ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ; ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ମଦୁରାଇ : ତାମିଲନାଡୁରେ ହୋଇଥିବା ଟ୍ରେନ ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏହାସହ ୨୦ ରୁୁ ଅଧିକ ଲୋକେ ଗୁରୁତର ଆହତ ହୋଇ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିଜନଙ୍କ ରେଳବାଇ ପକ୍ଷରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ମଦୁରାଇ ଷ୍ଟେସନରେ ଠିଆ ହୋଇଥିବା ଉକ୍ତ ଟ୍ରେନର ଏକ ବଗିରେ ହଠାତ୍‌‌ ନିଆଁ ଲାଗି ଯାଇଥିଲା। ଦକ୍ଷିଣ ରେଳବାଇ ଠାରୁ ମିଳିଥିବା ସୂଚନାନୁଯାୟୀ, […]

ସଂପୂର୍ଣ୍ଣ ପଢନ୍ତୁ

ନନ୍ଦନକାନନରେ ଆଖି ବୁଜିଲା ୯ ମାସର ସିଂହ ଶାବକ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଝଟକା  । ଆଖି ବୁଜିଲା ୯ ମାସର ସିଂହ ଶାବକ  ।  ୯ ମାସ ତଳେ ୫ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ  । ତେବେ ଗତ କିଛି ଦିନ ହେବ ୫ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଆଜି ଏକ ସିଂହ ଶାବକର ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ  ମୃତ୍ୟୁର କାରଣ ଜଣାପଡିନି । ଆଜି ଓୟୁଏଟିର ଏକ ଟିମ୍ ବ୍ୟବଚ୍ଛେଦ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ‘ରାଷ୍ଟ୍ରପତି ଶାସନ’ ଚେତାବନୀ

ପଞ୍ଜାବର କ୍ଷମତାସୀନ ଆପ୍ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରାଜଭବନରୁ ଜାରି ହେଉଥିବା ସରକାରୀ ଚିଠିର ଉତ୍ତର ଦେଉ ନଥିବା ଅଭିଯୋଗ ହୋଇଛି। ଏଥିପାଇଁ ରାଜ୍ୟପାଳ ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ମାନ ରାଜଭବନରୁ ଜାରି ଚିଠିର ଉତ୍ତର ନ ଦେବେ, ତା’ହେଲେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ସୁପାରିସ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ଆଜି ଓ କାଲି ପ୍ରବଳ ବର୍ଷିବ !

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି  । ତେବେ ଏସବୁ ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପୁଟ , ରାୟଗଡ଼ା ଓ ଗଜପତି ଜିଲ୍ଲା । ଅଧିକାଂଶ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଯାଏଁ ପ୍ରବଳ ବର୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପଙ୍କ ମଗଶଟ୍‌ ଫଟୋ ଦେଖି ବାଇଡେନ କହିଲେ- ହ୍ୟାଣ୍ଡସମ୍‌ ବ୍ୟକ୍ତି

ଗତ ନିର୍ବାଚନ ରେଜଲ୍ଟ ହେରଫେର ମାମଲାରେ ଗତ ଗୁରୁବାର ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ୨୦ ମିନିଟ୍‌ରେ ତାଙ୍କୁ ଜାମିନ ବି ମିଳି ଯାଇଥିଲା । ମାତ୍ର ଆଇନଗତ ପ୍ରକ୍ରିୟା ଅନୁଯାୟୀ, ଟ୍ରମ୍ପଙ୍କ ମଗଶଟ୍‌ ଫଟୋଶୁଟ୍‌ ହୋଇଥିଲା। ହେଲେ ଏବେ ତାହାର ମଜାକ ଉଡ଼ାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ । ଉକ୍ତ ଫଟୋରେ କୋଟ, ଟାଏ ପିନ୍ଧିଥିବା ଟ୍ରମ୍ପଙ୍କର କ୍ୟାମେରାକୁ ଅନାଇବା ଚାହାଣି ବେଶ୍‌ ରୋଚକପୂର୍ଣ୍ଣ ଥିଲ। […]

ସଂପୂର୍ଣ୍ଣ ପଢନ୍ତୁ

ବିଧାୟକଙ୍କୁ ଫାଇଭ ଟି ସଚିବଙ୍କ ସମାଲୋଚନା, ପିସିସି ସଭାପତି କହିଲେ ନିନ୍ଦନୀୟ

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ବୟାନ ଦେବା ନିନ୍ଦନୀୟ। ପିସିସି ସଭାପତି ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ପରୋକ୍ଷରେ ଗୋପାଳ ବିଧାୟକଙ୍କୁ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି ବୋଲି କହିବା ଉପରେ ପ୍ରତିକ୍ରିୟା ରଖି କହିବାକୁ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଗଣତନ୍ତ୍ର ନାମରେ ଚାଲିଥିବା ଏହି ଏକଛତ୍ରବାଦ ଶାସନକୁ କଡା […]

ସଂପୂର୍ଣ୍ଣ ପଢନ୍ତୁ

ବେରିଆ ଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ, ୮୦ ଆହତ

ନୂଆଦିଲ୍ଲୀ: ମେଡାଗାସ୍କାର ରାଜଧାନୀ ଅଣ୍ଟାନାନାରିଭୋରେ ଅଘଟଣ । ବେରିଆ ଷ୍ଟାଡିୟମରେ ଦଳାଚକଟାରେ ପ୍ରାୟ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଏଥିରେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଉଦଘାଟନୀ ସେରିମନି ଦେଖିବାକୁ ବେରିଆ ଷ୍ଟାଡିୟମ ଭିତରକୁ ଏକା ସାଙ୍ଗରେ ୫୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ପ୍ରବେଶ ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । […]

ସଂପୂର୍ଣ୍ଣ ପଢନ୍ତୁ

୫୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ

ମୋହନା: ମୋହନା ବନ୍ଧାଗୁଡାରେ ପଥର ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ଦୁଇ ଜଣ ମୃତ ଘଟଣା। ମୃତକ ପରିବାରକୁ ୫୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ କଲା ଜ଼ିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଲେ ଗଜପତି ଉପ ଜ଼ିଲ୍ଲାପାଳ ଆଲୋକ ପ୍ରଧାନ। ସୂଚନା ଅନୁସାରେ ବନ୍ଧାଗୁଡା ଗ୍ରାମ ନିକଟରେ ଥିବା କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ସଫଳତାର ପ୍ରେରଣା, ଅନ୍ୟଟି ସଫଳତା

ନୂଆଦିଲ୍ଲୀ: ଜହ୍ନରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ ତାର ପ୍ରଥମ ପାଦ ରଖିଥିଲା ତାର ନାମକରଣ କରାଯାଇଛି । ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସ୍ଥାନର ନାମ ଶିବଶକ୍ତି ରଖାଗଲା ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ଭ୍ରମଣ ପରେ ଭାରତ ଫେରିଛନ୍ତି । ଭାରତ ଫେରି ସିଧା ବେଙ୍ଗାଲୁର ବିମାନବନ୍ଦରରେ ଅବତରଣ କରିଥିଲେ ।  ସେଠାରୁ ସିଧା ଇସ୍ରୋ କାର୍ଯ୍ୟାଳୟକୁ ଯାଇଥିଲେ । ଚନ୍ଦ୍ରଯାନ-୩ର ସଫଳତା […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ

ପୁଣି ଏକ ସର୍ଭେ । ପୁଣି ନବୀନ ନମ୍ବର ୱାନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ଶୀର୍ଷ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ । ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ନେଇ ସର୍ଭେ ହୋଇଥିଲା । ଏଥିରେ ୬୧.୩ ପ୍ରତିଶତ ସହ ସବୁଠାରୁ ଆଗରେ […]

ସଂପୂର୍ଣ୍ଣ ପଢନ୍ତୁ