କୁସ୍ତି ମହାସଂଘ ନିର୍ବାଚନ: ନାମାଙ୍କନ ଦାଖଲ କଲେ ବ୍ରିଜ ଭୂଷଣଙ୍କ ୧୮ ସମର୍ଥକ
ନୂଆଦିଲ୍ଲୀ : ବିଦାୟ ନେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଏବେ ନୂଆ ଭେଳିକି ଦେଖାଇଛନ୍ତି। ସେ ନିଜ ସମର୍ଥକଙ୍କ ବଳରେ କୁସ୍ତି ମହାସଂଘ ଉପରେ ନିଜର ନିୟନ୍ତ୍ରଣ ରଖିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗକୁ କୁସ୍ତି ମହାସଂଘର ବିଭିନ୍ନ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି ବ୍ରିଜ ଭୂଷଣଙ୍କ ୧୮ ଜଣ ସମର୍ଥକ ନାମାଙ୍କନ ଭରିଛନ୍ତି। ତାଙ୍କ ବିରୋଧରେ ଦେଶର ଷ୍ଟାର […]
ସଂପୂର୍ଣ୍ଣ ପଢନ୍ତୁ