ଜଳିଗଲା ଲୁଗା ଦୋକାନ, ମାଲିକ ମୃତ
ଖୋର୍ଦ୍ଧା : ଜଟଣୀ ରାଜା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଜଳିଗଲ ଲୁଗା ଦୋକାନ । ଦୋକାନ ଉପରେ ମାଲିକ ଫସି ରହିଥିଲେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପଠାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଲୁଗା ଦୋକାନରେ ଲାଗିଥିବା ନିଆକୁ ଆୟତ କଲା ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ । ଅଗ୍ନିକାଣ୍ଡରେ ଜଳିଗଲା ସଂପୂଣ୍ଣ ଲୁଗା ଦୋକାନ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ବାହିନୀ ବିଳମ୍ବରେ ପହଁଚିବାରୁ ସମ୍ପୂର୍ଣ୍ଣ […]
ସଂପୂର୍ଣ୍ଣ ପଢନ୍ତୁ