ଅମରନାଥ ଯାତ୍ରା ପରେ ଦୁଇ ବିଦେଶୀଙ୍କ ପୂରା ହେଲା ୪୦ବର୍ଷ ପୂର୍ବରୁ ଦେଖିଥିବା ସ୍ବପ୍ନ

ନୂଆଦିଲ୍ଲୀ: ଚଳିତବର୍ଷ ଯେବେଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି ସେହିଦିନ ଠାରୁ ଆରମ୍ଭ କରି ଏଯାବତ ୩ଲକ୍ଷ ୬୦ହଜାର ଭକ୍ତ ଅମରନାଥ ବାବାଙ୍କ ଦର୍ଶନ କରି ସାରିଥିବା ଜଣାପଡ଼ିଛି। ଏଥିରେ ଦୁଇଜଣ ଆମେରିକୀୟ ନ‌ାଗରିକ ବି ସାମିଲ ଅଛନ୍ତି। ଏହି ଦୁଇ ବିଦେଶୀ ଭକ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍‌’ର ୧୦୩ତମ ଅଧ୍ୟାୟରେ ମନେ ପକାଇଛନ୍ତି। ଚଳିତ ଥର ‌ମୋଦୀ ‘ମନ୍ କି ବାତ୍‌’ରେ କହିଛନ୍ତି, ‘ଅଯୋଧ୍ୟା, ମଥୁରା, ଉଜ୍ଜୟିନୀ ଭଳି ତୀର୍ଥ କ୍ଷେତ୍ରଗୁଡ଼ିକୁ […]

ସଂପୂର୍ଣ୍ଣ ପଢନ୍ତୁ

୧୨ ଲକ୍ଷ ଖର୍ଚ୍ଚ କରି ମଣିଷରୁ କୁକୁର ହୋଇଥିବା ବ୍ୟକ୍ତି ପ୍ରଥମଥର ପାର୍କରେ ଚାଲିଲେ

ନୂଆଦିଲ୍ଲୀ : ମଣିଷରୁ କୁକୁର ହେବାକୁ ସ୍ୱପ୍ନ ଦେଖିଥିବା ଜାପାନିଜ ବ୍ୟକ୍ତି ଏହାକୁ ଶେଷରେ ପୂରଣ କରିପାରିଛନ୍ତି। ଟୋକୋ ନାମକ ଏହି ବ୍ୟକ୍ତି ୨ ମିଲିୟନ ୟେନ ବା ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ହେବାକୁ ସକ୍ଷମ ହୋଇଛନ୍ତି। ଜାମାନିଜ କମ୍ପାନୀ ଜେପ୍ପେଟ ହିଁ ଟୋକୋଙ୍କ ସ୍ୱପ୍ନକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରାୟ ୪୦ ଦିନର ପରିଶ୍ରମ ପରେ କମ୍ପାନୀ ଟୋକୋଙ୍କ ପାଇଁ ଅତି ବାସ୍ତବ କୁକୁର […]

ସଂପୂର୍ଣ୍ଣ ପଢନ୍ତୁ

ଶରଦ ପାୱାର କହିଲେ ପରିବର୍ତ୍ତନ ନିଶ୍ଚିତ

ମୁମ୍ବାଇ : ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା କମ୍ପନ ପ୍ରସଙ୍ଗରେ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଥମଥର ମୁହଁ ଖୋଲିଛନ୍ତି। ଏନସିପି, ଶିବସେନା ଓ କଂଗ୍ରେସ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତିମାନେ ପରିବର୍ତ୍ତନ ନିଶ୍ଚିତ ବୋଲି ଶ୍ରୀ ପାୱାର କହିଛନ୍ତି। ସେ କହିଛନ୍ତି, “ମୁଁ ଏଠାରେ ଅଛି। କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ଓ ଶିବସେନା(ୟୁବିଟି) ସଭାପତି ଉଦ୍ଧବ ଠାକରେ ମଧ୍ୟ ଏଠାରେ ଅଛନ୍ତି। ଯଦି ଆମେ ହାତ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ଗୋଟିଏ ସୀମା ପାର୍‌ ଲଭଷ୍ଟୋରୀ, ଭାରତ ଆସି ଫେସବୁକ ବନ୍ଧୁଙ୍କୁ ବାହା ହେଲେ ଶ୍ରୀଲଙ୍କା ଯୁବତୀ

ନୂଆଦିଲ୍ଲୀ : ଏବେ ଦେଶରେ ସୀମା ପାର୍‌ ଲଭଷ୍ଟୋରୀକୁ ନେଇ ବେଶ ଚର୍ଚ୍ଚା। ସୀମା-ସଚ୍ଚିନ ଓ ଅଞ୍ଜୁ-ନଜରୁଲ୍ଲାଙ୍କ ସୀମା ପାର ଲଭଷ୍ଟୋରୀ ଥମି ନଥିବା ବେଳେ ଏବେ ପୁଣି ଗୋଟିଏ ସମାନ ଘଟଣା ଘଟିଛି। ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି ଜଣେ ଶ୍ରୀଲଙ୍କା ଯୁବତୀ। ଫେସବୁକ ବନ୍ଧୁତା ପରେ ଯୁବତୀ ଜଣଙ୍କ ଭାରତରେ ପହଞ୍ଚି ଏପରି ବିବାହ କରିଛନ୍ତି। ଟୁରିଷ୍ଟ ଭିସାରେ ଶ୍ରୀଲଙ୍କାର ୨୫ ବର୍ଷୀୟ ବିକନେଶ୍ୱରୀ ଶିବକୁମାର ଭାରତ ଆସିଥିଲେ। ସେ ଟୁରିଷ୍ଟ ଭିସା ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଅଲଗା ସ୍ଥାନ କଥା କହି ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ

ନୂଆଦିଲ୍ଲୀ : ଏଠି ସେଇଆ ଘଟଛୁ, ସେଠି ସେମିତି ହେଉଛି ବୋଲି କହି ଆମେ କେବେ ହେଲେ ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ। ଏହା ଆଦୌ ଠିକ ନୁହେଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାର ଶୁଣାଣି ଚାଲିଥିବା ବେଳେ ଜଣେ ଓକିଲ ବେଙ୍ଗଲ, ରାଜସ୍ଥାନ ଓ ଛତିଶଗଡ଼ରେ ଘଟୁଥିବା ମହିଳା ବିରୋଧୀ ହିଂସା କଥା ଉଠାଇଥିଲେ। ଏହା ଶୁଣି […]

ସଂପୂର୍ଣ୍ଣ ପଢନ୍ତୁ

ପାରୁନ ଯଦି ଆମକୁ ଦାୟିତ୍ବ ଦିଅ : ମୋଦୀଙ୍କୁ କହିଲେ ମମତା

କୋଲକାତା : ମଣିପୁର ହିଂସାକୁ ନେଇ ବିରୋଧୀ ଦଳମାନେ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟପକ୍ଷରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ହିଂସାକୁ ନିନ୍ଦା କରି ଏକ ସଂକଳ୍ପ ପାରିତ ହୋଇଛି । ପଶ୍ଚିମବଙ୍ଗ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭଦେବ ଚଟ୍ଟୋପାଧ୍ୟାୟ ଗୃହରେ ଏହି ସଂକଳ୍ପ ଉପସ୍ଥାପନ କରିଥିଲେ । ଏହି ଅବସରରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ହରିୟାଣା : ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ; ମନ୍ଦିରରେ ଆଶ୍ରୟ ନେଇଛନ୍ତି ୨୫୦୦ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ଚାଲିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥରମାଡ଼ ଓ ନିଆଁ ଲାଗିଥିବା ଖବର ମିଳିଛି। ଦୁର୍ବୃତ୍ତମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରାଯାଇଛି । ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକ ଆହତ ହୋଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

“ସୁନ୍ଦରୀ ବୋଲି ରାଜ୍ୟସଭା ପଠାଯାଇଛି” ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବସେନା ବିଧାୟକ

ମୁମ୍ବାଇ : ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଶିବସେନା (ଏକନାଥ ଗୋଷ୍ଠୀ) ବିଧାୟକ ସଞ୍ଜୟ ଶିରସାତଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସଞ୍ଜୟ ଶିରସାତ କହିଛନ୍ତି ଯେ ପ୍ରିୟଙ୍କା ଚତୁର୍ବେଦୀ ସୁନ୍ଦର ବୋଲି ତାଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି ଆଦିତ୍ୟ ଠାକରେ । ସେ ତ ଦାବି କରିଛନ୍ତି ଯେ ପୂର୍ବତନ ସାଂସଦ ଚନ୍ଦ୍ରକାନ୍ତ ଖଇରେ ତାଙ୍କୁ ଏହି କଥା କହିଥିଲେ । ଚନ୍ଦ୍ରକାନ୍ତ ଖଇରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ […]

ସଂପୂର୍ଣ୍ଣ ପଢନ୍ତୁ

ଜ୍ଞାନବ୍ୟାପୀ ମସଜିଦ ପରିସରରେ ତ୍ରିଶୁଳ କେଉଁଠୁ ଆସିଲା – ଯୋଗୀ

ଲକ୍ଷ୍ନୌ : ଜ୍ଞାନବ୍ୟାପୀ ମସଜିଦ ବିବାଦ କୋର୍ଟରେ ଥିବା ବେଳେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜ୍ଞାନବ୍ୟାପୀ ମସଜିଦ ମାମଲାର ମୁସଲିମ ଆବେଦନକାରୀ ବିବାଦର ସମାଧାନ ପାଇଁ ଗୋଟିଏ ପ୍ରସ୍ତାବ ଧରି ଆସନ୍ତୁ। ଏହା ଏକ ଐତିହାସିକ ଭୁଲ ହୋଇଥିବାରୁ ଏହାର ସାମାଧାନ ପାଇଁ ସେମାନେ ଆଗକୁ ଆସିବା ଦରକାର ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ କରିବାକୁ ଥିବା ସର୍ଭେକୁ ଅଗଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ

ଲାଲୁ ଓ ପରିବାର ସଦସ୍ୟଙ୍କ ୬ କୋଟି ଟଙ୍କାର ସମ୍ପତ୍ତି ଜବତ

ପାଟନା : ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟକା। ଲ୍ୟାଣ୍ଡ ଫର ଜବ ଦୁର୍ନୀତି ଘଟଣାରେ ଆଜି ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଲାଲୁଙ୍କ ବ୍ୟତୀତ ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଲ୍ୟାଣ୍ଡ […]

ସଂପୂର୍ଣ୍ଣ ପଢନ୍ତୁ