Image 1731751269

ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ନିର୍ବାଚନ ଆୟୋଗ ଅଧିକାରୀମାନେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି। ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲ ଗାନ୍ଧିଙ୍କ ବ୍ୟାଗରେ ଖାନତଲାସୀ କରିଛନ୍ତି। ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏବଂ ଏଥିରେ ଥିବା ବ୍ୟାଗଗୁଡ଼ିକର ଯାଞ୍ଚ କରାଯାଇ ଥିବାବେଳେ ଆଜି ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି ନିର୍ବାଚନ ଆୟୋଗ। ସୂଚନା ଅନୁସାରେ, ଅମରାବତୀରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଅବତରଣ କରିବା ବେଳେ ନିର୍ବାଚନ ଆୟୋଗର କିଛି ଅଧିକାରୀ ସେଠାକୁ ଯାଇ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2024 11 16 091853 750x430

ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ: ମୋହନ ମାଝୀ

ଭୁବନେଶ୍ଵର: ୬ ଦିନିଆ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ । ୧୭ରୁ ୨୦ ଯାଏ ୩ ଦିନିଆ ସିଙ୍ଗାପୁର ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଙ୍ଗାପୁରରେ ଶିଳ୍ପପତିଙ୍କୁ ଭେଟି ପୁଞ୍ଜି ଆକର୍ଷଣ କରିବେ । ଏଥିସହ ବଡ଼ବଡ଼ ପେଟ୍ରୋ କେମିକାଲ୍ସ ହବ୍ ବୁଲି ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୫ ବର୍ଷରେ ୫ ଲକ୍ଷ କୋଟିର […]

ସଂପୂର୍ଣ୍ଣ ପଢନ୍ତୁ
Ewrw

ଲାଲ ସଂଗଠନକୁ ବଡ଼ ଝଟକା, ୫ ମାଓବାଦୀ ନିହତ

ମାଲକାନଗିରି : ଲାଲ ସଂଗଠନକୁ ବଡ଼ ଝଟକା । ଛତିଶଗଡ଼ର ନାରାୟଣପୁର-କାଙ୍କେର ଜିଲ୍ଲା ସୀମାନ୍ତ ଅବୁଝମଡ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ନିହତ ।  ସେହିପରି ୨ ଯବାନ ଗୁରୁତର ଆହତ ହୋଇଛନ୍ତି ।   ସେମାନଙ୍କୁ ରାୟପୁର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁଇ ଆହତ ଯବାନ ବିପଦମୁକ୍ତ ଅଛନ୍ତି । ଘଟଣସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।  ଅପରେସନରେ DRG, STF ଏବଂ BSF ଯବାନ ସାମଲ ଅଛନ୍ତି  […]

ସଂପୂର୍ଣ୍ଣ ପଢନ୍ତୁ
Image 1731743982

ଅଗ୍ନିକାଣ୍ଡରେ ୧୦ ଶିଶୁଙ୍କ ମୃତ୍ୟୁ ଘଟଣା; ଡାକ୍ତରଖାନା ବାହାରେ ଅଭିଭାବକଙ୍କ ଧାରଣା

ନିଆଁ ଲାଗି ୧୦ ନବଜାତକଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ଅସନ୍ତୋଷ। ଅଗ୍ନିକାଣ୍ଡରେ ଆହତ ହୋଇଥିବା ପିଲାମାନଙ୍କୁ ଭେଟିବାକୁ ଅନୁମତି ନ ମିଳିବାରୁ ସେମାନଙ୍କ ବାପାମାଆ ଏବଂ ପରିବାରବର୍ଗ ହସ୍ପିଟାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ ରାସ୍ତାରୋକ କରିଛନ୍ତି। ପିଲାମାନଙ୍କୁ ଭେଟିବାକୁ ଅନୁମତି ଦେବା ଦାବିରେ ସେମାନେ ଏହି ପ୍ରତିବାଦ କରିଛନ୍ତି। ସେପଟେ ଶିଶୁମାନଙ୍କ ପରିଚୟକୁ ନେଇ ଯେପରି କୌଣସି ଦ୍ୱନ୍ଦ୍ୱ ନ ଉପୁଜେ ସେଥିପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
14orifish1 750x430

ଛାଡଖାଇରେ ସଂକ୍ରାନ୍ତି, ଖାଁ ଖାଁ ଆମିଷ ବଜାର

ଭୁବନେଶ୍ଵର: ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ଆଜି ଘରେ ଘରେ ଆମିଷ ହୋଇଥାନ୍ତା । କାହା ଘରେ ମାଛ ତ କାହା ଘରେ ମାଂସ କସା ହୋଇଥାନ୍ତା । କେଉଁ ରାତିରୁ ଦୋକାନରେ ଗ୍ରାହକଙ୍କ ଲାଇନ ଲାଗିଥାନ୍ତା । ଚଳଚଞ୍ଚଳ ହୋଇ ଉଠିଥାନ୍ତା ଆମିଷ ବଜାର । ଭଲ ଦୁଇ ପଇସା ବେପାର ମଧ୍ୟ ହୋଇଥାନ୍ତା । ହେଲେ ଏଥର ଛାଡଖାଇରେ ସେମିତି କିଛି ଦେଖିବାକୁ ମିଳିନାହିଁ । […]

ସଂପୂର୍ଣ୍ଣ ପଢନ୍ତୁ
Ballija

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା : ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୩ ଦେଶର ରାଷ୍ଟ୍ରଦୂତ ଉପସ୍ଥିତ

କଟକ : ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନେକ ବର୍ଷ ବ୍ୟବଧାନ ପରେ ଜଣେ ମୁଖ୍ୟମନ୍ତ୍ରୀ କଟକ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି । ବାଲିଯାତ୍ରାକୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମାନ୍ୟତା ଦେବାରେ ଏଭଳି ପ୍ରୟାସ ସହାୟକ ହେବ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମେଳା ବୁଲି ଦେଖିଥିଲେ। ଚଳିତବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ
Bir

ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ

ଭୁବନେଶ୍ୱର: ଆଜି ଜନତା ମୈଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା । ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ […]

ସଂପୂର୍ଣ୍ଣ ପଢନ୍ତୁ
1718684157 New Project 2024 06 18t094516 524

ହଟିଲା କଟକଣା: ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ନେଇ ଥିବା କଟକଣା ନେଇ ସଂସ୍କାର ଅଣାଯାଇଛି। ଏଣିକି ଭକ୍ତମାନେ ଶ୍ରୀମନ୍ଦିରର ଚାରି ଦ୍ବାର ଦେଇ ପ୍ରବେଶ କରିବେ। କିନ୍ତୁ ଫେରିବା ବେଳକୁ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ଟି ଦ୍ବାର ଦେଇ ଫେରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ୨୦୨୪ ନଭେମ୍ବର ୧୬ ତାରିଖ (ଶନିବାର) ଦିନ […]

ସଂପୂର୍ଣ୍ଣ ପଢନ୍ତୁ
Pm 2

୧୦ ବର୍ଷ ଭିତରେ ଆଦିବାସୀ ପରିବାରଙ୍କ କଲ୍ୟାଣ ପାଇଁ ସରକାର ୫ ଗୁଣା ଖର୍ଚ୍ଚ ବଢାଇଛନ୍ତି : ନରେନ୍ଦ୍ର ମୋଦି

୧୦ ବର୍ଷ ଭିତରେ ଆଦିବାସୀ ପରିବାରଙ୍କ କଲ୍ୟାଣ ପାଇଁ ସରକାର ୫ ଗୁଣା ଖର୍ଚ୍ଚ ବଢାଇଛନ୍ତି। ୧୦ ବର୍ଷ ତଳେ ୨୫ ହଜାର କୋଟିରୁ କମ ଟଙ୍କା ଖର୍ଚ୍ଚ ହେଉଥିଲା। ସରକାର ଏହାକୁ ୫ ଗୁଣା ବଢାଇ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା କରିଥିବା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ, ବିହାର ଜାମୁଇରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୋଦି । ଏହି ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ
Child 1731669679

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଜଳାଶୟରେ ବୁଡ଼ିଗଲେ ୫ ନାବାଳକ-ନାବାଳିକା

ଭୁବନେଶ୍ବର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ସକାଳୁ ରାଜ୍ୟବ୍ୟାପି ଗାଁରୁ ସହର ଯାଏଁ ଶ୍ରଦ୍ଧାର ଡଙ୍ଗା ଭସାଯାଇଛି। ଏହି ଖୁସିର ପର୍ବରେ କିଛି ସ୍ଥାନରେ ଅଘଟଣ ଘଟିଛି, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ବୟସ ୩ରୁ ୧୨ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି। ପାଣିରୁ ଡଙ୍ଗା ସଂଗ୍ରହ କରୁଥିବା ବେଳେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୩ ଜଣ ନାବାଳିକା ଓ ବାଳକଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ବସ୍ତା ଥାନା ପଣିସାପଡ଼ା ଗାଁର […]

ସଂପୂର୍ଣ୍ଣ ପଢନ୍ତୁ