ଅବ୍ୟାପାରରେ ବ୍ୟାପାର: ଭର୍ତ୍ତୃହରି

ଭୁବନେଶ୍ୱର: ଫାଇଭଟି ସଚିବଙ୍କୁ ନେଇ ବିବାଦ ଓ ସେୀମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନ ପ୍ରସଙ୍ଗ । ଏସବୁ ଅବ୍ୟାପାରରେ ବ୍ୟାପାର ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ । ସୌମ୍ୟ ବାବୁ ପ୍ରଶ୍ନ କଲେ ,ମୁଖ୍ୟମନ୍ତ୍ରୀ ତାର ଉତ୍ତର ଦେଇ ସାରିଛନ୍ତି । ରାଜନୀତିରେ ଅମଲାତାନ୍ତ୍ରୀକ ହସ୍ତକ୍ଷେପ ହେଉଛି କି ପ୍ରଶ୍ନରେ ଉତ୍ତର । ଆମେରିକାରେ ବି ହେଉଛି,ସେଠି ଏକ୍‌ଜିକ୍ୟୁଟିଭ ବହୁତ ପାୱାରଫୁଲ । ଗଣତାନ୍ତ୍ରିକ ଦେଶରେ ଏହା ପୁଲ ଆଣ୍ଡ ପ୍ରେସର,ଏସବୁ ସ୍ୱାଭାବିକ କଥା । ଏହାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଯୁବକଙ୍କୁ ମାଡ଼ ମାରି ରାଜଧାନୀରୁ ବନ୍ଧା ହେଲେ ‘ନକଲି ପୋଲିସ ଅଧିକାରୀ’

ଭୁବନେଶ୍ୱର: ନିଜକୁ ଥାନା ଅଧିକାରୀ ପରିଚୟ ଦେଇ ଯୁବକଙ୍କୁ ମାଡ଼ ମାରୁଥିବା ଜଣେ ନକଲି ପୋଲିସକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଶୁକ୍ରବାର ପୋଲିସରେ ଏନେଇ ଅଭିଯୋଗ ପରେ ନକଲି ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ଭୂୟାଁଙ୍କ ହାତରେ ହାତକଡ଼ି ପକାଇଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲାର ରଶ୍ମି ରଞ୍ଜନ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ରହୁଥିଲା । ଆକ୍ରମଣର ଶିକାର ହୋଇଥିବା ଯୁବକ ରଞ୍ଜନ ଜେନାଙ୍କ ଅଭିଯୋଗ କ୍ରମେ ପୋଲିସ ରଶ୍ମିକୁ ଗିରଫ କରିଛି । ଅଭିଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ କଏଦୀ

ଲାହୋର: ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ ଜଣ କଏଦୀ | ପାକିସ୍ତାନର ବଲୁଚିସ୍ତାନରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଗତକାଲି କଏଦୀମାନେ ବଲୁଚିସ୍ତାନର ଚମନ ଜେଲରୁ ଖସି ପଳାଇଥିଲେ। ତେବେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମ୍ପର୍କରେ ବଲୁଚିସ୍ତାନ ଜେଲ ମହାନିରୀକ୍ଷକ ମଲିକ ଶୁଜା କାସୀ କହିଛନ୍ତି ଯେ ଗୁଳି ବିନିମୟରେ କିଛି ପୁଲିସ କର୍ମୀ ଓ କଏଦୀ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ପୁଣି ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ପୁଣି ରୁଜ୍ଜୁ ହୋଇଛି ଏକ ଜନସ୍ୱାର୍ଥ ମାମଲା। ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏଥିରେ ପ୍ରାର୍ଥନା କରାଯାଇଛି। ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର […]

ସଂପୂର୍ଣ୍ଣ ପଢନ୍ତୁ

ଜଳୁଛି ଫ୍ରାନ୍ସ ! ୩ୟ ଦିନ ପାଇଁ ହିଂସା ଜାରି

ପ୍ୟାରିସ୍ : ପୁଲିସ ଗୁଳିରେ ଜଣେ ତରୁଣ ଶରଣାର୍ଥୀର ମୃତ୍ୟୁ ପରେ ଫ୍ରାନ୍ସରେ ଚାଲିଥିବା ହିଂସା କ୍ରମାଗତ ୩ୟ ଦିନ ପାଇଁ ବି ଜାରି ରହିଛି । ଏହି ଦଙ୍ଗା କ୍ରମଶଃ ଫ୍ରାନ୍ସର ଅନ୍ୟ ସହରକୁ ବ୍ୟାପିଚାଲିଛି । ଏହି ହିଂସା ଯୋଗୁଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ୟୁରୋପୀୟ ସଂଘ ବୈଠକ ଅଧାରୁ ଛାଡ଼ି ସ୍ବଦେଶ ଫେରିଛନ୍ତି । ଦଙ୍ଗାକାରୀଙ୍କୁ ଦମନ କରିବାକୁ ଅଧିକ ପୁଲିସ କର୍ମୀ ମୁତୟନ ପାଇଁ ସେ ଘୋଷଣା କରିଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ପୂର୍ବତନ DFO ଓ ରୋଷେୟାଙ୍କ ନାଁରେ NBW ଜାରି

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ACF ମୃତ୍ୟୁ ଘଟଣା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାଁ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପୂର୍ବତନ ଡିଏଫଓ ଏବଂ ରୋଷୟାଙ୍କ ନାଁରେ  ଜାମିନ ବିହୀନ ଗିରଫ ପରୱାନା ବା NBW ଜାରି କରାଯାଇଛି । ସୌମ୍ୟଙ୍କ ହତ୍ୟା ଘଟଣାରେ ଏମାନଙ୍କ ସଂପୃକ୍ତି ଥିବା ନେଇ ପରିବାର ଲୋକେ ଅଭିଯୋଗ କରି ଆସୁଥିଲେ । ମୃତ ସୌମ୍ୟରଞ୍ଜନଙ୍କ ବାପା […]

ସଂପୂର୍ଣ୍ଣ ପଢନ୍ତୁ

ମୋଦି-ପୁଟିନ୍‌ଙ୍କ ଭିତରେ କଥାବାର୍ତ୍ତା; ୟୁକ୍ରେନ୍ ଓ ରୁଷରେ ବିଦ୍ରୋହ ପ୍ରସଙ୍ଗ ଉଠିଲା

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ଆଜି ୟୁକ୍ରେନ୍‌କୁ ନେଇ ଫୋନ୍‌ରେ ଆଲୋଚନା ହୋଇଛି। କ୍ରେମଲିନ ଏନେଇ ସୂଚନା ଦେଇଛି। ଅଲୋଚନା ବେଳେ ଦୁଇନେତା ସାଙ୍ଘାଇ ସହଯୋଗ ସଂଗଠନ ତଥା ଜି-୨୦ ଭିତରେ ସହଯୋଗ ନେଇ ଆଲୋଚନା କରିଥିଲେ। ଦୁଇପକ୍ଷ ପରସ୍ପର ସହ ସହଯୋଗ ନେଇ ମଧ୍ୟ ଅଲୋଚନା କରିଥିଲେ। ସେହିପରି ୨୪ ଜୁନ୍‌ରେ ରୁଷରେ ଦେଖାଦେଇଥିବା ବିଦ୍ରୋହ, ବର୍ତ୍ତମାନ ଶୃଙ୍ଖଳା ବ୍ୟବସ୍ଥା ଓ ଭାରତୀୟ ନାଗରିକଙ୍କ ସୁରକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି: ନରସିଂହ ମିଶ୍ର

ଭୁବନେଶ୍ୱର: ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବଡ ବୟାନ । ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି । କିନ୍ତୁ ମୁଁ ବିଫଳ ହୋଇଥିଲି ବୋଲି କହିଲେ ବିଧାୟକ ନରସିଂହ ମିଶ୍ର । ସେତେବେଳେ ମୋ ଉପରେ ଚାପ ପଡିଥିଲା  । ମୋ ସରକାର ମତେ କହିଥିଲେ ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ,ମୁଁ ଏବେ ଦାବି କରୁଛି ରତ୍ନଭଣ୍ଡାର ଖୋଲାଯାଉ ବୋଲି କହିଲେ ବିଧାୟକ ନରସିଂହ ମିଶ୍ର ।

ସଂପୂର୍ଣ୍ଣ ପଢନ୍ତୁ

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫାପତ୍ର ଫାଡ଼ିଦେଲେ ମହିଳାମାନେ

ଇମ୍ଫାଲ : ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ନେଇ ଆସିଲା ନାଟକିୟ ମୋଡ଼। ତାଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳାମାନେ। ସେ ଆଜି ରାଜ୍ୟପାଳ ଅନୁସୂୟା ଉକିଙ୍କୁ ରାଜଭବନରେ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିବାକୁ ଯିବାର ଥିଲା। ହେଲେ ତାଙ୍କ ଘର ବାହାରେ ମହିଳା ଓ ସମର୍ଥକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା। ସେମାନେ ସିଏମ୍‌ ବୀରେନ୍‌ ସିଂହଙ୍କୁ ସମର୍ଥନ କରି ତାଙ୍କ ଘର ବାହାରେ ବିରାଟ ମାନବ ଶୃଙ୍ଖଳ କରିଥିଲେ ଓ […]

ସଂପୂର୍ଣ୍ଣ ପଢନ୍ତୁ

୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା

ଭୁବନେଶ୍ଵର: ଜୁଲାଇ ୧ ରୁ ୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା। ଏନେଇ ବିଜ୍ଞପ୍ତି ଜାରି କରିଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT)। କ୍ରୁଟ ‘ମୋ ବସ’ ସହରାଞ୍ଚଳରେ ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କର ଏହି କାର୍ଯ୍ୟକ୍ରମ ସହରାଞ୍ଚଳରେ ପରିବହନ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆଣିଛି। ଲୋକଙ୍କ ଆବଶ୍ୟକତା ଅନୁସାରେ ସୁଲଭ ମୂଲ୍ୟରେ ଓ ସହଜରେ ନିୟମିତ ପରିବହନ ସେବା ପ୍ରଦାନ କରିବାକୁ କ୍ରୁଟ […]

ସଂପୂର୍ଣ୍ଣ ପଢନ୍ତୁ