କୁନି ଝିଅକୁ ବାଟରେ ଘେରିଗଲେ କୁକୁର, ପିଲାଟିକୁ କାମୁଡ଼ି ରକ୍ତାକ୍ତ କରିଦେଲେ
ଏକୁଟିଆ ଯାଉଥିବା କୁନି ଝିଅକୁ ବାଟରେ ଘେରିଗଲେ କୁକୁର । ଚକ୍ରବ୍ୟୁହ ଭିତରେ ଫସି ଯାଇ କୁନି ଝିଅଟି ବଞ୍ଚିବାକୁ ଆର୍ତ୍ତ ଚିତ୍କାର କରୁଥିବା ବେଳେ କୁକୁରମାନେ ପିଲାଟିକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ। ଜୀବନ ବିକଳରେ ପିଲାଟି ମୁକୁଳିବାକୁ ଶତଚେଷ୍ଟା କରିବି ସଫଳ ହୋଇ ପାରୁ ନ ଥିଲା। ଇତି ମଧ୍ୟରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଦେବଦୂତ ସାଜିଲେ । ସେ ପିଲାଟିକୁ ମରଣ ମୁହଁରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। […]
ସଂପୂର୍ଣ୍ଣ ପଢନ୍ତୁ