ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ମଂଚ ବାନ୍ଧୁଛନ୍ତି ବିଜେଡି ସାଂସଦ ଓ ବିଧାୟକ: ସମୀର
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏବେ ବିଭିନ୍ନ ଜିଲ୍ଲାକୁ ଗସ୍ତରେ ଯାଇ ସଭାସମିତି କରି ସାଧାରଣ ଲୋକଙ୍କୁ ଭେଟୁଥିବାବେଳେ ରାଜ୍ୟ ବିଜେପି ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛି । ଫାଇଭ-ଟି ସଚିବ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ପୂର୍ବରୁ ତାଙ୍କର ମଂଚ ବାନ୍ଧିବା ଓ ସଭାକୁ ଲୋକ ଆଣିବା ଦାୟିତ୍ୱରେ ବିଜେଡିର ସାଂସଦ ଓ ବିଧାୟକମାନେ ରହିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବିଜେପିର ବରିଷ୍ଠ […]
ସଂପୂର୍ଣ୍ଣ ପଢନ୍ତୁ