାହେଲା ପର୍ଯ୍ୟନ୍ତ ମାଟି ଭିତରୁ ୧୫୬ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ୧୮୦ ଜଣରୁ ଅଧିକ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏଥିସହିତ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ, ସେନାବାହିନୀ ଓ ପାରା ରେଜିମେଣ୍ଟ୍‌ ଯବାନ ନିଜନିଜ ଉଦ୍ୟମ ଜାରି ରଖିଛନ୍ତି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରବାସିନ୍ଦା ଏହି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ
Pramila

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ  ଶୂନ୍ୟକାଳରେ ସଙ୍ଗୀନ ଅଭିଯୋଗ ଉଠାଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ସରକାରଙ୍କୁ ଉଠାଇଲେ ପ୍ରଶ୍ନ। ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ କିପରି ସେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇପାରିଲେ ? କିଏ ତାଙ୍କୁ ନିଯୁକ୍ତି ଦେଲେ ? ସେ ପୁଣି ଖୋଦ୍ ମନ୍ତ୍ରୀଙ୍କ ଜିଲ୍ଲା ବଲାଙ୍ଗୀର ଅଞ୍ଚଳରେ ଆର ଆଇ ଦୁର୍ନୀତିରେ ଏହି ଓଏଏସ […]

ସଂପୂର୍ଣ୍ଣ ପଢନ୍ତୁ
Pm

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଆଣିଲା କଂଗ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସ ଲୋକସଭାରେ ଆଗତ କରାଯାଇଛି। କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଏପରି ନୋଟିସ ଦେଇଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁର ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦଙ୍କ ରାହୁଲ ଗାନ୍ଧିଙ୍କ ପ୍ରତି ଜାତିକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ଅନୁରାଗ ଠାକୁରଙ୍କ ଉକ୍ତ ଜାତି ଭିତ୍ତିକ ବୟାନକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସରେ ସମର୍ଥନ କରି ଶେୟାରି କରିଥିଲେ। ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମୋଦିଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Mamata

ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ

ଭୁବନେଶ୍ବର : ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ। ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସୂଚନା ଦେଇଛନ୍ତି। ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା। କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ପରିତିଚ ଥିଲେ। ରାଜ୍ୟସଭାରୁ ଇସ୍ତଫା ପରେ ବିଜେଡି ଉପରେ ଅସନ୍ତୋଷ ଝାଡ଼ିଛନ୍ତି ମମତା। ଏନେଇ ସୋଶାଲ୍‌ ମିଡିଆରେ ଲେଖିଛନ୍ତି। ସେପଟେ ମମତା ମହାନ୍ତ ‘X’ ଲେଖିଛନ୍ତି, ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବିଜୁ ଜନତା […]

ସଂପୂର୍ଣ୍ଣ ପଢନ୍ତୁ